Health Tips- ପ୍ରତି ମାସରେ ମାତ୍ର 5 ଦିନ ଏହାକୁ କରନ୍ତୁ, ରକ୍ତରେ ଜମା ହୋଇଥିବା ସବୁ ମଇଳା ଏକଦମ ସଫା ହୋଇଯିବ

ନମସ୍କାର ବନ୍ଧୁଗଣ , ଆମ ଶରୀରରକୁ ସର୍ବଦା ସୁସ୍ଥ ରଖିବାକୁ ହେଲେ ଆମ  ଶରୀରର ସବୁ ଅଂଶ ଭଲ ରେ କାମ କରିବା ଉଚିତ୍ । ଆମ ଶରୀର ପାଇଁ ଯେଉଁ ଖାଦ୍ୟ ଖାଇଥାଊ ତାହା ଶରୀର ଭିତରକୁ ଯାଇ ରକ୍ତ ଗଠନ କରି ଥାନ୍ତି ଏବଂ ଅଦରକାରୀ ଜିନିଷ ବାହାରକୁ ବାହାରି ଯାଇଥାଏ । ଆମ ଶରୀରରେ ରକ୍ତକୁ ସଫା  ରଖିବା ଏକ ଗୁରୁତ୍ଵପୂର୍ଣ କାମ ହୋଇଥାଏ । ଆମ ଶରୀରରେ ରକ୍ତ କୁ କିପରି ସଫା ରଖିବା ।

ଆମ ଶରୀରରେ ରକ୍ତ ଖରାପ ହେଇଛି ବୋଲି ଆମ କେମିତି ଜାଣିବା । ଆମ ଶରୀର ଆମ ଏଭଳି କିଛି ସଙ୍କେତ ଦେଇଥାଏ ଯାହା ଦ୍ଵାରା ଆମେ ଜାଣିପାରୁ ଯେ ରକ୍ତ ଖରାପ ହେଇଛି ବୋଲି  ।   ଆମ ଶରୀରରେ ରକ୍ତ ମାଧ୍ୟମରେ  ଅକ୍ସିଜେନ  ସମସ୍ତ ଭାଗ କୁ ଯାଇଥାଏ । ଯଦି ରକ୍ତରେ ଖରାପ ଜିନିଷ ଜମା ହେଇକି ରହି ଯାଏ । ତେବେ ଶରୀରରେ ଅକ୍ସିଜେନ ର ପ୍ରଭାହ କମି ଯାଏ , ଯାହା ଦ୍ଵାରା ଶରୀର ଉପରେ ପଡିଥାଏ ଏହାର କୁପ୍ରଭାବ ଯେପରିକି ଚର୍ମ ସମସ୍ୟା କୁଣ୍ଡେଇ ହେବା ଆଦି ଏହାର ଲକ୍ଷଣ ଅଟେ ।

ଆପଣଙ୍କ ଶରୀରରେ ଗରମ ବାହାରି ଥାଏ ହାତ ଗୋଡ ଗରମ ହେଇଯିବା , ମୁଣ୍ଡ ବିନ୍ଧା ଏବଂ ପରିସ୍ରା ହଳଦିଆ ହୋଇଥାଏ । ରକ୍ତ ଶରୀର ର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ତେଣୁ ଯେବେ ଏହି ରକ୍ତ ଖରାପ ହେଇଯାଇଥାଏ । ତେବେ ଏହା ଶରୀର ଅନ୍ୟ ଭାଗ ଉପରେ ପ୍ତଭାବ ପକେଇ ଥାଏ ଯଥା ଡାଇବେଟିସ , ହୃଦୟ ରୋଗ , କିଡନି ସମସ୍ୟା ଏହି ସବୁ ରୋଗ ମଧ୍ୟ ସୃଷ୍ଟି ହେଇପାରେ ।

ଯଦି ଆପଣ ନିଜର ରକ୍ତ କୁ ସଫା  କରିବାକୁ ଚାହାନ୍ତି ତେବେ ପ୍ରଥମେ ନିଜର ଖାଇବା ପିଇବା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ଅଟେ । ଯେଉଁଲୋକମାନେ ଅଧିକ ଆମିଷ ଖାଇଥାନ୍ତି ଏହା ରକ୍ତ କୁ ପ୍ରଦୂଷିତ କରିଥାଏ ତେଣୁ ଯେଉଁମାନେ ଅଧିକ ଖାଉଥାନ୍ତି ସେମାନେ ଏହାକୁ ନିୟନ୍ତ୍ରଣ କରିବା ଉଚିତ୍ । ଆଉ କେତେକ ଲୋକ ବାହାର ଜଙ୍ଗ ଫୁଡ କୁ ଖାଇଥାନ୍ତି ଏହା ମଧ୍ୟ ଆମ ରକ୍ତ ଉପରେ ଖରାପ ପ୍ରଭାବ କରିଥାଏ ।

ଯେଉଁମାନେ ଖାଇବା ସମୟରେ ପାଣି ପିଇଥାନ୍ତି ତାହା ଦ୍ଵାରା ମଧ୍ୟ ରକ୍ତ ଖରାପ କରିଥାଏ । ତେଣୁ ଏହି ସବୁ ଖାଇବା ଠାରୁ ଦୂର ରେ ରହିବା ଉଚିତ୍ । ସର୍ବ ପ୍ରଥମେ ଆପଣାକୁ ଆନୁଲୋମ- ବିଲୋମ ଯୋଗ କରିବା ଉଚିତ୍ । ସକାଳେ ଉଠିଲା ମାତ୍ରେ ଏହି ଯୋଗ କୁ କରିବା ଦ୍ଵାରା ରକ୍ତ ସଫା ହୋଇଥାଏ । ଦ୍ଵିତୀୟ ରେ ଯଦି ଆପଣ ରାତି ରେ ଖାଇଲା ପରେ ଚଉଦ ଘଣ୍ଟା ପରେ ଖାଇବା ନେବା ଶରୀରରେ ରକ୍ତକୁ ସଫା କରିଥାଏ ।

ତୃତୀୟ ରେ ମାସର ପନ୍ଦର ଦିନକୁ ଥରେ ଉପବାସ କରିବା ଦ୍ଵାରା ଶରୀର ରେ ରକ୍ତ ସଫା ହୋଇଥାଏ । ଶେଷ ରେ ଏକ ଘରୋଇ ଉପକରଣ ସକାଳେ ଉଠିଲା ମାତ୍ରେ ନିମ ପତ୍ରର ପାଞ୍ଚ ଛଅ ଟି ପତ୍ର ନେଇ ଭଲରେ ଧୋଇ ଚୋବେଇ ନିଅନ୍ତୁ । ଏହି ସମସ୍ତ ବିଷୟ କରିବା ଦ୍ଵାରା ଶରୀରର ରକ୍ତ ସଫା ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *