Ajira Anuchinta- ପିତୃ ପୁରୁଷଙ୍କ ଫୋଟୋ ଘରେ ରଖିଛନ୍ତି କି ? ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଆଉ ଏକ ଥର ନେଇ ଆସିଛୁ କିଛି ଏପରି ଅନୁଚିନ୍ତା ଯାହା ଦ୍ଵାରା ଆପଣ ଙ୍କର ଘର ସୁଖ ଶାନ୍ତି ରେ ଭରିଯିବ । ଏହାସହ ଆପଣ ଙ୍କ ଜୀବନ ମଙ୍ଗଳମୟ ମଧ୍ୟ ହୋଇଯିବ । ବନ୍ଧୁଗଣ ଆଜିର ପ୍ରଥମ ଅନୁଚିନ୍ତା ଟି ଆମର ସବୁ ମା ମାନଙ୍କ ପାଇଁ, ମା ମାନେ ଗାଧୋଇ ଆସିଲା ପରେ ସମସ୍ତେ ହିଁ  ନିଜ ମଥାରେ ସିନ୍ଦୁର ନିଶ୍ଚୟ ଧାରଣ କରୁଥିବେ । କିନ୍ତୁ ମନେ ରଖନ୍ତୁ ସିନ୍ଦୁର କେବେ ଆଙ୍ଗୁଠି ରେ ପିନ୍ଧିବା ଠିକ ହୋଇ ନଥାଏ ।

ସିନ୍ଦୁର ଆପଣ ରୂପା କଣ୍ଟା, ଝିଙ୍କ କାଠି କିମ୍ବା ତୁଳସୀ କାଠି ଦ୍ଵାରା ପିନ୍ଧି ପାରନ୍ତି । ବନ୍ଧୁଗଣ ଏପରି କରିବା ଦ୍ଵାରା ଆପଣ ଓ ଆପଣ ଙ୍କ ସ୍ଵାମୀ ଙ୍କର ମଙ୍ଗଳ ହେବ । ଆଜିକାଲି ଖୁବ କମ ବୟସ ରେ ହିଁ ପ୍ରାୟତଃ ସମସ୍ତ ଙ୍କର କେଶ ଝଡିବା ସମସ୍ଯା ଦେଖା ଦେଇଥାଏ, ଯଦି ଆପଣ ମଧ୍ୟ ଏପରି କୌଣସି ସମସ୍ଯା ଦେଇ ଯାଉଛନ୍ତି,

ତେବେ ବନ୍ଧୁଗଣ ରାତିରେ ଶୋଇବା ସମୟରେ ଆପଣ ଲୁଣ କୁ ଗୁଣ୍ଡ କରି କେଶର ମୂଳ ମାନଙ୍କରେ ବହଳ ବହବରେ ମାଲସ କଋ ଶୋଇ ପଡନ୍ତୁ । ଏହାଦ୍ବାରା ଆପଣ ଦେଖିବେ ଖୁବ ଶୀଘ୍ର ଆପଣ ଙ୍କର ସମସ୍ତ କେଶ ଜନିତ ସମସ୍ଯା ମୂଳ ରୁ ଦୂର ହୋଇଯିବ । ବନ୍ଧୁଗଣ ଯଦି ଆପଣ ଘରେ ସ୍ଵର୍ଗତ ବା କୌଣସି ପିତୃ ପୁରୁଷ ଙ୍କର କିଛି ଫୋଟୋ ଆଦି ଲଗାଉଛନ୍ତି,

ତେବେ ବନ୍ଧୁଗଣ ଆପଣ ସେହି ଫୋଟୋ କୁ ସବୁବେଳେ ଘର ର ଉତ୍ତର କାନ୍ଥ ରେ ହିଁ ଲଗାନ୍ତୁ । ଏହାଦ୍ଵାରା ଆପଣଙ୍କ ଘର ର ମଙ୍ଗଳ ହୋଇଥାଏ । ତାହାଛଡା ବନ୍ଧୁଗଣ ପିତୃ ପୁରୁଷ ଙ୍କର ଫୋଟୋ କୁ  କେବେ ମଧ୍ୟ ଘର ପୂଜା ସ୍ଥାନରେ ରଖାଯାଇ ପୂଜା କରିବା ଠିକ ହୋଇ ନଥାଏ । ଘର ର ଦକ୍ଷିଣ ଦିଗ ରେ କେବେ ମଧ୍ୟ କୌଣସି ଘଣ୍ଟା ଲଗଜୀବ ଠିକ ହୋଇ ନଥାଏ । ଘଣ୍ଟା ସବୁବେଳେ ଘରର ପୂର୍ବ କାନ୍ଥରେ ଲଗାଯିବା ଦ୍ଵାରା ଘର ର ବାସ୍ତୁ ସଦା ସର୍ବଦା ଠିକ ହୋଇ ରହିଥାଏ । ତାହାଛଡା ଘରେ କେବେ ମଧ୍ୟ ଅଚଳ ଘଣ୍ଟା ରଖିବା ଠିକ ହୋଇ ନଥାଏ ।

ବନ୍ଧୁଗଣ ଯଦି ଘରେ ଟଙ୍କା ରଖିବା ଆଲମାରୀର ର ମୁହଁ ସବୁବେଳେ ଦକ୍ଷିଣ ଦିଗ ହୋଇ ରୁହେ, ତେବେ ବନ୍ଧୁଗଣ ଏହାଦ୍ଵାର ଘରର ମଙ୍ଗଳ ହୋଇଥାଏ । ଏହାଛଡା ବନ୍ଧୁଗଣ ଯଦି ଘରେ ଠାକୁର ପୂଜା ସ୍ଥାନରେ ଶ୍ରୀ ଯନ୍ତ୍ର ଓ ଏକ ନାଲି କପଡା ରେ ଘୋର ହୋଇଥିବା ନଡିଆ ରଖାଯାଏ, ତେବେ ଏହାଦ୍ବାରା ସେହି ଘରେ ମା ଲକ୍ଷ୍ମୀ ସବୁବେଳ ପ୍ରସନ୍ନ ହୋଇ ରହିଥାନ୍ତି । ତେବେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *