ପିନ୍ଧୁଥିବା ବସ୍ତ୍ର ଅନ୍ୟକୁ ଦାନ କଲେ କଣ କ୍ଷତି ହୋଇଥାଏ ? Ajira Anuchinta

ବନ୍ଧୁଗଣ ଆମର ନୀତି ଦିନିଆ ଜୀବନରେ ଆମେ ଏମିତି କିଛି ଭୁଲ କରିଥାଉ ଯାହା ଦ୍ଵାରା ଆମ ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଏମିତି କିଛି ନୀତି ନିୟମ ଆମ ହିନ୍ଦୁ ଧର୍ମରେ ରହିଛି ଯାହାର ପାଳନ କରିଲେ ମଣିଷ ଜୀବନରେ ମଙ୍ଗଳ ହୋଇଥାଏ । କିନ୍ତୁ କିଛି ଲୋକେ ଏହାକୁ ବିଶ୍ଵାସ କରିଥାନ୍ତି ତା ଆଉ କିଛି କରନ୍ତି ନାହି । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ନୀତିବାଣୀ ବିଷୟରେ କହିବାକୁ ଯାଉଛୁ ଯାହା ମାନବ ସମାଜର ହିତରେ ଆସିବ ।

୧- ପ୍ରତେକ ବ୍ୟକ୍ତି ଭାରି ଜିନିଷ ଉଠାଇବା ଓ ଅଧିକ ସମୟ ଯାଏଁ ଉଠାଇବା ଦ୍ଵାରା ସ୍ୱାସ୍ଥ୍ୟ ସମସ୍ଯା ସୃଷ୍ଟି ହୋଇଥାଏ । ଅଧିକ ସମୟ ଯାଏଁ ଟିଭି ଦେଖିଲେ ହୃଦରୋଗ ଦେଖା ଦେଇଥାଏ । ଦୈନିକ ୬ରୁ ୮ ଘଣ୍ଟା ନ ଶୋଇଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।

୨- ନାକରେ ବାରମ୍ବାର ଆଙ୍ଗୁଠି ପୂରାଇଲେ ଖାରପ ଅଭ୍ଯାସ ହୋଇଥାଏ । ଖାଦ୍ଯକୁ ଜଲ୍ଦି ଖାଇବା ଦ୍ଵାରା ଠିକ ଭାବେ ଖାଦ୍ୟ ହଜମ ହୁଏ ନାହି । ଯାହା ଦ୍ଵାରା ପେଟ ସମସ୍ଯା ହୋଇଥାଏ । ନଖ କାମୁଡିବା ଦ୍ଵାରା ଅନେକ ସ୍ୱାସ୍ଥ୍ୟ ସମସ୍ଯା ହୋଇଥାଏ । ୩- ସକାଳ ସମୟରେ ଜଳଖିଆ ନ ଖାଇବା ଓ ଡେରିରେ ଖାଇବା ବହୁତ ଖରାପ ଅଭ୍ଯାସ ହୋଇଥାଏ । ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟାରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସବୁବେଳେ ମିଛ କହିବା ଦ୍ଵାରା ଦୁଶ୍ଚିନ୍ତା ଆସିଥାଏ ।

୪- ଠିକ ସମୟରେ ନ ଖାଇବା ଦ୍ଵାରା ଅନେକ ସ୍ୱାସ୍ଥ୍ୟ ସମସ୍ଯା ଦେଖାଦିଏ । କୌଣସି କାମରେ ଖରାପ ଚିନ୍ତା କରିବା ତ୍ୟାଗ କରିବା ଉଚିତ । ଏହା ଦ୍ଵାରା କାର୍ଯ୍ୟରେ ଉନ୍ନତି ହୁଏ ନାହି । ମଦ୍ୟପାନ ବା ନିଶା ସେବନ ତ୍ୟାଗ କରିବା ଉଚିତ । ଏହା ଦ୍ଵାରା ମଣିଷର ବିବେକ ରୁହେ ନାହି ।

୫- ପ୍ରତିଦିନ କାର୍ଯ୍ୟରେ ଆଳସ୍ୟ ତ୍ୟାଗ କରିବା ଉଚିତ । ନଚେତ ସଫଳତା ହାସଲ ହୁଏ ନାହି । ଶୋଇବା ବା ବସିବା ସମୟରେ ଗୋଦା ହଲାଇବା ଉଚିତ ନୁହେଁ । ଖାଇବା ପରେ ଖାଦ୍ୟ ଛାଡିଲେ ଘରେ ନାନା ପ୍ରକାରର ସମସ୍ଯା ଦେଖାଯାଏ ।

୬- ଘରକୁ ଆସିବା ପରେ ଗୋଡ ଧୋଇବା ଉଚିତ । ବାହାରୁ ଘରକୁ ଫେରିବା ସମୟରେ ଖାଲି ହାତରେ ଫେରିଲେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଘରେ ଲାଗିଥିବା ଗଛରେ ପାଣି ଦେବା ଦ୍ଵାରା ଉନ୍ନତି ହୋଇଥାଏ ।

୭ – ନିଜେ ପିନ୍ଧୁଥିବା ବସ୍ତ୍ର ଅନ୍ୟକୁ ଦାନ କରିଲେ ଆର୍ଥିକ ସମସ୍ୟା ଦେଖାଯାଏ । ବ୍ୟବହାର ହୋଇଥିବା ତେଲେ ଦାନ କରିଲେ ବିପଦର ଆଶଙ୍କା ଦେଖାଯାଏ । ଗରିବ ଲୋକଙ୍କୁ ଚାଉଳ ଗହମ ଦାନ କରିବା ଦ୍ଵାରା ଇଚ୍ଛା ପୂରଣ ହୋଇଥାଏ ।

୮- ଷ୍ଟିଲ ଜିନିଷ ବା ବାସନ ଅନ୍ୟକୁ ଦାନ କରିବା ଦ୍ଵାରା ଅସାନ୍ତି ସୃଷ୍ଟି ହୋଇଥାଏ । ଝାଡୁ ଦାନ କରିବା ଦ୍ଵାରା ଆର୍ଥିକ ସମସ୍ଯା ସୃଷ୍ଟି ହୋଇଥାଏ । ଗୋଟିଏ ପାତ୍ରରେ ଘିଅ ରଖି ଦାନ କରିଲେ ଶାନ୍ତି ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *