ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିମ୍ପୁଡିକୁ ଲୋକ ମାନେ କ୍ଷୁଦ୍ରତମ ଓ ସାଧରଣ ଜୀବ ବୋଲି ବିବେଚନା କରିଥାନ୍ତି । ଶାସ୍ତ୍ରରେ ପିମ୍ପୁଡି ମାନଙ୍କୁ ନେଇ ଅନେକ କିଛି ଶାସ୍ତ୍ର ସମ୍ବଦ୍ଧୀୟ ମାନ୍ୟତା ରହିଅଛି । ମନୁଷ୍ୟ ଜୀବନର କ୍ଯାରିଅର, ସ୍ଵାସ୍ଥ ଓ ପାରିବାରିକ ମାମଲାରେ ମଧ୍ୟ ପିମ୍ପୁଡି ମାଙ୍କର ଭୂମିକାର ଅବଦାନ ମଧ୍ୟ ଅନ୍ୟତମ ହୋଇଥାଏ । ପିମ୍ପୁଡି ମାନଙ୍କୁ ନେଇ କିଛି ଉପଚାର କରିବା ଦ୍ଵାରା ଭାଗ୍ୟରେ ପରିବର୍ତ୍ତନ ଆସିଥାଏ ।
ଯାହା ଆପଣଙ୍କୁ ଶୌଭାଗ୍ଯ ଆଡକୁ ଅଗ୍ରସର କରାଇଥାଏ । ଏପରି ବହୁତ ଲୋକ ଥାଆନ୍ତି କି ଯେଉଁ ମାନେ ପିମ୍ପୁଡି ମାନଙ୍କୁ ମାରି ଦେବା ପାଇଁ ଅନେକ ବ୍ୟବସ୍ତା କରିଥାନ୍ତି କିନ୍ତୁ ଏପରି କରନ୍ତୁ ନାହିଁ । ପିମ୍ପୁଡି ମାନଙ୍କୁ ମାରିବା ଶୁଭ ହୋଇନଥାଏ। ଯେଉଁ ଲୋକ ମାନେ ବୈକୁଣ୍ଠପୁରରେ ନିଜର ପ୍ରାପ୍ତି ଚାହୁଁଛନ୍ତି । ଇଶ୍ଵରଙ୍କର ସାନିଧ୍ୟ ପାଇବା ପାଇଁ ଇଛା କରୁଛନ୍ତି । ସେମାନେ ନିହାତି ଭାବରେ ଏହି ଉପଚାର କରିବା ଉଚିତ ।
ପିମ୍ପୁଡି ମାନଙ୍କର ଖାଇବା ପାଇଁ ଚାଉଳ କିମ୍ବା ଅଟାରେ ଚିନୀ ମିଶାଇ ଦେବା ଉଚିତ । ଏପରି କରିବା ଦ୍ଵାରା ଘରକୁ ଆସୁଥିବା ସମସ୍ତ ପ୍ରକାର ଅସୁବିଧା ଦୂର ହୋଇଥାଏ । ଜୀବନର ଦୁର୍ଭାଗ୍ୟ ବଦଳି ଆପଣଙ୍କର ଶୌଭାଗ୍ଯର ଦିନ ଆସିଥାଏ । ଶନିବାର ଦିନ ଯଦି ଆପଣଙ୍କ ଘରେ କଳା ପିମ୍ପୁଡି ଦେଖିବାକୁ ପାଇଥାନ୍ତି । ତେବେ ଆପଣଙ୍କ ଉପରେ ଭଗବାନ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି ।
ଯଦି ଆପଣ ନଡିଆକୁ ଶୁଖାଇ ତାହାର ଗୁଣ୍ଡ ପ୍ରସ୍ତୁତ କରି ସେହି ନଡିଆ ଗୁଣ୍ଡରେ ଚିନୀ ମିଶାଇ ଲଡୁ ପ୍ରସ୍ତୁତ କରି ପିମ୍ପୁଡିକୁ ଖାଇବାକୁ ଦିଅନ୍ତି । ତେବେ ଆପଣଙ୍କ ଘର ଉପରେ ଖରାପ ନଜର ଥିବା ଶକ୍ତିର ପ୍ରଭାବ ଆପଣଙ୍କ ଘରୁ ଚାଲିଯିବ । ଘରେ ସକାରତ୍ମକ ଊର୍ଜା ବୃଦ୍ଧି ପାଇବ । ବାଦାମ ପାଉଡରରେ ଯଦି ଚିନୀ ମିଶାଇ ପିମ୍ପୁଡି ମାନଙ୍କୁ ଖାଇବା ପାଇଁ ଦିଅନ୍ତି । ତେବେ ଚାକିରି ସମ୍ବଦ୍ଧୀୟ ସମସ୍ଯା ଦୂର ହୋଇଥାଏ ।
କ୍ଯାରିଅର ଗଠନରେ ଏହି ଉପାୟ ବହୁତ ଭଲ ପ୍ରଭାବ ପକାଇଥାଏ । ଏହା ସହିତ ବ୍ୟବସାୟରେ ଉନ୍ନତି ଦ୍ଵାରା ଲାଭବାନ ମଧ୍ୟ ହୋଇପାରିବେ । ଯଦି କୌଣସି ପ୍ରକାର କରଜରେ ବୁଡି ହନ୍ତସନ୍ତ ହେଉଛନ୍ତି । ତେବେ ମଧ୍ୟ ଆପଣ ବାଦାମପାଉଡରରେ ଚିନୀ ମିଶାଇ ପିମ୍ପୁଡି ମାନଙ୍କୁ ଖାଇବାକୁ ଦେବା ନିହାତି ଦରକାର । ଏପରି କରିବା ଦ୍ଵାରା ଆପଣ ରୁଣମୁକ୍ତ ହୋଇବେ ।
ରାହୁଙ୍କର କୋପ ଦ୍ରୁଷ୍ଟି ରହିଥିବା ଲୋକ ମାନଙ୍କର କୌଣସି କାର୍ଯ୍ୟ ମଧ୍ୟ ସଫଳ ହୋଇନଥାଏ , ସବୁ କାର୍ଯ୍ୟରେ ବାଧାବିଘ୍ନର ସାମ୍ନା କରିବା ପାଇଁ ପଡିଥାଏ । ତେବେ ଆପଣମାନେ ପିମ୍ପୁଡିକୁ ଚିନୀ ଖାଇବାକୁ ଦେବା ଉଚିତ । ଏପରି କରିବା ଦ୍ଵାରା ରାହୁଦୋଷ କଟିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ