ବନ୍ଧୁଗଣ, ଯଦି କୌଣସି ବ୍ୟକ୍ତି ବା ଶିଶୁ ଅଥବା କିଶୋର ଯଦି ତାଙ୍କର ବୟସ ଅନୁସାରେ ଉଚ୍ଚତା ସଠିକ ନଥାଏ ଅଥବା କମ ଥାଏ, ତା’ ହେଲେ ଆମ୍ଭେ ଏହି ବାଙ୍ଗରାପଣ କହିଥାଉ । ଗେଡାପଣ ଅଥବା ବାଙ୍ଗରାପଣର ବହୁତ ଗୁଡିଏ କାରଣ ରହିଥାଏ । ଯଦି କୌଣସି ଛୁଆ ର ବାପା ମା ଗେଡା ଥାନ୍ତି ତେବେ ଛୁଆ ର ମଧ୍ୟ ଗେଡା ହୋଇଥାଏ । ଦ୍ଵିତୀୟ କାରଣ ହେଲା ଯଦି ଗୋଟିଏ ଶିଶୁ ର ମାଚୁରିଟି ଡିଲେ ଥାଏ ଏବଂ ତାହାର ଉଚ୍ଚତା ମଧ୍ୟ କମ ରହିଥାଏ । ତୃତୀୟ କାରଣ ହେଉଛି ଯଦି କୌଣସି ହରମୋନ ଜନିତ ରୋଗର ଶିକାର ହୋଇଥାନ୍ତି ବ୍ୟକ୍ତି ଜଣକ ।
ଯେମିତିକି ଯଦି ଥାଏରଏଡ ରୋଗର ସମସ୍ୟା ରହିଥାଏ ତେବେ ହାଇପୋଥାଇରଏଡ ରେ ଭି ମୁଣ୍ଡ ଭିତରେ ଯଦି ପିଟୁଟାରିରେ ଗ୍ରୋଥ ହରମୋନର ପରିମାଣ କମ ରହିଥାଏ ତେବେ ଆମ୍ଭେ ଗ୍ରୋଥ ହରମୋନ ଡେଫିସିଏନସି ଜନିତ Short Stature କହିଥାଉ ।
ମାତ୍ର ନ୍ୟୁଟ୍ରିସନ ଜନିତ ରୋଗ ହୋଇଥିଲେ ମଧ୍ୟ Short Stature ହୋଇଥାଏ । ବୟସ ଅନୁସାରେ ଉଚ୍ଚତା ବଢୁଛି କି ନାହିଁ ଜାଣିବେ କିପରି ? Short Stature ଜାଣିବାର ବିଭିନ୍ନ ଉପାୟ ଆମର ଥାଏ ଯେମିତି କି ଆମେ ପ୍ରଥମେ ଦେଖିଥାଉ ଯଦି ଗୋଟିଏ ଛୁଆ ତାହାର ଗ୍ରୋଥ ଚାଟ ଅଥବା ଯଦି ଆମ୍ଭେ ହାଇଟ, ୱେଟ, ଏବଂ ବୟସ କୁ ଯଦି ଆମ୍ଭେ ପ୍ଳଟ କରୁ ତେବେ ତାକୁ ଆମ୍ଭେ ଗ୍ରୋଥଚାଟ କରିଥାଉ ।
ଯଦି ବୟସ ଅନୁସାରେ ହାଇଟ କମ ହେଲା ତା ହେଲା Short Stature ହୋଇଥାଏ । ଦ୍ଵିତୀୟ ଉପାୟରେ ଆମ୍ଭେ ଜାଣି ପାରିବ ଯେ ଯଦି କୌଣସି ଛୁଆ ର ଟାର୍ଗେଟ ହାଇଟ ଠାରୁ ମଧ୍ୟ ଛୁଆ ବହୁତ କମ ହାଇଟ ର ହେଲା ତେବେ ମଧ୍ୟ Short Stature ହୋଇଥାଏ । ତୃତୀୟ ଉପାୟ ହେଉଛି ଯଦି ଛୁଆ ୩ ମାସ ହେଉ ଅଥବା ୬ ମାସ ହେଉ ଛୁଆ ଯେମିତି ଗ୍ରୋଥ କରିବା କଥା ଯଦି ସେଭଳି କରି ନଥାଏ ତେବେ ତାହାକୁ ମଧ୍ୟ ଆମ୍ଭେ Short Stature କହିଥାଉ ।
ଏହାର ଚିକିତ୍ସ୍ୟା ନିଶ୍ଚିତ ଭାବରେ ଅଛି । ପ୍ରଥମ ଜିନିଷ ହେଲା ଆମ୍ଭର ରୋଗକୁ ନିଦାନ କରିବାର ଅଛି । ଏହାର ଯଦି ଆମ୍ଭେ କାରଣ ଜାଣିନେବା ତା ହେଲେ ସେଇ ଅନୁସାରେ ଛୁଆର ଟ୍ରିଟମେଣ୍ଟ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ