କଣ ଆପଣଙ୍କ ପିଲା ଆପଣଙ୍କ କଥା ମାନୁ ନାହିଁ, ଦୁଷ୍ଟ ହେଉଛି ବା ଅବାଟରେ ଯାଉଛି, ଦେଖନ୍ତୁ କଣ କରିବେ ପ୍ରତିକାର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାପାମାଆ ମାନେ ସବୁବେଳେ ନିଜ ସନ୍ତାନର ଏକ ସୁନ୍ଦର ଓ ଉଜ୍ଜଳ ଭବିଷ୍ୟତ ଗଢିବା ପାଇଁ ଚାହାନ୍ତି । ଯଦି ବାପାମାଆ ଓ ଗୁରୁଜନଙ୍କ କଥା ଓ ଉପଦେଶକୁ ଅନୁସରଣ କରି ପିଲା ମାନେ ସେହି ପଥରେ ଯାଇଥାନ୍ତି । ତେବେ ତାଙ୍କର ଭବଷ୍ୟତ ବହୁତ ହିଁ ଭଲ ରହିଥାଏ । ବହୁତ ପିଲା ଅଛନ୍ତି ଯେଉଁ ମାନେ କି ଜମାରୁ ମଧ୍ୟ ତାଙ୍କ ବାପାମାଆଙ୍କର କଥାକୁ ମାନନ୍ତି ନାହିଁ ।

ପିଲା ନିଜ ମନ ମର୍ଜି ଅନୁସାରେ କାର୍ଯ୍ୟ କରିଥାଏ । ଯେଉଁ କାରଣରୁ ପିଲା ପାଇଁ ବାପାମାଆ ବହୁତ ସମୟରେ ଅଧିକ ଚିନ୍ତିତ ହେବା ସହ ବ୍ୟସ୍ତ ବିବ୍ରତ ହୋଇପଡିଥାନ୍ତି । ଜାତକରେ ଯଦି କିଛି ସମସ୍ଯାମାନ ରହିଥାଏ । ତେବେ ପିଲା ଏହିପରି ସ୍ଵଭାବର ହୋଇଯାଇ ନିଜ ମନମାନି କରିବାକୁ ଭଲ ପାଇଥାନ୍ତି । ତେଣୁ ଯଦି ପିଲାର ଜାତକର ପଞ୍ଚମ ଘରେ କେତୁ ଅବସ୍ତାନ କରିଥାନ୍ତି ।

ତେବେ ପିଲା ନିଜ ମନ ଇଛା ଅନୁସାରେ ହିଁ କାର୍ଯ୍ୟ କରିଥାନ୍ତି । ଯଦି ପିଲାକୁ ନିଜର କଥା ଅନୁସାରେ ପରିଚାଳିତ କରି ତାଙ୍କର ଭବିଷ୍ୟତ ଉଜ୍ଜଳ କରିବାକୁ ଚାହିଁଥାନ୍ତି । ତେବେ ଏହି ଉପାୟକୁ ନିହାତି ଭାବରେ କରନ୍ତୁ । ଏହି ଉପାୟକୁ କରିବା ଆପଣଙ୍କୁ କେବଳ ୨ ଟି ସାମଗ୍ରୀର ଆବଶ୍ୟକତା ରହିଛି । ସେହି ୨ ଟି ସାମଗ୍ରୀ ହେଉଛି କର୍ପୁର ଓ ଲବଙ୍ଗ ।

ଏକ ପାତ୍ରରେ ୩, ୯ କିମ୍ବା ୨୭ ଟି ଲବଙ୍ଗକୁ ସେଥିରେ ଗୋଟିଏ କର୍ପୁର ପକାଇ ତାହାକୁ ଜଳାଇ ଦିଅନ୍ତୁ । ତାହାକୁ ଜଳାଇ ସାରିବା ପରେ ସେଥିରୁ ଯେଉଁ ଭଷ୍ମ ବା ପାଉଁଶ ବାହାରିବ । ତାକୁ ଏକ ପାତ୍ରରେ ରଖି ଦିଅନ୍ତୁ । ପ୍ରତିଦିନ ଯେତେବେଳେ ପିଲାର ସାମ୍ନାସମ୍ନୀ ହୋଇ କିଛି କଥା ବାର୍ତ୍ତା କରୁଥିବେ ।

ସେହି ସମୟରେ ହିଁ ସେହି ପ୍ରସ୍ତୁତ କରିଥିବା ପାଉଁଶରେ ଅଳ୍ପ ଟିକିଏ ଗୋଲାପ ଜଳ ପକାଇ ତାହାକୁ ନିଜର ରିଙ୍ଗ ଅର୍ଥାତ ପରୀ ଆଙ୍ଗୁଠି ସାହାଜ୍ଯରେ ଗୋଳାଇ ଦିଅନ୍ତୁ । ତାପରେ ସେହି ଗୋଳାଇ ଥିବା ପାଉଁଶକୁ ଆଣି ନିଜ ମଥାରେ ଓ ନିଜ ନାଭୀରେ ଲଗାନ୍ତୁ । ଏହା ସହିତ ଲଗାଇବା ସମୟରେ ପିଲା ସହିତ କିଛି ଭଲ ମୂହୁର୍ତ୍ତ ବା ପିଲା ଯେତେବେଳେ ଆପଣଙ୍କ କଥା ମାନୁଥିଲା ।

ସେହି ପୂର୍ବ ସମୟର କଥାକୁ ମନ ପକାଇ ନିଜ ପରୀ ଆଙ୍ଗୁଠି ସାହାଜ୍ଯରେ ପାଉଁଶକୁ ଆଣି ମଥା ଓ ନାଭୀରେ ଲଗାନ୍ତୁ । ଏହାକୁ କରିବା ସହିତ ନିଜ ପିଲା ପୁଣି ଥରେ ଆଗ ପରି ଆପଣଙ୍କ କଥା ମାନିବ । ସେହି ବିଶ୍ବାସ ରଖି ଉପାୟଟି କରିବା ସହିତ ନିଜର ପିଲାକୁ ଭଲରେ ବୁଝାନ୍ତୁ । ଦେଖିବେ ପିଲା ଠାରେ ବହୁତ କିଛି ଭଲ ପରିବର୍ତ୍ତନ ଦେଖିବାକୁ ପାଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *