ପେଟସଫା ପାଇଁ ଆପଣାନ୍ତୁ ଏହି ଚମତ୍କାରୀ ଉପାୟ ! କୋଷ୍ଠକାଠିନ୍ୟ, ଗ୍ଯାସ ଓ ବଦହଯମୀ ଭଳି ପେଟ ରୋଗ ଗାୟବ ! Health Tips                         

ନମସ୍କାର ବନ୍ଧୁଗଣ ,  ଅନେଶତ ପ୍ରତିଶତ ଲୋକମାନଙ୍କୁ କବଜ ଓ ପେଟ ସଫା ନ ହେବା ଭଳି ସମସ୍ୟା  ଦେଖାଯାଇଥାଏ । ଯଦି ଆପଣ ଅଧ ଘଣ୍ଟା ଖାଦ୍ୟ କୁ ଖାଇବାରେ ଲଗାନ୍ତି , ତେବେ ଆପଣଙ୍କୁ କବଜ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଥାଏ । ଖାଦ୍ୟ କୁ ଅଧା ଘଣ୍ଟା ଓ ଜଳଖିଆ ବେଳେ ପନିପରିବାକୁ ସାମିଲ କରିବା ଉଚିତ୍ । ଅନେକ ଲୋକମାନେ ଖାଦ୍ୟକୁ ନ ଚୋବେଇ ପାଞ୍ଚ ମିନିଟ୍ ରେ ଶେଷ କରିଥାନ୍ତି ।

ଏହା ଅନୁଚିତ ହୋଇଥାଏ କାରଣ ଖାଦ୍ୟ କୁ ଭଲ ଭାବରେ ଚୋଇବାଇ ଖାଇବା ଉଚିତ୍ । ଏହା ଦ୍ଵାରା ଆପଣଙ୍କ ଶରୀର ହଜମ ପ୍ରକ୍ରିୟା ସୁଲଭ ହୋଇଥାଏ । ପେଟ ସଫା ଓ କବଜ ପାଇଁ ପିଜୁଳି ବହୁତ ଉପକାରୀ ହୋଇଥାଏ । ଯଦି ଆପଣଙ୍କ ହଜମ ହେବା ସମୟରେ ଅସୁବିଧା ହୁଏ ତେବେ ଆପଣଙ୍କ ସକାଳୁ ଉଠି ସେଓ କୁ ଚୋବାଇ ଖାଇବା ଦ୍ଵାରା  ହଜମରେ ଥିବା ଅସୁବିଧା ଦୂର କରିଥାଏ ।

ସକାଳୁ ଗୋଟିଏ ସେଓ କୁ ଗରମ ପାଣି ରେ ଧୋଇ ଖାଇବା ଏ ଘଣ୍ଟାଏ ପରେ ଆପଣଙ୍କୁ ଭୋକ ଲାଗିଥାଏ । ଆମିଷ ଭୋଜନ ଗ୍ରହଣ କରିଥିବା ଲୋକମାନଙ୍କ ହଜମ ନଳୀ ଖରାପ ରହିଥାଏ  । ଆପଣମାନେ ଶୁଣିଥିବେ ଯେ ଇଂରାଜୀ ଲୋକମାନେ ସକାଳୁ ସେଓ କୁ ଖାଇଥାନ୍ତି । ତେଣୁ ଯେତେ ବି ଲୋକମାନେ ଆମିଷ ଖାଦ୍ୟ କୁ ଖାଆନ୍ତି, ଏହା ଶରୀରରେ ହଜମ ହେବାରେ ବାଧା  ସୃଷ୍ଟି କରିଥାଏ , ତେଣୁ କରି ସେମାନଙ୍କୁ ସକାଳୁ ଗୋଟାଏ ସେଓ ସେବନ କରିବା ନିହାତି ଜରୁରୀ ଓ ସ୍ଵାସ୍ଥ  ପାଇଁ ଉପକାରୀ ।

ଯେଉଁ ଲୋକମାନଙ୍କୁ ଦିନରେ ତିନି ଥର ଭୋକ କରିଥାଏ ଓ ପେଟ ରେ ଗ୍ୟାସ ଅଳ୍ପ ମାତ୍ରା ରେ ହୁଏ ସେହି ଲୋକମାନଙ୍କ ପେଟ ସଫା ଥାଏ ଓ କବଜ ଭଳି ଅସୁବିଧା ରହେ ନାହିଁ । ମାତ୍ର କିଛି ଲୋକମାନଙ୍କ ଶରୀର ରେ ଏତେ ଗ୍ୟାସ ସୃଷ୍ଟି ହୁଏ ଯେ ଲୋକମାନେ ତାଙ୍କ ପାଖ ରେ ରହିପାରନ୍ତି ନାହିଁ । ସାମାନ୍ଯ ସାନ ପିଲାମାନଙ୍କୁ ମଧ୍ୟ ଭୟଙ୍କର ଗ୍ୟାସ ସୃଷ୍ଟି ହୁଏ । ଏହାର କାରଣ ହୋଇଥାଏ ମଇଦା ରୁ ତିଆରି ଖାଦ୍ୟ , ମ୍ୟାଗୀ , ବିସ୍କେଟ , ଚକଲେଟ୍ ଆଦି ଜିନିଷ ପେଟ ରେ ଲାଖି ଯାଇଥାନ୍ତି ।

ବଡ ଲୋକମାନେ ଚିକଣ ଥିବା ଜିନିଷ ତଥା ଚିକେନ , ତେଲ ରେ ଛଣା ବରା , ପିଆଜି , ଯାହା ସହଜ ରେ ହଜମ ହୁଏ ନାହିଁ ।  ତେଣୁ ଲୋକମାନଙ୍କୁ ଏହି ସବୁ ଖାଦ୍ୟ ଠାରୁ ଦୂର ରେ ରହିବା ଉଚିତ୍ । ଯେଉଁ ସବୁ ଜିନିଷ ପେଟ ଭିତରେ ସହଜ ରେ ହଜମ ହୋଇଥାଏ ତାହା କୁ ଖାଇବା ଦରକାର ।

ସକାଳୁ ସେଓ , କିସମିସ , କଳା ଅଙ୍ଗୁର ଆଦି କୁ ସେବନ କରିବା ଶରୀର ରେ ଥିବା କବଜ କୁ  ଦୂର କରିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗ କୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *