ପିରିୟଡ୍ସ ସମୟରେ ଝିଅ ମାନଙ୍କ ମୁଡ୍ କେମିତି ରହେ ? ସେମାନେ ତାଙ୍କ ବୟଫ୍ରେଣ୍ଡ ଠାରୁ କ’ଣ ଆଶା ରଖିଥାନ୍ତି…?

ବନ୍ଧୁଗଣ ପ୍ରତ୍ଯେକଟି ଝିଅ ଅନ୍ୟ ମାନଙ୍କ ଠାରୁ ଅଧିକ କିଛି ଆଶା କରନ୍ତୁ ଅବା ନକରନ୍ତୁ । ହେଲେ ନିଜ ପସନ୍ଦର ଲୋକଙ୍କ ଠାରୁ ଭଲ ପାଇବା, କେୟାର ଆଉ ସମୟ ଟିକେ ଚାହିଁଥାନ୍ତି । ଖାସ୍ କରି ଝିଅ ମାନଙ୍କର ପିରିୟଡ୍ସ ସମୟରେ ସେମାନେ ନିଜ ବୟଫ୍ରେଣ୍ଡ ଠାରୁ ମଧ୍ୟ ସେହିଭଳି କିଛି ଭଲ ପାଇବା ଓ ମିଠା ମିଠା କଥା ହିଁ ଆଶା ରଖିଥାନ୍ତି । ତେବେ ଯଦି ଆପଣଙ୍କର ମଧ୍ୟ କେହି ଗାର୍ଲଫ୍ରେଣ୍ଡ ବା ବୟଫ୍ରେଣ୍ଡ ରହିଥାନ୍ତି ।

ତେବେ ଆପଣ ଏହିସବୁ ଟିପ୍ସକୁ ନିହାତି ଆପଣାଇ ଦେଖନ୍ତୁ । ଦେଖିବେ ପୂର୍ବ ଅପେକ୍ଷା ଆପଣ ଦୁହିଙ୍କ ପ୍ରେମରେ ଆହୁରି ଭଲ ପାଇବା ନିବିଡ ହୋଇଯିବ । ଯେତେବେଳେ ଜଣେ ଝିଅର ପିରିୟଡ୍ସ ଚାଲୁଥିବ । ସେହି ସମୟରେ ଏହି ପିରିୟଡ୍ସ କଷ୍ଟକୁ ବୟଫ୍ରେଣ୍ଡର ମିଠା ଆଉ କେୟାରିଂ ଗୁଣ ଦ୍ୱାରା କମ କରା ଯାଇପାରେ ।

1- ଯଦି ଆପଣ ଜଣେ ପୁରୁଷ ହୋଇଥାନ୍ତି । ତେବେ ଆପଣଙ୍କ ଗାର୍ଲଫ୍ରେଣ୍ଡର ପିରିୟଡ୍ସ ସମୟରେ ତାଙ୍କୁ ତାଙ୍କ ମନ ପସନ୍ଦର ଖାଇବା ଖୁଆଇ ଦେବା ସହ ତାଙ୍କ ମନୋରଞ୍ଜନ କରାଇବା ପାଇଁ କୌଣସି ଭଲ ଫିଲ୍ମ ବା ଭିଡିଓ ଦେଖାନ୍ତୁ ।

2- ଗାର୍ଲଫ୍ରେଣ୍ଡର ମୁଡକୁ ହାପି ରଖିବା ପାଇଁ ତାଙ୍କୁ ଏହି ସମୟରେ ଆନନ୍ଦ ଦେବା ପାଇଁ ତାଙ୍କୁ କିସ କରନ୍ତୁ । ଦେଖିବେ ସେ ତାଙ୍କର ସେହି ସବୁ ଯନ୍ତ୍ରଣା କିଛି କ୍ଷଣକରେ ଭୁଲିଯିବେ ।

3- ଗାର୍ଲଫ୍ରେଣ୍ଡକୁ ନିଜ ମିଠା ମିଠା କଥା ଦ୍ଵାରା ତାଙ୍କୁ ଖୁସି କରିବାକୁ ତାଙ୍କ ମୁହଁରେ ସ୍ମାଇଲ ଦେବାକୁ ଚେଷ୍ଟା କରନ୍ତୁ ।

4- ଯଦି ସମ୍ଭବ ଝିଅ ମାନଙ୍କର ଝିଅ ମାନଙ୍କର ପିରିୟଡ୍ସ ସମୟରେ ତାଙ୍କୁ ସପିଙ୍ଗ କରିବାକୁ ନେଇକି ଜାଆନ୍ତୁ ।

5- ନିଜ ଗାର୍ଲଫ୍ରେଣ୍ଡକୁ ଚକଲେଟ ଆଉ ଆଇସକ୍ରିମ ଦିଅନ୍ତୁ । ଯେମିତି ତାଙ୍କର ବାରମ୍ବାର ମୁଡ ସ୍ଵୀଙ୍ଗ ନହୋଇ ମୁଡ୍ ପୁରା ମିଠା ମିଠା ରହିବ ।

6- ଗାର୍ଲଫ୍ରେଣ୍ଡ ପିରିୟଡ୍ସ ଯନ୍ତ୍ରଣାରେ କଷ୍ଟ ପାଉଥିବା ବେଳେ ତାଙ୍କର ଭଲ ଭାବେ କେୟାର ନେବାକୁ ଚେଷ୍ଟା କରନ୍ତୁ ।

ତେବେ ଝିଅ ମାନଙ୍କର ପିରିୟଡ୍ସ ଚାଲୁଥିବା ସମୟରେ ଆପଣଙ୍କର ଏହି ଛୋଟ ଛୋଟ କଥା ଆଉ କେୟାର ନେବା ଗୁଣ ଆପଣଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ଓ ସମ୍ମାନକୁ ବଢାଇଦେଇଥାଏ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *