ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଛବି ମାଧ୍ୟମରେ ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ମନୋବିଜ୍ଞାନ ର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ । ଏହା ଆପଣଙ୍କ ଭବିଷ୍ୟତ ସମ୍ବନ୍ଧରେ ବେଶୀ କିଛି କୁହନ୍ତି ନାହିଁ କିନ୍ତୁ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ ବହୁତ କିଛି କହିଥାନ୍ତି । ଯାହା ଆପଣଙ୍କୁ ସଫଳ ଭବିଷ୍ୟ ନିର୍ମାଣ କରିବାରେ ସହାୟକ ହୋଇଥାଏ । ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ନିମନ୍ତେ ଯେତେ ବେଳେ ଛବି ର ସାହାଯ୍ୟ ନିଆ ଯାଇଥାଏ ସେତେବେଳେ ବିଭିନ୍ନ ପ୍ରକାର ରଙ୍ଗ ଥିବା ବସ୍ତୁ କୁ ନିଆଯାଇଥାଏ ।
ସେଥି ମଧ୍ୟରୁ କୌଣସି ଗୋଟିଏ ଆପଣଙ୍କ ମସ୍ତିଷ୍କ ରେ ଗଭୀର ଛାପ ପକାଇଥାଏ ଏବଂ ଆପଣ ତାହା ବାଛିଥାନ୍ତି । ଏହାଦ୍ବାରା ଆପଣଙ୍କ ମଧ୍ୟରେ ଥିବା ଭାବନା ସମ୍ବନ୍ଧରେ ସ୍ପଷ୍ଟ ରୂପରେ ଜଣା ପଡ଼ିଥାଏ । ସେହିପରି ଅନ୍ୟ ପକ୍ଷରେ କୌଣସି ଅଲଗା ଆକୃତି ଥିବା ଛବି ମଧ୍ୟ ନିଆ ଯାଇଥାଏ । ତାହାର ମହତ୍ତ୍ୱ ମଧ୍ୟ ସମାନ ଅଟେ ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଗଣେଶ ଙ୍କ ର ଛବି ଦେଖାଇବୁ ଏବଂ ଆପଣଙ୍କୁ ସେହି ଗଣେଶ ଙ୍କ ଛବି ଗୁଡିକ ମଧ୍ୟରୁ ଯେ କୌଣସି ଗୋଟିଏ କୁ ବାଛିବାକୁ ପଡ଼ିବ । ଆପଣ ବାଛିଥିବା ଗଣେଶ ମୂର୍ତ୍ତି ଅନୁସାରେ ଆମେ ଆପଣ ମାନଙ୍କୁ ଆପଣଙ୍କ ଭବିଷ୍ୟତ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଜାଣିବା ଆପଣ ବାଛିଥିବା ଗଣେଶ ଙ୍କ ଅନୁସାରେ ଆପଣଙ୍କ ଭବିଷ୍ୟତ ସମ୍ବନ୍ଧରେ ।
୧-ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ପ୍ରଥମ ଗଣେଶ ଙ୍କ ଫୋଟୋ କିମ୍ବା ମୂର୍ତ୍ତି କୁ ବାଛିଛନ୍ତି ତେବେ ଆପଣ ଜଣେ ଆଶାବାଦୀ ବ୍ୟକ୍ତି ଏବଂ ସର୍ଵଦା ଖୁସିରେ ରହୁଥିବା ବ୍ୟକ୍ତି । ଆପଣ ଜଣେ ସ୍ୱାଭିମାନ ବ୍ୟକ୍ତି ଏବଂ ଟିକେ ସ୍ଵାର୍ଥୀ ମଧ୍ୟ । ତେବେ ଆପଣ କାହାର ବି ସାହାର୍ଯ୍ୟ ନେଇ ନ ଥାନ୍ତି ଏହା ସହ ଆପଣ ନିଜ ସାଥୀ ଙ୍କ ପ୍ରତି ସର୍ଵଦା ବିଶ୍ୱାସୀ ରହିଥାନ୍ତି । ଆପଣ ସଚ୍ଚୋଟ ଏବଂ ଅଳ୍ପ ଜିଦି ମଧ୍ୟ ହୋଇ ପାରନ୍ତି । ଆପଣ ଅନ୍ୟର ଜୀଵନ ଭିତରେ ମୁଣ୍ଡ ଖେଳେଇବାକୁ ପସନ୍ଦ କରନ୍ତି ନାହିଁ । ଆପଣ ଅଯଥା ଖର୍ଚ୍ଚ କୁ ବାରଣ ମଧ୍ୟ କରନ୍ତି । ଆପଣ ହୃଦୟ ରୁ ବହୁତ ଭଲ ଥାଆନ୍ତି ।
୨- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ଦ୍ଵିତୀୟ ଗଣେଶ ଙ୍କ ଫୋଟୋ କୁ ବାଛିଛନ୍ତି ତେବେ ଆପଣ ସମସ୍ତ ଙ୍କ ସହ ଖୁବ ଶୀଘ୍ର ମିଶି ଯାଇଥାନ୍ତି ଏବଂ ସର୍ଵଦା ନିଜ ସାଥୀ ଙ୍କ ଠାରୁ ସଚ୍ଚୋଟତା ଚାହିଁଥାନ୍ତି ଆପଣ ଟିକେ କ୍ରୋଧି ଥାଆନ୍ତି ଏବଂ ଭାବୁକ ମଧ୍ୟ ଥାଆନ୍ତି । ଆପଣ ବହୁତ ରୋମାଣ୍ଟିକ ମଧ୍ୟ ଏବଂ ବୈବାହିକ ଜୀଵନ ସୁଖମୟ ହୋଇଥାଏ ।
୩- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ତୃତୀୟ ଗଣେଶ ଙ୍କ ଫୋଟୋ କୁ ବାଛିଛନ୍ତି ତେବେ ଆପଣ ଜଣେ ସର୍ଵଦା ଖୁସି ରହୁଥିବା ବ୍ୟକ୍ତି ଆପଣ ସମସ୍ତ ଙ୍କୁ ସାହାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି ସେ ମିତ୍ର ହେଉ କିମ୍ବା ଶତ୍ରୁ । ତେବେ ଏମାନେ କାହାର ବି ଖରାପ ଚିନ୍ତା କରି ନଥାନ୍ତି । ଏହି ପରି ବ୍ୟକ୍ତି ସର୍ଵଦା ସମାଜ ରେ ସମ୍ମାନ ପାଇଥାନ୍ତି ଏବଂ ଏମାନଙ୍କ ବୈବାହିକ ଜୀଵନ ମଧ୍ୟ ସୁଖମୟ ହୋଇଥାଏ ।