Health Tips- ପାଣି ସହ ଏହି 1 ଜିନିଷ ମିଶାଇ ଖାଇ ନିଅନ୍ତୁ, 99% ଆଣ୍ଠୁ ଗଣ୍ଠି ଦରଜ, Joint Pain ମୂଳରୁ ହେଇଯିବ ଗାୟବ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହାର ସାହାର୍ଯ୍ୟ ରେ ଆପଣ ବହୁ ପୁରୁଣା ରୁ ପୁରୁଣା ଗଣ୍ଠି ଯନ୍ତ୍ରଣା ସମସ୍ୟା ରୁ ମୁକ୍ତି ହୋଇ ପାରିବେ । ତାହାସହ ଆପଣ ଏସିଡିଟି ଜନିତ ସମସ୍ୟା ରୁ ମଧ୍ୟ ମୁକ୍ତ ହୋଇ ପାରିବେ । ଯଦି ବନ୍ଧ୍ଯୁଗଣ ଆପଣ ଙ୍କର କଫ ବାତ ଭଳି ସମସ୍ଯା ରହିଥାଏ, ତେବେ ଆପଣ ଏଥିରୁ ମଧ୍ୟ ରକ୍ଷା ପାଇ ପାରିବେ ।

ବନ୍ଧୁଗଣ ଯଦି ଆପଣ ଙ୍କର ଆଣ୍ଠୁ ଗଣ୍ଠି ମାନଙ୍କରେ ବହୁ ସମୟ ରୁ ଯନ୍ତ୍ରଣା ଲାଗି ରହିଛି, ବା ଚେହେରା ଯେଉଁ ମାନଙ୍କର ଶୁଷ୍କ ହୋଇ ଫାଟିଲା ପରି ଦେଖାଯାଏ, ଯେଉଁ ମାନଙ୍କର ଶରୀରରେ ୟୁରିକ ଏସିଡ ର ମାତ୍ରା ବଢି ଯାଇଥାଏ ।

ସେହି ସମସ୍ତେ ବନ୍ଧୁଗଣ ଏକ ମାସ ପର୍ଯ୍ୟନ୍ତ ସକାଳେ ଖାଲି ପେଟରେ ଏକ ଗ୍ଲାସ ଉଷୁମ ପାଣି ସହ ଏକ ଚାମଚ ବା ଦେଢ ଚାମଚ ଶୁଦ୍ଧ ଜଡା ତେଲ କୁ ମିଶାଇ ସେହି ପାଣି କୁ ସେବନ କରିବା ଉଚିତ । ବନ୍ଧୁଗଣ ଧ୍ୟାନ ଦେବେ ଯେପରି ଆପଣ ବ୍ୟବହାର କରୁଥିବା ତେଲ ଟି ଶୁଦ୍ଧ ହୋଇଥିବ । ବନ୍ଧୁଗଣ ଆପଣ ଏହି ପାଣି କୁ ଦଶ ଦିନ ହିଁ କେବଳ ସେବନ କରିବେ ।

ବନ୍ଧୁଗଣ ଏହି ଯନ୍ତ୍ରଣା ରୁ ମୁକ୍ତି ପାଇଁ ଆଉ ଏକ ଅନ୍ୟ ଉପାୟ ମଧ୍ୟ ରହିଅଛି । ବନ୍ଧୁଗଣ ଏହି ଉପାୟ ଟିକୁ କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ କିଛି ମାତ୍ରାର ଜଡା ତେଲ ନେଇ ନିଅନ୍ତୁ । ବର୍ତ୍ତମାନ ଏହି ତେଲ ରେ ଏକ କପଡା ଭିଯାଇ ରାତି ସାରା ରଖି ଦିଅନ୍ତୁ । ବର୍ତ୍ତମାନ ସକାଳେ ଏହି କପଡା ତେଲ ରୁ ନେଇ ଭଲ ଭାବରେ ଚିପୁଡି ନେଇ ଯନ୍ତ୍ରଣା ହେଉଥିବା ଗଣ୍ଠି ସ୍ଥାନରେ ଏହାକୁ ବାନ୍ଧି ନିଅନ୍ତୁ । ଏହି କପଡା ଉପରେ ଆପଣ ଏକ କ୍ରପ ବ୍ୟାଣ୍ଡେଜ ବାନ୍ଧି ନିଅନ୍ତୁ ।

ବନ୍ଧୁଗଣ ଏବେ ଆପଣଙ୍କୁ ଏହା ଉପରେ ସେକ ଦେବାକୁ ହେବ । ସେକ ଦେବା ପାଇଁ ଆପଣ ଗ୍ଯାସରେ ଏକ ତାୱା ବା କଢେଇ ବସାଇ ଦିଅନ୍ତୁ । ଏହି ଗରମ ପାତ୍ର ଉଆପରେ କୌଣସି ଏକ କପଡାର ପୁଟୁଳି କୁ ରାଖୀ ତାହାକୁ ଗରମ କରି ତାହା ସାହାର୍ଯ୍ୟ ରେ ସେହି ସ୍ଥାନ କୁ ଧୀରେ ଧୀରେ କରି ସେକ ଦିଅନ୍ତୁ ।

ବନ୍ଧୁଗଣ ଆପଣ ଦେଖିବେ ଏପରି କରିବା ପରେ ଆପଣଙ୍କୁ ସଙ୍ଗେ ସଙ୍ଗେ ହିଁ ଆରମ ଅନୁଭବ ହେବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋସ୍ତ ଟି ଭଲ ଲାଗେ ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *