ଏହି 5 ଟି ସ୍ଥିତିରେ ଭୁଲରେ ବି ଖାଆନ୍ତୁ ନାହିଁ ରସୁଣ, ନହେଲେ ଭୋଗିବେ ଭୟଙ୍କର ପରିଣାମ (Health Tips)

ଆଜି ଆମେ ଆପଣ ମାନଙ୍କୁ କେଉଁ ସ୍ଥିତି ରେ ରସୁଣର ଖାଇବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛି । ଏମିତି କୁହାଯାଏ ରସୁଣ ଖାଇବା ଦ୍ଵାରା ଅନେକ ରୋଗ ଭଲ ହୋଇଥାଏ । ଯେମିତିକି ରକ୍ତ ପତଳା ହେବା ସହ ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ । କିନ୍ତୁ ଏମିତି ୫ଟି ସ୍ଥିତି ରହିଛି ଯେଉଁଠାରେ ରସୁଣ ଖାଇବା ଦ୍ଵାରା ଶରୀର ପାଇଁ ହିତକାରକ ବଦଳରେ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ ବିସ୍ତାର ଭାବେ ।

୧- ଯେଉଁ ମାନଙ୍କର ରକ୍ତଚାପ ଭଳି ସମସ୍ଯା ରହିଛି ସେମାନେ ରସୁଣ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ରକ୍ତଚାପ ବହୁତ ଲୋ ହୋଇଯାଏ । ଖାଦ୍ୟ ରେ ଯେଉଁ ରସୁଣ ବ୍ୟବହାର କରାଯାଏ ସେଥିରେ ଅତି କମ ରସୁଣ ବ୍ୟବହାର କରିବା ଉଚିତ । ଏହା ସହ ଯେଉଁ ମାନଙ୍କର ବ୍ଲଡ଼ ପ୍ରେସର ଅଧିକ ରହିଛି ସେମାନଙ୍କ ପାଇଁ ରସୁଣ ର ବ୍ୟବହାର ବହୁତ ଉପକାରକ ହୋଇଥାଏ ।

୨- ଯେଉଁ ମାନଙ୍କର ରକ୍ତ ହୀନତା ଭଳି ସମସ୍ଯା ରହିଛି ସେମାନେ କଞ୍ଚା ରସୁଣ ଖାଇବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଶରୀର ର ତାପମାତ୍ରା ଅଧିକ ହୋଇଥାଏ । ଏହା ସହ ଯେଉଁ ମାନଙ୍କର ଏନିମିଆ ସମସ୍ଯା ରହିଛି ସେମାନେ ଭଜା ରସୁଣ କମ ମାତ୍ରା ରେ ଖାଇବା ଉଚିତ ।

୩- ଯେଉଁ ମାନେ ଗର୍ଭବତୀ ମହିଳା ସେମାନେ ମଧ୍ୟ ରସୁଣ ଖାଇବା ଉଚିତ ନୁହେଁ । କାରଣ ରସୁଣ ଅଧିକ ଗରମ ହୋଇ ଥିବାରୁ ଗର୍ଭବତୀ ମହିଳା ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ମିସ କ୍ୟାରେଜ ହେବାର ସମ୍ଭାବନା ରହିଥାଏ । ଏହା ବ୍ଯତୀତ ଗର୍ଭବତୀ ମହିଳା ଅଙ୍ଗୁର, ପାଚିଲା ଭଣ୍ଡା ଖାଇବା ଉଚିତ ନୁହେଁ । ଏମିତି ଜିନିଷର ସେବନ କରିବା ଉଚିତ ନୁହେ ଯାହା ଅଧିକ ଗରମ ଜାତୀୟ ହୋଇଥିବ । ଏହା ସହ ଗର୍ଭବତୀ ମହିଳା ମାନେ ଡ୍ରାଏ ଫୃଟ୍ଶ ମଧ୍ୟ ଭିଯାଇ ଖାଇବା ଉଚିତ ।

୪- ଯେଉଁ ମାନଙ୍କର ମହିଳା ମାନଙ୍କର ଅପରେସନ ସଙ୍ଗେ ସଙ୍ଗେ ହୋଇଥିବ ବା ହେବାକୁ ଯାଉଛି ସେମାନେ ମଧ୍ୟ ରସୁଣ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଶରୀର ରେ ରକ୍ତ ର ଫ୍ଲୋ ଅଧିକ ବଢି ଯାଇଥାଏ । ରସୁଣ ରକ୍ତ ପତଳା କରିବା ସହ ରକ୍ତ ର ଫ୍ଲୋ ବୃଦ୍ଧି କରିଥାଏ ।

୫- ଯେଉଁ ମାନଙ୍କର ଗ୍ଯାସ, ହାର୍ଟବାର୍ନ, ପେଟ ବା ଅଲସରା ଓ ଡାଇରିୟା ଭଳି ସମସ୍ଯା ରହିଛି ସେମାନେ ମଧ୍ୟ ରସୁଣ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଗ୍ଯାସ ଅଧିକ ବଢିଥାଏ । ତେବେ ଏହା ଥିଲା ସେହି ୫ଟି ସ୍ଥିତି ଯେଉଁ ସମୟରେ କଞ୍ଚା ରସୁଣ ବା ଖାଦ୍ୟ ରେ ବ୍ଯବହୃତ ହେଉଥିବା ରସୁଣ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଶରୀର ରେ ଖରାପ ପ୍ରଭାବ ପଡିବା ସହ ସ୍ୱାସ୍ଥ୍ୟ ସମସ୍ଯା ଅଧିକ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *