ବନ୍ଧୁଗଣ, ଇଶ୍ଵର ଆମ୍ଭ ସହିତ ଲଗାତାର ସମ୍ପର୍କ କରିଥାନ୍ତି । ଇଶ୍ଵର କୋଣ କୋଣ ରେ ଉପସ୍ଥିତ ହୋଇ ଅଛନ୍ତି । ମାତ୍ର ଅନେକ ପୂଜା ପାଠ କରିବା ଦ୍ଵାରା ମଧ୍ୟ ଈଶ୍ଵରଙ୍କ ଅବସ୍ଥିତି ବହୁତ ଲୋକଙ୍କୁ ଜଣା ଯାଇନଥାଏ ।
ଭଗବାନଙ୍କର ଦର୍ଶନ ନ ମିଳିବାରୁ ଭକ୍ତ ନିରାଶ ହୋଇଥାନ୍ତି । ଏହାର ମୁଖ୍ୟ କାରଣ ହେଉଅଛି ଆମ୍ଭକୁ କେତେକ ସୂକ୍ଷ୍ମ କଥା ର ତଥା କିଛି ସଙ୍କେତ ମାନଙ୍କର ବୋଦ୍ଧ ତଥା ଜ୍ଞାନ ହିଁ ନାହିଁ । ଏହି ସଙ୍କେତ କୁ ନ ବୁଝିବାରୁ ଆମ୍ଭର ଈଶ୍ବରଙ୍କ ସହିତ ଭେଟ ହୋଇ ନଥାଏ । ଆସନ୍ତୁ ଜାଣିବା ସେହି ସଙ୍କେତ ମାନ କଣ ଅଟେ ?
୧- ଭବିଷ୍ୟତ ରେ ଘଟିବାକୁ ଯାଉଥିବା ଘଟଣା ର ପୂର୍ବାଭାଷ ହେବା । ନିଦ୍ରା ଅବସ୍ତା ରେ ଯେଉଁ ସ୍ଵପ୍ନ ଆମ୍ଭେ ଦେଖିଥାଊ ସେ ଅବଚେତନ ମନ ହିଁ ଦେଖିଥାଏ । ଏହି ସ୍ଵପ୍ନ ଜଣେ ବ୍ୟକ୍ତି ର ଇଛା, ଲାଳସା ର ପରିଣାମ ହୋଇଥାଏ । ଯେଉଁ ବ୍ୟକ୍ତି ଭଗବାନ ଶିବ ଙ୍କ ଭକ୍ତିରେ ଲୀନ ରହିଥାଏ, ତାହାକୁ ନିଦ୍ରା ରେ ଯେଉଁ ସ୍ଵପ୍ନ ଆସିଥାଏ ତାହାକୁ ସତ୍ୟ ହୋଇଥାଏ ।
୨- ସତ୍ୟ ବାକ୍ୟ, ବିଶେଷ କରି ଆପଣ ଯେତେବେଳେ ଧ୍ୟାନ କରିଥାନ୍ତି ସେତେବେଳେ ଅକସ୍ମାତ ମନରେ କୌଣସି ବିଚାର ଆସିଯାଇଥାଏ । ଅଥବା ଧ୍ୟାନ ର ତୁରନ୍ତ ପରେ ଆପଣ କିଛି କହିଥାନ୍ତି ତେବେ ତାହା ବାସ୍ତବ ରେ ଘଟିତ ହୋଇଯାଇଥାଏ । ଏହା ବହୁତ ବଡ ସଙ୍କେତ ଅଟେ ।
୩- ଆପଣଙ୍କ ବିଗିଡି ଯାଉଥିବା କାର୍ଯ୍ୟ ବନିବାକୁ ଲାଗିଥାଏ, ମୁଖ୍ୟତ ସମସ୍ତ ବ୍ୟକ୍ତି ଙ୍କ ଜୀବନରେ ଅନେକ ସମସ୍ୟା ମାନ ଦେଖାଯାଇଥାଏ କିନ୍ତୁ ଯଦି ଭୋଳାନାଥ ଙ୍କ କୃପା ହୋଇଥାଏ ତେବେ, ତାହାର ସମସ୍ତ ସମସ୍ୟା ତଥା ସମସ୍ତ ବିଗିଡି ଯାଉଥିବା କାର୍ଯ୍ୟ ବନିବାକୁ ଲାଗିଥାଏ । ଏହା ସେତେବେଳେ ହୋଇଥାଏ ଯେତେବେଳେ ଆପଣ ଶିବ ଭକ୍ତିରେ ଲୀନ ହୋଇଥାନ୍ତି ।
୪- ଆପଣଙ୍କ ନିଦ ବ୍ରହ୍ମ ମୂହୁର୍ତ୍ତ ରେ ଖୋଲିବାକୁ ଲାଗିବା, ବ୍ରହ୍ମ ମୂହୁର୍ତ୍ତ ଏକ ଏଭଳି ଦିବ୍ୟ ତଥା ପବିତ୍ର ପ୍ରହର ହୋଇଥାଏ ଯେଉଁଠାରେ ସମସ୍ତ ସକାରତ୍ମକ ଊର୍ଜା ତଥା ଦେବାଦେବୀ ଊର୍ଜା ରହିଥାଏ । ଏହି ସମୟରେ ଯଦି ବ୍ୟକ୍ତି ର ନିଦ ଭାଙ୍ଗିଥାଏ ତେବେ ଏହା କୌଣସି ସାଧାରଣ କଥା ନୁହେଁ । ଏହା ସଙ୍କେତ ହୋଇଥାଏ ଯେ ଆପଣ ଭଗବାନ ଶିବ ଙ୍କ ସହିତ ଯୋଡି ହେଇ ଅଛନ୍ତି ।
୫- ସ୍ଵପ୍ନ ରେ ଶିବ ଲିଙ୍ଗ ଅଥବା ଶିବାଳୟ ନଜର ଆସିବା, ଯଦି ଆପଣ ଏହିଭଳି ସ୍ଵପ୍ନ ଦେଖନ୍ତି ତେବେ ଏହା ଏକ ବହୁତ ବଡ ସଙ୍କେତ ଅଟେ ଶିବ କୃପା ର । ଯଦି ଏହି ସ୍ଵପ୍ନ ଆପଣଙ୍କୁ ଆସିଥାଏ ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ଯେ ଭଗବାନ ଶିବ ଙ୍କ ଦର୍ଶନ ଆପଣ ସ୍ଵପ୍ନ ମାଧ୍ୟମରେ କରୁଛନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ