ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ଏଭଳି ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଜାଣି ଆପଣ ଖୋଲିବେ ନିଜର ବନ୍ଦ ଭାଗ୍ୟର ତାଲା । ଆଜି ପର୍ଯ୍ୟନ୍ତ ଆପଣ ଶରୀରରେ କଳା ସୂତା ବାନ୍ଧିବାର ଜାଣିଥିବେ । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ କେଉଁ ରାଶିର ଲୋକ କଳାସୂତା ବାନ୍ଧିଲେ ଭଲ ତଥା କେଉଁ ରାଶିର ଲୋକ କଳାସୂତା ବାନ୍ଧିଲେ ଅଶୁଭ ହୋଇଥାଏ ? ଆଜିକାଲୀ ଅଧିକାଂଶ ଲୋକ ଖରାପ ଦୃଷ୍ଟିର ଶିକାର ହୋଇଥାନ୍ତି । ଏହାର କାରଣ କଳା କପଡା ଦ୍ଵାରା ନକାରାତ୍ମକ ଶକ୍ତି ଆକର୍ଷକ ହୋଇଥାଏ । ପ୍ରାୟ ଖରାପ ଦ୍ରୁଷ୍ଟିରୁ ବଞ୍ଚାଇବା ନିମନ୍ତେ କଳା କପଡା ର ପ୍ରୟୋଗ କରାଯାଇଥାଏ ।
୧;- ମେଷ ରାଶି, ଏହି ରାଶିର ଲୋକ ମାନଙ୍କୁ କେବେ ମଧ୍ୟ କଳାସୂତା ନିଜ ହାତରେ ଧାରଣ କରିବା ଉଚିତ ନୁହେଁ । ଏହାର ସବୁଠାରୁ ବଡ ସମସ୍ୟା ହେଲା ମେଷ ରାଶିର ସ୍ଵାମୀ ମଙ୍ଗଳ ଅଟନ୍ତି । ଅର୍ଥାତ ଭଗବାନ ହନୁମାନଙ୍କୁ ନାରଙ୍ଗି ରଙ୍ଗ ତଥା ଲାଲ ରଙ୍ଗ ହିଁ ପସନ୍ଦ ଆସେ । ଏଥି ନିମନ୍ତେ ମେଷ ରାଶିର ଲୋକ ମାନଙ୍କୁ ସବୁବେଳେ ରକ୍ଷା ସୂତା ଅଥବା ଲାଲ ସୂତା ବାନ୍ଧିବା ଆବଶ୍ୟକ ।
୨;- ବିଛା ରାଶି, ଏହି ରାଶିର ସ୍ଵାମୀ ମଧ୍ୟ ମଙ୍ଗଳ ଅଟନ୍ତି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ମାନଙ୍କ ରାଶି ବିଛା ଅଟେ, ବିଶେଷ କରି ମହିଳା ମାନେ ନିଜ ଗୋଡରେ ଯଦି କଳାସୂତା ବାନ୍ଧିଛନ୍ତି ତଥା ପୁରୁଷ ମାନେ ଯଦି ହାତରେ ବାନ୍ଧିଛନ୍ତି ତେବେ ଶୀଘ୍ର ବାହାର କରି ନିଅନ୍ତୁ । କାରଣ ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ଚାଲୁଅଛି ତେବେ ତାହାର କାରଣ ଏହି କଳାସୂତା ହୋଇଥାଏ । ଏଥିପାଇଁ ବିଛା ରାଶିର ଲୋକେ ଆଦୌ କଳା ସୂତା ପିନ୍ଧନ୍ତୁ ନାହିଁ ।
୩;- ସିଂହ ରାଶି, ଯଦି ଆପଣ ଶନି ଙ୍କ କୃପା ରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆପଣ ସକାଳୁ ଉଠି ସ୍ନାନ ସାରି ନିଜର ଇଷ୍ଟଦେବ ଅର୍ଥାତ ପୂର୍ବ ଦିଗ କୁ ମୁହଁ କରି ବସି ଜାଆନ୍ତୁ । ଏହାପରେ ଆପଣ ହନୁମାନ ଙ୍କୁ ସ୍ମରଣ କରି ଲାଲ ସୂତା କୁ ନିଜ ହାତରେ ବାନ୍ଧି ନିଅନ୍ତୁ । ମହିଳା ମାନେ ବାମ ହାତରେ ଏବଂ ପୁରୁଷ ମାନେ ଡାହାଣ ହାତରେ ଏହି ସୂତା କୁ ପିନ୍ଧିପାରିବେ ।
୪;- କନ୍ୟା ରାଶି, ଏହି ରାଶିର ଲୋକେ ନିଜ ହାତରେ ଲାଲସୂତା ନିଶ୍ଚିତ ବାନ୍ଧିବା ଆବଶ୍ୟକ । ଏହାଦ୍ଵାରା ସେମାନଙ୍କୁ ପ୍ରତ୍ୟକ କାର୍ଯ୍ୟ ରେ ସଫଳତା ମିଳିଥାଏ । ଜୀବନରେ ଆପଣଙ୍କୁ ସେହି ସବୁ ସୁଖ ମିଳିବ ଯାହା ଆପଣ ଚାହୁଁଛନ୍ତି ।
୫;- କର୍କଟ ରାଶି, ଏହି ରାଶିର ଲୋକ ଙ୍କ ପାଇଁ ଲାଲସୂତା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ବାନ୍ଧିବା ଦ୍ଵାରା ଆପଣଙ୍କୁ ଚାକିରି କ୍ଷେତ୍ରରେ ସଫଳତା ମିଳିଥାଏ । ଏହା ସହିତ ମତ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ