ମାତ୍ର 5 ଦିନରେ ଚୁଟି ଏତେ ଲମ୍ବା ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ! (Home Remedy)

ନମସ୍କାର ବନ୍ଧୁଗଣ , ଚୁଟି  ଝଡିବାକୁ କରିଥାଏ ଦୂର କେବଳ ଆପଣଙ୍କୁ  କର୍ଚ କରିବାକୁ ପଡିଥାଏ ପାଞ୍ଚ ଟଙ୍କା । ଯଦି ଆପଣଙ୍କ ଚୁଟି ସବୁ ବେଳେ ଝଡି ଥାଏ , ଚୁଟି ପତଳା ହୋଇଯାଇଥାଏ । ତେବେ ଏହି ସମସ୍ତ  ସମସ୍ୟା ଦୂର କରି ଥାଏ ଏହି  ଉପାୟ । ଆଜି ମୁଁ ଆପଣମାନଙ୍କୁ ଏକ ଚମତ୍କାରୀ ଉପାୟ କହିବି ଯାହାକୁ କରିବା ଦ୍ଵାରା ହୋଇଥାଏ ଆପଣଙ୍କ ଚୁଟି ଜନିତ ସମସ୍ୟା ଦୂର । ଏହି ଉପାୟ କୁ କୋରିଆ ଦେଶର ସ୍ତ୍ରୀ ଏବଂ ମହିଳାମାନେ କରିଥାନ୍ତି ଏବଂ

ଆପଣମାନେ ଦେଖିଥିବେ ବା ଶୁଣି ଥିବେ ଯେ ସେମାନଙ୍କ ଚୁଟି ବହୁତ ଲମ୍ବା , ମୋଟା ଏବଂ ଚମକି ଥାଏ । ଆଧୁନିକ ଯୁଗର ଚାଲିଚଳଣି ଆମ ଉପରେ ବିଶେଷ ପ୍ରଭାବ ପକେଇ ଥାଏ ଯାହାକୁ କରି ଆମେ ନିଜର କ୍ଷତି ନିଜେ ସାଧନ କରିଥାଉ । କିନ୍ତୁ ଯଦି ଆପଣମାନେ ଏହି ଉପାୟ କରିଥାନ୍ତି .

ତେବେ ଆପଣଙ୍କ ଚୁଟି ପୂର୍ବ ପରି ହୋଇଯାଇଥାଏ ଏବଂ ଆପଣଙ୍କ ଚୁଟି ମୋଟା , ଲମ୍ବା ଏବଂ ମଜବୁତ ହୋଇଥାଏ । ଏହି ଉପାୟ କୁ କେବଳ ଦେଇ ସପ୍ତାହ କରନ୍ତୁ ଏନ ପରେ ଆପଣ ନିଜେ ଦେଖିବେ ଏହାଏ ଚମତ୍କାର । ଆସନ୍ତୁ ଜାଣିବା ଏହି ଉପାୟ କୁ କେମିତି କରିବା ଏହି ଉପାୟ କୁ କରିବା ପାଇଁ ପ୍ରଥମ ଜିଣିଷ ହେଉଛି ଚାଉଳ  ଯାହା ଆମ ଘରେ ସହଜରେ ଆମେ ପାଇଥାଉ ।

ଏବେ ଆମେ ଯେକୋଣସି ଚାଉଳ ଏକ ତାଟିଆ ରେ ନେବା  ସାଧାରଣତ ଆମ ଚୁଟି ଇନଫେକ୍ଶନ ଯୋଗୁ ଉପୁଡି ଥାଏ ଏବଂ ଚାଉଳ କୁ ବ୍ୟବହାର କରିବା ଦ୍ଵାରା ଆମ ମୁଣ୍ଡରେ ଥିବା ଇନଫେକ୍ଶନ କୁ ଏହା ଦୂର କରିବାର କାର୍ଯ୍ୟ କରିଥାଏ । ଚାଉଳ ଆପଣଙ୍କ ଚୁଟି ଖରାପ ହେବାକୁ ଦେଇ ନଥାଏ ଯାହା ଫଳରେ ଆପଣଙ୍କ ଚୁଟି ବଢିଥାଏ  ଚୁଟି କୁ ବହୁତ କୋମଳ , ସାଇନ କରିଥାଏ  । ପ୍ରଥମେ ଚାଉଳ କୁ ଧୋଇନେବେ ଭଲରେ ଏବଂ ଏବେ  ଏଥିରେ ହାଲୁକା ନଖ ଉଷୁମ ପାଣି ପକେଇ କିଛି ବ ଦୁଇ ତିନି ଘଣ୍ଟା ପାଇଁ ଛାଡି ଦେବେ ।

ଦ୍ଵିତୀୟ ଜିନିଷ ଆବଶ୍ୟକ ପଡିଥାଏ ତାହା ହେଉଛି ଧନିଆ ପତ୍ର ବଜାର ରେ ଏହା ପାଞ୍ଚ ଟଙ୍କା ରେ ମିଳିଥାଏ । ଧନିଆ ପତ୍ରକୁ ଛୋଟ ଛୋଟ ଖଣ୍ଡ କରି କାଟି ନେବେ ଓ ଗ୍ରାଇଣ୍ଡ ରେ ପକେଇ ଏହାର ରସ ପ୍ରସ୍ତୁତ କରି ନେବେ । ଧନିଆ ବିଶେଷ କରି ଦୁଇଟି କାମ କରିଥାଏ ପ୍ରଥମ ହେଉଛି ଚୁଟି କୁ ଲମ୍ବା କରେ ଏବଂ ଦ୍ଵିତୀୟ ରେ ଚୁଟି ଝଡିବାକୁ ଅଟାକାଇ ଥାଏ । ଦୁଇ ଘଣ୍ଟା ପାଇଁ ବିଜେୟ ଥିବା ଚାଉଳ ପାଣି ବାହାର କରିନେବେ ଏଥିରେ ଏହି ଧନିଆ ରସ ପକେଇ ଲେମ୍ବୁ ଚିପୁଡି ନେବେ ।

ଏବେ ଏହି ତିନୋଟି ଜିନିଷ କୁ ଭଲ ଭାବ ରେ ମିଶେଇ ଦେଇ ଏହାକୁ ଚୁଟିରେ ଲଗେଇ ନେବେ ଧ୍ୟାନ ରଖିବେ ଯେ ଏହାକୁ ନିହାତି ଦୁଇ ତିନି ସପ୍ତାହ କରିବା ଉଚିତ୍ । ଏହା ଦ୍ଵାରା ଆପଣଙ୍କ ଚୁଟି ମୋଟା , ମଜବୁତ , କଳା ହୋଇଥାଏ । ଚୁଟି ସମସ୍ୟା ଥିବା ଲୋକମାନଙ୍କ ପାଇଁ ଏହା ଏକ ରାମବାଣ ଅଟେ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *