5 ଟି ସଙ୍କେତ ଯାହା କହିଥାଏ କି ଭାଗବାନ ଆପଣଙ୍କ ସହିତ ଅଛନ୍ତି ? କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ?

ବନ୍ଧୁଗଣ, ସୁଖ ଏବଂ ଦୁଖଃ ଉଭୟ ଜୀବନର ଅଂଶ ଅଟନ୍ତି । ମାତ୍ର ଆପଣଙ୍କୁ ଏଭଳି ଅନେକ ଲୋକ ମିଳିଯିବେ ଯେଉଁମାନେ ନିଜ ଜୀବନରେ ଏଭଳି ଭାବରେ ନିରାଶ ହୋଇଯାଇଥାନ୍ତି ଯେ ତାଙ୍କୁ ଭଗବାନ ଙ୍କୁ ନେଇ ଏଭଳି ମନୋଭାବନା ଆସିଥାଏ ଯେ ଭଗବାନ ତାଙ୍କୁ ଯେପରି ଭୁଲି ଯାଇଛନ୍ତି । ଅଥବା ଭଗବାନ ତାଙ୍କୁ ଭଲ ପାଉନାହାଁନ୍ତି । ମାତ୍ର ଆମ୍ଭ ଧର୍ମ ଗ୍ରନ୍ଥ ରେ ଏହିଭଳି ୫ ଟି ସଙ୍କେତ ରହିଅଛି ଯାହା ଦ୍ଵାରା ନିଶ୍ଚିତ ହୋଇଥାଏ ଯେ ଭଗବାନ ଆଜି ମଧ୍ୟ ଆମ୍ଭ ସହିତ ଅଛନ୍ତି । ତେବେ ଆସନ୍ତୁ ବର୍ତ୍ତମାନ ସେହି ସଙ୍କେତ ମାନଙ୍କ ସମ୍ବନ୍ଧରେ ଜାଣିବା ।

୧;- ପ୍ରଥମ ସଙ୍କେତ ଅନୁଯାୟୀ ଇଶ୍ଵର ଯଦି ଆପଣଙ୍କୁ ପ୍ରେମ କରୁଛନ୍ତି ତେବେ ଆପଣ ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ଆପଣଙ୍କୁ ସେଥିରେ ବିଫଳତା ହିଁ ମିଳିବ । ମାତ୍ର ଏହା ଶୁଣିବାକୁ ଆଜୀବ ଲାଗୁଥିବ ଯେ ଯଦି ଭଗବାନ ଙ୍କ ସାଥ ଅଛି ତେବେ ବିଫଳତା କଣ ପାଇଁ ? ମାତ୍ର ଏହା ସତ ଯେ ଆପଣ ପ୍ରତ୍ୟକ କାର୍ଯ୍ୟରେ ନିଜର ୧୦୦ ପ୍ରତିଶତ ଦେବେ ମାତ୍ର ଆପଣଙ୍କୁ ସଫଳତା କେବେ ମଧ୍ୟ ମିଳିବ ନାହିଁ । ଏହା ସେ ପର୍ଯ୍ୟନ୍ତ ହେବ ଯେ ପର୍ଯ୍ୟନ୍ତ ଆପଣ ନିଜ ଜୀବନର ସଠିକ ଉଦେଶ୍ୟକୁ ଜାଣି ନଥିବେ ।

୨;- ଆପଣଙ୍କର ନିଜ ଉପରେ ବିଶ୍ଵାସ ସଂପୂର୍ଣ୍ଣ ଭାବରେ ସମାପ୍ତ ହୋଇଯିବ । ଯେତେବେଳେ ଇଶ୍ଵର ଆପଣଙ୍କ ସହିତ ରହିଥାନ୍ତି ସେତେବେଳେ ଆପଣଙ୍କୁ ଏକୁଟିଆ ଲାଗିଥାଏ । ସେହି ସମୟରେ ଆପଣଙ୍କୁ ଏହା ବୁଝା ଯାଏନାହିଁ ଯେ ଆପଣ କ’ଣ କରିବେ ? ଏବଂ ଆପଣ ନିଜକୁ ଏହିଭଳି ସ୍ଥିତି ରେ ରଖିଥାନ୍ତି ଯେଉଁଠାରେ ଆପଣଙ୍କୁ କେହି ସାହାର୍ଯ୍ୟ କରି ନଥାନ୍ତି । ଏବଂ ଆପଣ କାହା ସହିତ ନିଜ ସମସ୍ୟା କହିବାକୁ ମଧ୍ୟ ଚାହିଁଥାନ୍ତି ତ କାହାକୁ କହିପାରି ନଥାନ୍ତି ।

୩;- ଆପଣଙ୍କ ଜୀବନରେ ଦୁଖଃ ଚରଣ ସୀମାରେ ଅବସ୍ଥିତ ଥିବ । ଏହି ସ୍ଥିତି ରେ ଆପଣଙ୍କୁ ଲାଗିବ ଯେ ବର୍ତ୍ତମାନ ଆମ୍ଭ ଜୀବନରେ ଏହାଠାରୁ ଅଧିକ ଖରାପ ଆଉ କଣ ହୋଇପାରେ ? ଇଶ୍ଵର ଆମ୍ଭକୁ ସର୍ବ ପ୍ରଥମେ ହାରିବା ଶିଖାଇଥାନ୍ତି । କାରଣ ଯେ ପର୍ଯ୍ୟନ୍ତ ଆପଣ ହାରିବା ଶିଖି ନାହାଁନ୍ତି ସେ ପର୍ଯ୍ୟନ୍ତ ଆପଣ ଜିତିବା କୁ ମଧ୍ୟ ବୁଝି ପାରିବେ ନାହିଁ ।

୪;- ଯେତେବେଳେ ଆପଣଙ୍କ ସମସ୍ତ ଆଶା ଭାଙ୍ଗିଯିବ, ତେବେ ଆପଣଙ୍କ ଭିତରେ ଏକ ନୂତନ ସନ୍ଧାନ ଆରମ୍ଭ ହେବ । ଅର୍ଥାତ ଆପଣଙ୍କ ମଧ୍ୟରେ ଏକ ନୂଆ ସନ୍ଧାନ ଆରମ୍ଭ ହେବ ଯେଉଁଥିରେ ଆପଣ ନିଜକୁ ପରଖିବେ । ନିଜ ମଧ୍ୟରେ ତ୍ରୁଟି ତଥା ତାହାର ମୂଳ କାରଣ ପର୍ଯ୍ୟନ୍ତ ଯିବା ନିମନ୍ତେ ପ୍ରୟାସ କରିବେ ।

୫;- ଆପଣଙ୍କ ଚରିତ୍ର ରେ ପରିବର୍ତ୍ତନ ହେବାକୁ ଲାଗିବ । ଯେତେବେଳେ ଆପଣ ନିଜ ସହିତ ଜଡିତ ହେବାକୁ ଲାଗନ୍ତି ସେତେବେଳେ ଆପଣ ନିଜ ମଧ୍ୟରେ ଥିବା ତ୍ରୁଟି କୁ ମଧ୍ୟ ବୁଝିବାକୁ ଲାଗନ୍ତି । ଏହାଦ୍ଵାରା ଆପଣଙ୍କର ନିଜକୁ ବଦଳିବା ତଥା ପରଖିବା ର କ୍ରିୟା ସୃଷ୍ଟି ହୋଇଥାଏ । ଏବଂ ଆପଣ ପ୍ରଥମ ଅପେକ୍ଷା ବହୁତ ଶାନ୍ତ ହୋଇ ଯାଇଥାନ୍ତି । ତେବେ ବନ୍ଧୁଗଣ ଏହି ୫ ଟି ସଙ୍କେତ ଯଦି ଆପଣ ନିଜ ଠାରେ ଦେଖିବାକୁ ପାଉଛନ୍ତି ତେବେ ଜାଣି ନିଅନ୍ତୁ ଯେ ଇଶ୍ଵର ଆପଣଙ୍କ ସହିତ ଅଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *