ନମସ୍କାର ବନ୍ଧୁଗଣ । ଶାସ୍ତ୍ର ଅନୁସାରେ ଯେଉଁ ପକ୍ଷୀ ଜୀବ ଜନ୍ତୁ ମାନେ ରହିଥାନ୍ତି, ସେମାନେ ଆମର ଆଖ ପାଖର ବାତାବରଣ କୁ ସ୍ବଚ୍ଛ କରିଥାନ୍ତି । ବନ୍ଧୁଗଣ କେଏନ ଆପଣ ଯାଣନ୍ତି କି ଆମ ଆଖ ପାଖରେ ପକ୍ଷୀ ମାନେ ଥିବା ସେତେ ଆବଶ୍ୟକ ଯେତେ କି ଜଳ ଓ ଖାଇବା ପାଇଁ ଖାଦ୍ଯ । ବନ୍ଧୁଗଣ ପକ୍ଷୀ ମାନଙ୍କ ମଧ୍ୟରେ ପାଞ୍ଚଟି ଏପରି ପକ୍ଷୀ ରହିଛନ୍ତି ଯେଉଁମାନେ କି ଯଦି ଆପଣଙ୍କ ଘରକୁ ଆସି ଯଦି ପାଣି କିମ୍ବା ଖାଦ୍ୟ କିଛି ଖାଇ ଦିଅନ୍ତି, ତେବେ ଆପଣ ରାତା ରାତି ରଙ୍କ ରୁ ରାଜା ମଧ୍ୟ ପାଲଟି ଯାଇ ପାରନ୍ତି ।
ଯଦି ଆପଣ ଏହି ପକ୍ଷୀ ମନକୁ ନିଜ ଘରେ ଆସିବାର ଦେଖନ୍ତି ତେବେ ଏହି ମାନଙ୍କୁ ଣ ମାରି ନିଜକୁ ଭାଗ୍ୟଶାଳୀ ମାନେ କରନ୍ତୁ କି ଏହି ପକ୍ଷୀ ଆପଣ ଙ୍କ ଗହରକୁ ଆସିଛି । ଏହି ପକ୍ଷୀ କୁ ଦେଖିବା ଅର୍ଥ ସ୍ଵୟଂ ବିଷ୍ଣୁ ଭଗବାନ ଙ୍କୁ ଦେଖିବା ସଙ୍ଗେ ସମାନ । ଏହି ପକ୍ଷୀ ଯେତେବେଳେ ଘରକୁ ଆସେ ସେତେବେଳେ ନିଜ ସହ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ସାଙ୍ଗରେ ନେଇ ଆସନ୍ତି ।
ଯଦି ଆପଣଙ୍କ ଘରକୁ ଏହି ପକ୍ଷୀ ଆସିଯାଏ ତେବେ ଜାଣି ନିଅନ୍ତୁ ଆପଣଙ୍କ ଘରେ ଦେବୀ ଦେବତା ଙ୍କର ବାସ ହେବାକୁ ଯାଉଛି । ବନ୍ଧୁଗଣ ୧ମ ପକ୍ଷି ଟି ହେଉଛି ନୀଳକଣ୍ଠ । ବନ୍ଧୁଗଣ ନୀଳକଣ୍ଠ ଏକ ଏଭଳି ପକ୍ଷୀ ଅଟେ ଯାହାକୁ ଦେଖିବା ମାତ୍ରେ ହିଁ ବ୍ଯକ୍ତିର ଜୀବନ ରେ ଥିବା ସମସ୍ତ କଷ୍ଟ ଦୂର ହୋଇଯାଏ । ବହୁତ ହିଁ କମ ଲୋକ ଥାନ୍ତି, ଯେଉଁ ମାନଙ୍କ ଘରେ ଆସି ନୀଳକଣ୍ଠ ପକ୍ଷୀ ବସେ । ତେବେ ବନ୍ଧୁଗଣ ଯଦି ଆପଣଙ୍କ ଘରକୁ ଏହି ପକ୍ଷୀ ଆସିବାର ଆପଣ ଦେଖନ୍ତି, ତେବେ ତାକୁ ନିଶ୍ଚୟ ଦାନା ପାଣି ଦିଅନ୍ତୁ ।
ଯଦି ଏହି ପକ୍ଷୀ ଆପଣଙ୍କ ଘରୁ କିଛି ଖାଇଦେଇ ଯାଏ, ତେବେ ଆପଣଙ୍କ ଭାଗ୍ୟ ବଦଳାଇବାକୁ କେହି ଅଟକାଇ ପାରିବେନି ଏହି ପକ୍ଷୀ କୁ ସାକ୍ଷାତ ଭଗବାନ ଶିବଙ୍କର ସ୍ୱରୂପ ବୋଲି ମନେ କରାଯାଏ । ୨ୟ ପକ୍ଷୀ ଟି ହେଉଛି କାଉ । ଶାସ୍ତ୍ର ରେ ବର୍ଣ୍ଣିତ ଅଛି ଯେ, ଯଦି କାଉ ଆସି ଘରେ କିଛି ଖାଇ ଦେଇଯାଏ, ତେବେ ସେହି ଘରେ କେବେ କାହାର ଅକାଳ ମୃତ୍ୟୁ ହୋଇ ନଥାଏ ।
ଏହା ଛଡା ଯଦି ଆପଣ କାଉ କୁ ଖୁସି କରାଇ ଦିଅନ୍ତି ତେବେ, ଆପଣଙ୍କ ଉପରେ ଶନିଦେବ ତଥା ରାହୁ କେତୁ ମଧ୍ୟ ପ୍ରସନ୍ନ ଥାନ୍ତି । ୩ୟ ପକ୍ଷୀଟି ହେଉଛି ଘରଚଟିଆ । ବନ୍ଧୁଗଣ ଏହି ଚଢେଇ କୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ । ଏହି ଚଢେଇ ଘରକୁ ଆସିଲେ ସ୍ଵୟଂ ଧନ ର ଦେବୀ ମାତା ଲକ୍ଷ୍ମୀ ଘରକୁ ଆସନ୍ତି ବୋଲି କୁହାଯାଏ । ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯେଉଁ ମାନଙ୍କ ଘରେ ଏହି ପକ୍ଷୀ ଆସିଥାନ୍ତି ବା ନିଜ ବସା ତିଆରି କରିଥାନ୍ତି ।
୪ର୍ଥ ରେ ହେଉଛି ପାରା । ବନ୍ଧୁଗଣ ଯେଉଁ ବ୍ୟକ୍ତି ଙ୍କ ଘରେ ପାରା ଆସିଥାଏ ସେମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ମଣିଷର ଭଲ ସମୟ ଆସିଲେ ହିଁ ଘରକୁ ପାରା ଆସିଥାଏ । ୫ମ ରେ ବନ୍ଧୁଗଣ ଧଳା ପେଚା । ବନ୍ଧୁଗଣ ଧଳା ପେଚା ମାତା ଲକ୍ଷ୍ମୀ ଙ୍କର ବାହନ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଙ୍କର ଘରକୁ ସକାଳେ ସକାଳେ ଧଳା ପେଚା ଆସିଯାଏ, ତେବେ ସେହି ବ୍ୟକ୍ତି ଟିର ଘରକୁ ସାକ୍ଷାତ ମାତା ଲକ୍ଷ୍ମୀ ଙ୍କର ଆଗମନ ହୋଇଥାଏ ବୋଲି କୁହାଯାଏ ।
କିନ୍ତୁ ବନ୍ଧୁଗଣ ମନେ ରଖନ୍ତୁ ଯଦି ପେଚା ଆପଣଙ୍କ ଘରକୁ ରାତି ସମୟରେ ଆସେ ତେବେ ଏହା ଅଶୁଭ ହୋଇଥାଏ । ଏହାର ଅର୍ଥ ଶୀଘ୍ର ହିଁ ଆପଣଙ୍କ ଜୀବନରେ କିଛି ଧନ ଜନିତ ସମସ୍ଯା ଦେଖା ଦେଇପାରେ । ତେବେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆମ ପେଜ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ