Health Tips- ଦୁଗଲା-ପତଳା ଶରୀର ପାଇଁ ଚିନ୍ତିତ ଅଛନ୍ତି କି ? 5 ଟି ଘରୋଇ ଉପଚାର, 1 ମାସ ଭିତରେ ହେଇଯିବେ ମୋଟା

ନମସ୍କାର ବନ୍ଧୁଗଣ, ଯେଉଁମାନେ ପତଳା ଥାନ୍ତି ସେମାନଙ୍କ ମଜା ସବୁ ସ୍ଥାନରେ ଉଡା ଯାଇଥାଏ । ସେମାନଙ୍କୁ ମଣିଷ ଭାବରେ ମଧ୍ୟ କିଛି ବିବେଚନା କରିନଥାନ୍ତି । ପତଳା ଥିବା ମଣିଷକୁ କେହି ସମ୍ମାନ ମଧ୍ୟ ଦେଇନଥାନ୍ତି ତାଙ୍କ ରୂପ ପାଇଁ । ସେମାନେ ବହୁତ ଚିନ୍ତା କରିଥାନ୍ତି କିଭଳି ମୋଟା ହେବେ । ବହୁତ କିଛି କରି ମଧ୍ୟ ବିଫଳ ହୁଅନ୍ତି କିନ୍ତୁ ମୋଟା ହୋଇପାରନ୍ତି ନାହିଁ । ତେବେ ଆଜି ଆମେ ସେହି ପତଳା ଥିବା ମଣିଷଙ୍କ ଚିନ୍ତାକୁ ଦୂର କରିବା ପାଇଁ ଆସିଯାଇଛୁ । ଆସନ୍ତୁ ଜାଣିବା କିଭଳି ଆପଣ ସହଜରେ ପତଳା ରୁ ମୋଟା ହୋଇପାରିବେ ।

ପ୍ରଥମ: ଓଜନ ବଢାଇବା ପାଇଁ ପ୍ରତିଦିନ ଦୁଇ ଗ୍ଳାସ କ୍ଷୀର ପିଇବା ଜରୁରୀ ହୋଇଥାଏ । ଏହା ସହିତ  ଆପଣଙ୍କୁ ପ୍ରତିଦିନ ଦୁଇଟି କଦଳୀ ଖାଇବା ଦରକାର ହୋଇଥାଏ । କ୍ଷୀର ଏବଂ କଦଳୀକୁ ଅଲଗା ଅଲଗା ଖାଇବା ଦ୍ଵାରା ତାହା ବେଶି ପ୍ରଭାବ ପକାଇ ନଥାଏ ଆପଣଙ୍କ ଶରୀର ଉପରେ । ତେଣୁ ଆପଣ ଏକ ଗ୍ଳାସ କ୍ଷୀର ନେଇ ସେଥିରେ ଦୁଇଟି କଦଳୀ ଏବଂ ଅଧ ଚାମଚ ଗୁଜୁରାତି ପାଉଡର ଏବଂ ଏକ ଚାମଚ ଦେଶୀ ଘିଅ ମିଶାନ୍ତୁ ।

ଏହାକୁ ଗ୍ରାଇଣ୍ଡିଙ୍ଗ କରି ଆପଣ ଏକ ସେକ ପ୍ରସ୍ତୁତ କରନ୍ତୁ । ଆପଣ ଏହି ବାନାନ ସେକକୁ ନିଜର ବ୍ରେକଫାଷ୍ଟ ପୂର୍ବରୁ ସେବନ କରନ୍ତୁ । ଏହି ସେକରୁ ଆମ ଶରୀରକୁ 450 ରୁ 500 କ୍ୟାଲୋରୀ ଶକ୍ତି ମିଳିଥାଏ । ଘିଅ ଆପଣଙ୍କ ଓଜନ ବଢାଇବାରେ ସାହାର୍ଯ୍ୟ କରିଥାଏ । ଏବଂ ଏଥିରେ ପଡିଥିବା ଗୁଜୁରାତି ଗୁଣ୍ଡ ଆପଣଙ୍କ ହଜମ ପ୍ରକ୍ରିୟାକୁ ବଢାଇଥାଏ । ଯାହାଦ୍ୱାରା କଦଳୀ ଏବଂ କ୍ଷୀରରେ ଥିବା ସମସ୍ତ ପୋଷାକ ଶରୀରକୁ ମିଳିଥାଏ ।

ଦିତୀୟ: ଓଜନ ବଢାଇବା ପାଇଁ ଖଜୁରୀ ସେକର ସେବନ ଲାଭଦାୟକ ହୋଇଥାଏ । ଆପଣ ସକାଳୁ ଏକ ଗ୍ଳାସ କ୍ଷୀରରେ 5 ରୁ 6 ଟି ଖଜୁରୀ ପକାଇ ରଖି ଦିଅନ୍ତୁ । ରାତିରେ ଏଥିରେ ଅଧ ଚାମଚ ଗୁଜୁରାତି ଗୁଣ୍ଡ ପକାଇ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଏବଂ ଏହାକୁ ଉଷୁମ କରି ସେବନ କରନ୍ତୁ । ଖଜୁରୀ ଆମ ଶରୀରରେ ଶକ୍ତି ବଢାଇବା ସହ ରକ୍ତ ଏବଂ ଧାତୁର ମଧ୍ୟ ବୃଦ୍ଧି କରିଥାଏ ।

ଯଦି ଶରୀରରେ ଦୁର୍ବଳତା ଏବଂ ଶୂକ୍ରାଣୁ ର ଅଭାବ ରହିଥାଏ ତେବେ ପ୍ରତିଦିନ ଏହାର ସେବନ କରିବା ଦ୍ଵାରା ତାହା ଦୂର ହୋଇଥାଏ । ଖଜୁରୀ ମହିଳାମାନଙ୍କର ଶରୀରରେ ଇନଷ୍ଟୋଜେନ ହରମନକୁ ବଢାଇଥାଏ । ଯାହାଦ୍ୱାରା ପିରିଅଡ ସମୟରେ ହେଉଥିବା ସମସ୍ୟାରୁ ମୁକ୍ତି ମିଳିଥାଏ ।

ଏହି ଦୁଇଟି ସେକକୁ ଯଦି ଆପଣ ସକାଳ ଏବଂ ରାତିରେ ସେବନ କରନ୍ତି ତେବେ ଆପଣ ନିଜେ ଏକ ସପ୍ତାହ ମଧ୍ୟରେ ଆପଣଙ୍କ ଓଜନ ଏବଂ ଶକ୍ତି ବଢିବା ଦେଖିବାକୁ ପାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *