5 ଟି ଅଭ୍ଯାସ ଯାହା ଆପଣଙ୍କ ପିଲାକୁ ସବୁ କାର୍ଯ୍ୟରେ କରିବ ସଫଳ ଓ ସୁଖୀ (Parenting Tips)

ବନ୍ଧୁଗଣ, ଯଦି ଆପଣ ନିଜ ପିଲାଙ୍କ ଭବିଷ୍ୟତ କୁ ଉଜ୍ଵଳ କରିବାକୁ ଚାହୁଁଛନ୍ତି ତେବେ ଏହି ୫ ଟି ଅଭ୍ୟାସ ତାଙ୍କୁ କରାଇବାକୁ ହେବ । ତେବେ ଆସନ୍ତୁ ଜାଣିବା ସେହି ଅଭ୍ୟାସ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।୧;- G, ଅର୍ଥାତ Give, ପିଲାଙ୍କ ମଧ୍ୟରେ ଦେବାର ଅଭ୍ୟାସ କୁ ବିକାଶ କରାନ୍ତୁ । ଯେତେବେଳେ ଆମ୍ଭେ ଛୋଟ ଥିଲୁ ଆମ୍ଭେ ଗାଈ ପାଇଁ କୁକୁର ପାଇଁ ଅଥବା କୌଣସି ପ୍ରାଣୀ ନିମନ୍ତେ କିଛି ନା କିଛି ଦେବାର ଅଭ୍ୟାସ ରଖାଯାଉଥିଲା ।

ସେହି ଦେବା ଅଭ୍ୟାସ ଯୋଗୁଁ ହିଁ ଆମ୍ଭେ ଯାହା ମଧ୍ୟ ଜୀବନରେ କରିଅଛୁ ସେଥିରେ ଖୁସ ଅଛୁ । ମାତା ପିତା ମାନେ ପିଲାଙ୍କୁ ଯାହା ଶିଖାଇବେ ତାହା ହିଁ ପିଲାମାନେ ଶିଖିବେ । ଏଣୁ ଆପଣ ମାନେ giving ର ଅଭ୍ୟାସ ନିଜ ପିଲାଙ୍କୁ କରାନ୍ତୁ । ୨;- R, ଅର୍ଥାତ Reading, ଯେତେ ଲୋକ ସଫଳ ହୋଇଛନ୍ତି ସେ ସମସ୍ତଙ୍କ ଠାରେ ଗୋଟିଏ ଅଭ୍ୟାସ ବିଶେଷ ଭାବରେ ଦେଖାଯାଏ ଏବଂ ତାହା ହେଉଛି Reading ର ଅଭ୍ୟାସ । ଏହା ଦ୍ଵାରା ପିଲା ମାନଙ୍କ ମଧ୍ୟରେ ଯେତେ ଅଧିକ ସ୍ମରଣଶକ୍ତି ରହିବ ସେତେ ମାତ୍ରାରେ ସେମାନଙ୍କ ସଫଳ ହେବାର ଚାନ୍ସ ରହିଅଛି ।

୩;- E, ଅର୍ଥାତ Excercise, ଦିନକୁ ଦିନ ପରିବେଶ ଦୂଷିତ ହେବାରେ ଲାଗିଅଛି । ଏବଂ ଲାଇଫ ଷ୍ଟାଇଲ ବହୁତ ଅଧିକ ଭଲ ହେବାରେ ଲାଗିଅଛି ଟ୍ରାଫିକ ବଢିବାରେ ଲାଗିଛି, କମ୍ପିଟିସନ ମଧ୍ୟ ବଢିବାରେ ଲାଗିଛି । ଆସୁଥିବା ସମୟରେ ଆପଣଙ୍କ ପିଲାଙ୍କୁ ଯଦି ସଫଳ ହେବାର ଅଛି ତେବେ ତାହାର ସ୍ୱାସ୍ଥ୍ୟ ସୁସ୍ଥ ରହିବା ଆବଶ୍ୟକ । ପିଲାଙ୍କୁ ବ୍ୟାୟାମ, ଖେଳ, ଡ୍ୟାନ୍ସ ତଥା ଫିଜିକାଲ ଆକ୍ଟିଭିଟି ର ଅଭ୍ୟାସ କରାନ୍ତୁ । ଏହି କାରଣରୁ ଆସୁଥିବା ସମୟରେ ଆପଣଙ୍କ ପିଲା ହେଲ୍ଥି ମଧ୍ୟ ରହିବେ ।

୪;- A ଅର୍ଥାତ Appreciation, ଆଜିଭଳି ଦିନରେ ଯାହା ମିଳୁଛି ତାହାର ଭାଲ୍ୟୁ ରଖୁ ନାହାନ୍ତି । ମାତା ପିତା ତାଙ୍କ ପାଇଁ ଅନେକ କିଛି କରୁଛନ୍ତି ମାତ୍ର ତାଙ୍କୁ ତାହାର ଭାଲ୍ୟୁ ହିଁ ରହୁ ନାହିଁ । ଏହିଭଳି ଚିନ୍ତା ରଖିଲେ ପିଲାମାନେ ଜୀବନରେ କେବେ ମଧ୍ୟ ସଫଳ ହେବେ ନାହିଁ । ଏଣୁ ଏହି ଅଭ୍ୟାସ କୁ ପିଲାଙ୍କ ମଧ୍ୟରେ ପକାଇବାକୁ ହେବ ।

୫;- T, ଅର୍ଥାତ Try out New, ପିଲାଙ୍କୁ ସବୁବେଳେ କିଛି ନୂଆ ନୂଆ ଜିନିଷ କରିବାର ଅଭ୍ୟାସ ପକାନ୍ତୁ । ରୁଟିନ ମଧ୍ୟରେ ଯେଉଁ କାର୍ଯ୍ୟ ରହିଥାଏ ସେହି କାର୍ଯ୍ୟ କରୁଥିବା ଲୋକେ ଅଧିକ ସଫଳ ହୋଇ ନଥାନ୍ତି । ଆପଣଙ୍କ ପିଲା ଏହି ମାସରେ କେଉଁ ନୂତନ ଜିନିଷ କରୁଅଛି ତାହା ଉପରେ ଧ୍ୟାନ ଦିଅନ୍ତୁ । ଯେଉଁ ପିଲା ମାନଙ୍କର କିଛି ନା କିଛି ନୂଆ କରିବାର ଅଭ୍ୟାସ ରହିଥାଏ ସେହି ପିଲାଙ୍କ ସଫଳ ହେବାର ଚାନ୍ସ ଅଧିକ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *