ପଣା ସଂକ୍ରାନ୍ତି (14 April) ମରିଗଲେ ବି କରନ୍ତୁ ନାହିଁ ଏହି 5 ଭୁଲ୍, ହେବ ସର୍ବନାଶ

ନମସ୍କାର ବନ୍ଧୁଗଣ ତେବେ ପଣା ସଂକ୍ରାନ୍ତି କୁ ଓଡ଼ିଆ ନବବର୍ଷ ରୂପରେ ପାଳନ କରାଯାଏ । ଏହି ପର୍ବ ସାଧାରଣତଃ ପ୍ରତିବର୍ଷ ଏପ୍ରିଲ ମାସ ୧୪ ତାରିଖ ରେ ପଡ଼ିଥାଏ । ଏହି ବର୍ଷ ମଧ୍ୟ ସେହି ଦିନରେ ଏହି ପର୍ବ ଟି ପଡୁଛି । ଏହି ପର୍ବ ର ଆରମ୍ଭ ରେ ବସନ୍ତ ଋତୁ ସରି ଗ୍ରୀଷ୍ମ ଋତୁ ର ଆଗମନ ହୋଇଥାଏ । ଏହି ପବିତ୍ର ପର୍ବ କୁ ମହା ବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଓଡ଼ିଶା ରେ ଏହି ପର୍ବ କୁ ଖୁବ ଧୁମଧାମରେ ପାଳନ କରା ଯାଇଥାଏ।ଏହି ଦିନ ଘରେ ଘରେ ପିଠା ପଣା ହୋଇଥାଏ।ମୁଖ୍ୟତଃ ଏହି ଦିନ ସମସ୍ତଙ୍କ ଘରେ ବେଲ ପଣା ହୋଇଥାଏ ।

ଏହି ପର୍ବ କୁ ଉତ୍ତର ଓଡ଼ିଶା ରେ ମଧ୍ୟ ସମସ୍ତେ ଖୁବ ଉଲ୍ଲାସ ଓ ଆନନ୍ଦ ର ସହିତ ପାଳନ କରନ୍ତି ।ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ କହିବୁ ଯେଉଁ କାର୍ଯ୍ୟ ଗୁଡ଼ିକୁ ଏହି ପବିତ୍ର ପଣା ସଂକ୍ରାନ୍ତି ପର୍ବ ଦିନ ଭୁଲ ରେ ମଧ୍ୟ କରିବା ଉଚିତ ନୁହେଁ ।ତେବେ ଏହି ଦିନ ଏହି ସବୁ କାର୍ଯ୍ୟ କରିବା ସ୍ୱୟଂ ପ୍ରଭୁ ବଜରଙ୍ଗବଲୀ ଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ ଏବଂ ପ୍ରଭୁ ହନୁମାନ ଙ୍କ କ୍ରୋଧ ରୁ ଆପଣଙ୍କୁ କେହି ମଧ୍ୟ ବଞ୍ଚାଇ ପାରିବେ ନାହିଁ ।

ଏହି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଘରକୁ ଦାରିଦ୍ର୍ୟତା ର ଆଗମନ ହୋଇଥାଏ ଓ ଆପଣ ବର୍ବାଦ ମଧ୍ୟ ହୋଇ ପାରନ୍ତି । ତେବେ ଆସନ୍ତୁ ସେହି କାର୍ଯ୍ୟ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା

୧- ପ୍ରଥମରେ ହେଉଛି ପଣା ସଂକ୍ରାନ୍ତି ଦିନ ସମ୍ବନ୍ଧ ସ୍ଥାପନ କରନ୍ତୁ ନାହିଁ । ଏହି ଦିନରେ ସମ୍ୱନ୍ଧ ସ୍ଥାପନ କରିବା ଦ୍ଵାରା ଭଗବାନ ହନୁମାନ ଙ୍କ କ୍ରୁର ଦୃଷ୍ଟି ପଡ଼ିଥାଏ । ଯଦି ଆପଣ ବଜରଙ୍ଗୀବଲୀ ଙ୍କ କ୍ରୁର ଦୃଷ୍ଟି ରୁ ବଂଚିବା କୁ ଚାହାନ୍ତି ତେବେ କେବେବି ଭୁଲ ରେ ମଧ୍ୟ ଏହି ଦିନ ସମ୍ବନ୍ଧ ସ୍ଥାପନ କରନ୍ତୁ ନାହିଁ । ଏହି ଦିନ ସମ୍ବନ୍ଧ ସ୍ଥାପନ କରିବା ଦ୍ୱାରା ସନ୍ତାନ ବିକଳାଙ୍ଗ ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ।


୨- ଦ୍ଵିତୀୟ ରେ ହେଉଛି ପଣା ସଂକ୍ରାନ୍ତି ଦିନ କେବେବି କ୍ଷୀର ରୁ ତିଆରି ମିଠା କିଣନ୍ତୁ ନାହିଁ । କ୍ଷୀର ଚନ୍ଦ୍ରମା ଗ୍ରହର କାରକ ଅଟେ । ଚନ୍ଦ୍ରମା ଏବଂ ମଙ୍ଗଳ ପରସ୍ପର ବିରୋଧୀ ଗ୍ରହ ଅଟନ୍ତି । ତେଣୁ ଭୁଲ ରେ ମଧ୍ୟ ଏହି ଦିନ କ୍ଷୀର ରୁ ତିଆରି ମିଠା ତଥା ସାମଗ୍ରୀ କିଣନ୍ତୁ ନାହିଁ ଏବଂ ବ୍ୟବହାର କରନ୍ତୁ ନାହିଁ।

୩- ତୃତୀୟ ରେ ହେଉଛି ପଣା ସଂକ୍ରାନ୍ତି ଦିନ କେବେବି ଲୁହା ନିର୍ମିତ ବସ୍ତୁ କିଣନ୍ତୁ ନାହିଁ । ଏହି ଦିନ ମଧ୍ୟ ଲୁହା ନିର୍ମିତ ବସ୍ତୁ କିଣିବା ଦ୍ବାରା ଅଶୁଭ ହୋଇଥାଏ । ଏହା ସହିତ ଷ୍ଟିଲ ଏବଂ ଧାରୁଆ ବସ୍ତୁ ମଧ୍ୟ ଏହି ଦିନ ଆଦୌ କିଣନ୍ତୁ ନାହିଁ । କୌଣସି ବ୍ୟକ୍ତି ଙ୍କୁ ଏହି ଦିନ ନଖ ଓ ଚୁଟି କାଟିବା ମଧ୍ୟ ଉଚିତ ନୁହେଁ । ନଚେତ ଭଗବାନ ବଜରଙ୍ଗବଲୀ କ୍ରୋଧିତ ହୋଇଥାନ୍ତି ।


୪- ଚତୁର୍ଥ ରେ ହେଉଛି ପଣା ସଂକ୍ରାନ୍ତି ଦିନ ମାଛ,ମାଂସ ଏବଂ ମଦ ରୁ ଦୁରେଇ ରୁହନ୍ତୁ । ଏହି ଦିନ ଯେଉଁ ବ୍ୟକ୍ତି ମାଂସ ଓ ମଦିରା ର ସେବନ କରିଥାଏ ବଜରଙ୍ଗବଲୀ ସେହି ବ୍ୟକ୍ତି ଉପରେ କ୍ରୋଧିତ ହୋଇଥାନ୍ତି ଏବଂ ତା’କୁ ବର୍ବାଦ କରି ଦେଇଥାନ୍ତି । ତେଣୁ ଭୁଲ ରେ ମଧ୍ୟ ଏହି ଦିନ ମାଛ, ମାଂସ ଏବଂ ମଲଦ ର ସେବନ କରନ୍ତୁ ନାହିଁ।

୫- ପଞ୍ଚମ ରେ ହେଉଛି ଯେଉଁ ବ୍ୟକ୍ତି ଏହି ପବିତ୍ର ପଣା ସଂକ୍ରାନ୍ତି ଦିନ କ୍ରୋଧ ରେ ଥାଆନ୍ତି ସେହି ବ୍ୟକ୍ତି କେବେବି ବଜରଙ୍ଗବଲୀ ଙ୍କ ପୂଜା କରନ୍ତୁ ନାହିଁ । ପ୍ରଭୁ ବଜରଙ୍ଗବଲୀ ଶାନ୍ତି ପ୍ରିୟ ଅଟନ୍ତି । ତେଣୁ କ୍ରୋଧ ରେ ରହି ପୂଜା କରିବା ଦ୍ୱାରା କୌଣସି ଫଳ ମିଳି ନଥାଏ ଏବଂ ପ୍ରଭୁ ହନୁମାନ ଙ୍କ ଆଶୀର୍ବାଦ ମଧ୍ୟ ଲାଭ ହୋଇ ନଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *