Personality Test- ପାଦର ଗଠନରୁ ଜାଣନ୍ତୁ ବ୍ଯକ୍ତିର ସ୍ଵଭାବ ଓ ଗୁପ୍ତ ରହସ୍ୟ ! କଣ କହୁଛି ଆପଣଙ୍କ ପାଦ ? ଜଲ୍ଦି ଦେଖନ୍ତୁ…

ପ୍ରତେକ ବ୍ୟକ୍ତିର ଅଙ୍ଗ ପ୍ରତେଙ୍ଗର ଆକାର ଭିନ୍ନ ରହିଥାଏ । ଏହା ସହ ବ୍ଯକ୍ତିର ଶରୀରର ଅଙ୍ଗ ଗୁଡିକ ଅଲଗା ହେବା ସହ ସେମାନଙ୍କର ଆଚାର ବ୍ୟବହାର ମଧ୍ୟ ଅଲଗା ହୋଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ଜୀବନ କ୍ରିୟା ଚରିତ୍ର ବିଷୟରେ ବହୁତ କିଛି ଜାଣି ହେବ । ଆଜି ଆମେ ଆପଣ ମାନଙ୍କୁ ବ୍ଯକ୍ତିର ପାଦ ର ଗଠନ ଅନୁଯାୟୀ ତାର ବୟକ୍ତିତ୍ବ ଓ ସ୍ଵଭାବ କେମିତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧ – ବ୍ଯକ୍ତିର ପାଦ ର ଗଠନକୁ ୫ ଭାଗରେ ବିଭକ୍ତ କରା ଯାଇଛି । ପ୍ରଥମଟି ହେଉଛି ସେଲ୍ଟିକ । ଯଦି ଆପଣଙ୍କ ପାଦର ମଝି ଭାଗର ଆଙ୍ଗୁଳି ବାଲି ଆଙ୍ଗୁଳି ଠାରୁ ବଡ ହୋଇଥାଏ ଓ ପାଦର ଶେଷ ୨ଟି ଆଙ୍ଗୁଳି ସମାନ ହୋଇଥାଏ ଏଭଳି ପାଦକୁ ସେଲ୍ଟିକ ଆକୃତିର ମାନାଯାଏ । ଏମାନେ ସାଧାରଣ ବ୍ୟକ୍ତି ହେବା ସହ ଜୀବନରେ ସଫଳତା ପ୍ରାପ୍ତ କରିବା ପାଇଁ ସଂଘର୍ଷ କରିଥାନ୍ତି । ଏମାନେ ବସ୍ତୁକୁ ବୁଝିବାର କଳା ବେଶ ଭଲ ଭାବେ ଜାଣିଥାନ୍ତି । ଏମାନେ ପ୍ରୋଫେସନାଲ ହିସାବରେ କାମ କରୁଇଥାନ୍ତି ।

୨- ଯେଉଁ ବ୍ୟକ୍ତିର ୪ଟି ଆଙ୍ଗୁଠି ସମାନ ଓ ଆଙ୍ଗୁଠି ବଡ ହୋଇଥାଏ ଏଭଳି ଆକୃତିକୁ ଜର୍ମାନିକ କୁହାଯାଏ । ଏମାନେ ଶାନ୍ତିପ୍ରିୟ ହେବ ସହ ପ୍ରେତକ କାମକୁ ବୁଝି ବିଚାରୀ କରିଥାନ୍ତି । ଏମାନେ ଯେଉଁ କାମକୁ ପ୍ରଥମ ଥର କରିଲେ ମଧ୍ୟ ଭୁଲ କରନ୍ତି ନାହି । ଏମାନେ ସନ୍ତୋଷି ହେବା ସହ ଜୀବନରେ ସୁଖୀ ରହିଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର ହେବା ସହ ବାଣୀ ଦ୍ଵାରା ଅନ୍ୟକୁ ଆକର୍ଷିତ କରିଥାନ୍ତି ।

୩- ଯେଉଁ ବ୍ୟକ୍ତିର ମଝି ଆଙ୍ଗୁଳି ବାକି ଆଙ୍ଗୁଳି ଠାରୁ ବଡ ହୋଇଥାଏ ଓ ଶେଷ ଦୁଇଟି ଆଙ୍ଗୁଠି ସେଲ୍ଟିକ ଗୋଡ ଠାରୁ ସାମାନ୍ଯ ହୋଇଥାଏ ଏଭଳି ଆକୃତିକୁ ଗ୍ରୀକ କୁହାଯାଏ । ଏମାନେ ବହୁତ ବୁଦ୍ଧିମାନ ହେବା ସହ ଅଧିକ କଥା କହିବାକୁ ପସନ୍ଦ କରନ୍ତି ନାହି । ଏମାନେ ନିଜ ଦକ୍ଷତା ଅନୁଯାୟୀ ସମୟ ଅନୁସାରେ କାମ କରିଥାନ୍ତି । ଏମାନେ ସମାଜରେ ମାନ ସମାନ ପ୍ରାପ୍ତ କରିଥାନ୍ତି । ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୪- ଯେଉଁ ବ୍ଯକ୍ତିର ସବୁ ଆଙ୍ଗୁଠି ତଳକୁ ରହି ବଡ ଆଙ୍ଗୁଠି ଉପରକୁ ରହିଥାଏ ଏଭଳି ଆକୃତି ଇଯିପ୍ସିୟାନ କୁହାଯାଏ । ବାଣୀର ସଂଯମ ରକ୍ଷା କରିଥାନ୍ତି । ଏମାନେ ନୂଆ ନୂଆ ଲୋକଙ୍କ ସହ କଥା ହେବା ସହ ବିଚାର ଆଦାନ ପ୍ରଦାନ କରିଥାନ୍ତି । ଏମାନେ ରାଜନୀତିରେ ପ୍ରବେଶ କରିବାକୁ ଆଗ୍ରହୀ ହୋଇଥାନ୍ତି । ଏମାନେ ନିଜ କାମକୁ ହାସଲ କରିବାରେ ମାହିର ହୋଇଥାନ୍ତି । ଏମାନେ ଜୀବନରେ ବଡ ସଫଳତା ଲାଭ କରିଥାନ୍ତି ।

୫- ଯେଉଁ ବ୍ଯକ୍ତିର ଆଙ୍ଗୁଠି ଓ ଆଙ୍ଗୁଠିର ସମାନତା ସମାନ ହୋଇଥାଏ ଏଭଳି ଆକୃତି ରୋମାନ ହୋଇଥାଏ । ଏଭଳି ବ୍ୟକ୍ତି ବୁଦ୍ଧିମାନ ହେବା ସହ ଆତ୍ମବିଶ୍ଵାସୀ ହୋଇଥାନ୍ତି । ଏମାନେ ସାଧାରଣ କାମରେ ଯଶ ଲାଭ କରିଥାନ୍ତି । ଭାଗ୍ଯର ସାଥ ପାଇଥାନ୍ତି । ଏମାନେ ପରିବାରରେ ମାନ ସମାନ ପାଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *