ବନ୍ଧୁଗଣ, ଏହି ୫ ଟି ଜିନିଷ ପାଣିରେ ଭିଯାଇ ଖାଇବା ଦ୍ଵାରା ଆପଣଙ୍କୁ କେବେ ମଧ୍ୟ ବୁଢାପା ଆସି ନଥାଏ । ଆପଣଙ୍କ ଶରୀରରେ ତାକତ ର ଏକ ନୂତନ ସଂଚାର ହେବ ।
ଆଜି ଆମ୍ଭେ ଆପଣଙ୍କୁ ଏଭଳି ୫ ଟି ଜିନିଷ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯଦି ଆପଣ ତାହାକୁ ଖାଲି ପେଟରେ ସେବନ କରିବେ ଅଥବା ୧ ଗିଲାସ ପାଣିରେ ଭିଜାଇ ସେବନ କରିବେ ଏହାଦ୍ଵାରା ଆପଣଙ୍କୁ ଜୀବନ ସାରା ବୁଢାପା ଆସିବ ନାହିଁ । ଏବଂ ଆପଣଙ୍କ ଶରୀର ସମସ୍ତ ରୋଗ ତଥା ବିମାରୀ ରୁ ବଞ୍ଚିତ ରହିବ । ଏହା ସହିତ ଆପଣଙ୍କ ଶରୀରର ଇମ୍ୟୁନିଟି ପାୱାର ବହୁତ ଅଧିକ ବଢିଯିବ ।
ଏହା ଫଳରେ କୌଣସି ବିମାରୀ ଆପଣଙ୍କ ଆଖପାଖରେ ଦେଖାଯିବ ନାହିଁ । ଆପଣ ସର୍ବଦା ସୁସ୍ଥ ବନି ରହିବେ । ଆସନ୍ତୁ ଜାଣିବା ସେହି ୫ ଟି ବିଶେଷ ଜିନିଷ କଣ ଅଟେ ?
୧- ଆଲସୀ;- ଏଥିରେ ଓମେଗା-୩ ରହିଥାଏ । ଏହା ଆମକୁ ଅନେକ ରୋଗରୁ ବଞ୍ଚାଇଥାଏ । ଆଲସୀ ମଧୁମେୟ ରୋଗ ନିମନ୍ତେ ମଧ୍ୟ ବହୁତ ଅଧିକ ଲାଭ ଦାୟକ ଅଟେ । ଏହା ବ୍ଲଡ଼ପ୍ରେସର କୁ ନିୟନ୍ତ୍ରଣ କରି ରଖିଥାଏ । ଏହା ପେଟର ଚର୍ବି କୁ ମଧ୍ୟ ହ୍ରାସ କରାଇ ଥାଏ । ଆପଣ ଏକ ଗ୍ଳାସ ପଣି ରେ ୧ ଚାମଚ ଆଲସୀ କୁ ରାତିରେ ଭିଯାଇ ରାଖୀ ଦିଅନ୍ତୁ । ଏହାପରେ ଆପଣ ସେହି ପାଣି କୁ ସକାଳେ ସେବନ କରନ୍ତୁ ଏବଂ ଆଲସୀ ର ବୀଜ କୁ ସକାଳୁ ଚବାଇ ଚବାଇ ଖାଇ ନିଅନ୍ତୁ । ଏହାଦ୍ଵାରା ଆପଣଙ୍କୁ କଲେଷ୍ଟ୍ରୋଲ ମଧ୍ୟ ହେବନାହିଁ ଆପଣ ସଂପୂର୍ଣ୍ଣ ସୁସ୍ଥ ରହିବେ ।
୨- ଖସଖସ ଅଥବା ପୋସ୍ତକ;- ବନ୍ଧୁଗଣ ଆପଣ ଏହାର ଲାଭ ସମ୍ବନ୍ଧରେ ନିଶ୍ଚିତ ଜାଣିଥିବେ । ଯଦି ଆମ୍ଭେ ଏହାର ସେବନ ସବୁଦିନ କରିଥାଉ ତେବେ ଆମ୍ଭ ଶରୀରରେ ଧୃତ ଗତିରେ ଶକ୍ତି ଆସିଥାଏ । ଏହା କବଜ ଭଳି ସମସ୍ୟା ଠାରୁ ଆରମ୍ଭ କରି କ୍ୟାନ୍ସର ଭଳି ବିମାରୀ ନିମନ୍ତେ ମଧ୍ୟ ଲାଭ ଦାୟକ ସାବ୍ୟସ୍ଥ ହୋଇଥାଏ । ଏଥିରେ କ୍ୟାଲୋରି, ଫାଇଭର, ଆଇରନ, ପୋଟାସିୟମ, ଭରପୁର ମାତ୍ରାରେ ରହିଥାଏ । ଆପଣ ରାତିରେ ୧ ଗ୍ଳାସ ପାଣିରେ ୧ ଚାମଚ ପୋସ୍ତକ କୁ ଭିଜାଇ ରଖି ଦିଅନ୍ତୁ ଏବଂ ସକାଳେ ଖାଲି ପେଟରେ ସେହି ପାଣି କୁ ସେବନ କରନ୍ତୁ ।
୩- ବାଦାମ;- ସାଧାରଣତ ବାଦାମ ଆମ ଶରୀର କୁ ବହୁତ ଶକ୍ତିଶାଳୀ ବନାଇଥାଏ । ବାଦାମ ରେ ଅଧିକ ମାତ୍ରାରେ ନ୍ୟୁଟ୍ରିସନ ତଥା ମିନେରାଲ ରହିଥାଏ । ଆପଣ ସନ୍ଧ୍ୟା ସମସ୍ୟାରେ ୪ଟି ବାଦାମ କୁ ଭିଜାଇ ରଖନ୍ତୁ । ଏହାପରେ ଏହାର ଚୋପା ଛଡାଇ ସକାଳେ ଖାଇ ନିଅନ୍ତୁ ।
୪- ବୁଟ;- ଆପଣ ଏକ ପାତ୍ରରେ ଏକ ମୁଠା ଚଣା ଅଥବା ଗୋଟା ବୁଟ କୁ ଭିଜାଇ ରଖନ୍ତୁ । ଏହାକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ । ଏହା ଡାଇଜେସନ କରାଇବାରେ ସହାୟତା ହୋଇଥାଏ । ବୁଟ କୁ ସେବନ କରିବା ଦ୍ଵାରା ଆପଣ ସୁଗାର ଭଳି ମାରାତ୍ମକ ରୋଗରୁ ବଞ୍ଚିତ ହୋଇ ରହି ପାରିବେ ।
୫- ମେଥିଦନା;- ଏହାକୁ ମଧ୍ୟ ଆପଣ ଏକ ଗ୍ଳାସ ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳେ ଏହାକୁ ଖାଲି ପେଟରେ ଚୋବାଇ ଚୋବାଇ ଖାଇ ନିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ନିଜାର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।