ନମସ୍କାର ବନ୍ଧୁଗଣ ଯଦି ଆପଣ ଙ୍କ ଛାତିରେ ବଲଗମ ଅଛି କିମ୍ବା ମୋଟା କଫ ଅଛି ।
ନିଶ୍ୱାସ ନେବାରେ ଅସୁବିଧା ହେଉଛି ଏବଂ ଯଦି ଆପଣ କାଢା ପିଇ ପାରନ୍ତି ନାହିଁ ଆଉ ଯଦି ଛୋଟ ପିଲା ଅଛି ତେବେ ତାକୁ କିପରି କାଢା ଦିଆ ଯାଇ ପାରିବ । ସେ ଉପାୟ ବିଷୟରେ ଜାଣିବା । ଯେତେବେଳେ ଆମ ଫୁସଫୁସ ରେ ଯନ୍ତ୍ରଣା ହେବାକୁ ଆରମ୍ଭ ହୋଇ ଥାଏ । ଏବଂ କାଶ ହେବା ଆରମ୍ଭ ହୁଏ ।
ଗଳାରେ ବହୁତ କଫ ରହିଛି । କିମ୍ବା ଶରୀର ଦୁର୍ବଳ ହୋଇ ପଡୁଛି କିମ୍ବା ଆମ ଶରୀର ରେ ଅମ୍ଳଜାନ ର ମାତ୍ରା କମ ଅଛି ନିଶ୍ୱାସ ନେବାରେ ବହୁତ ଅସୁବିଧା ହେଉଛି । ତେବେ ଏହାର ସହଜ ଉପାୟ କଣ ତେବେ ଆସନ୍ତୁ ଜାଣିନେବା ଏହାର ସହଜ ଉପାୟ ବିଷୟରେ । ଏବଂ ତା ସହିତ ନିଜ ଅମ୍ଳଜାନ ର ମାତ୍ରା କୁ କିପରି ବୃଦ୍ଧି କରି ପାରିବା ସେ ବିଷୟରେ ମଧ୍ୟ ଆଲୋଚନା କରି ପାରିବା ।
ଏହି କରୋନା ମହାମାରୀ ସମୟରେ ମଧ୍ୟ ଅମ୍ଳଜାନ ର ବହୁତ ଆବଶ୍ୟକତା ରହିଛି ଆମ ଶରୀର କୁ । ଏବଂ ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରିବା ଆବଶ୍ୟକ । ତେବେ ଏହାର ଘରୋଇ ଉପାୟ ହେଉଛି ।
ଆପଣ ପ୍ରଥମେ ଏକ ଚାମଚ ଜୁଆଣି ନିଅନ୍ତୁ ଏବଂ ଏକ ସୁତା କପଡା ରେ ତାକୁ ଢାଳି ଦିଅନ୍ତୁ । ତାପରେ ସେଥିରେ କର୍ପୂର ରଖନ୍ତୁ । ତାପରେ ଏହି କପଡା କୁ ମୋଡ଼ି ଦିଅନ୍ତୁ ଏଵଂ ଏହାକୁ ଏକ ପୁଟଳି ଭଳି କରି ଦିଅନ୍ତୁ ।
ତାପରେ ନିଅନ୍ତୁ ଏକ ତାୱା ଏବଂ ତାକୁ ଗରମ କରନ୍ତୁ । ତାପରେ ସେହି ପୁଟଳି କୁ ସେହି ତାୱା ଉପରେ ଗରମ କରନ୍ତୁ । ଏବଂ ଅଧିକ ଗରମ କରିବା ଆବଶ୍ୟକ ନାହିଁ ଉଷୁମ ରହିଥିବା ଦରକାର । ଆପଣ ଏହାକୁ ଛାତି ରେ ସେକ ଭଳି ବ୍ୟବହାର କରି ପାରିବେ ଏହା ଦ୍ୱାରା ଆପଣ ଙ୍କ ଛାତିରେ ଥିବା ବଲଗମ ଏବଂ ମୋଟା କଫ ଆଦି ସବୁ ବାହାରି ଆସିଥାଏ । ଏହାକୁ କରିଲା ସମୟରେ ଆପଣ ଧ୍ୟାନ ଦେବେ କି ଆପଣ ଫ୍ୟାନ ଚଳାଇବେ ନାହିଁ ।
ଆପଣ ଏହି ଉପାୟ ଛୋଟ ପିଲାଙ୍କ ଉପରେ ମଧ୍ୟ ପ୍ରୟୋଗ କରି ପାରିବେ । ଏଥିରେ ଅମ୍ଳଜାନ ମଧ୍ୟ ବୃଦ୍ଧି ହୋଇଥାଏ । ଏହି ସହଜ ଉପାୟ କୁ ଆପଣ ଘରେ ନିଶ୍ଚିତ ପ୍ରୟୋଗ କରନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।