ବର୍ଷା ପ୍ରିୟଦର୍ଶୀନିଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ- Ollywood News

ଆମ ଓଲିଉଡ ଜଗତର ଲୋକପ୍ରିୟ ନାୟିକା ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ତାଙ୍କର ଓଲିଉଡ ଜଗତରେ ବହୁତ ଖ୍ୟାତି ରହିଛି । ସେ ବହୁତ ଭଲ ଭଲ ଫିଲ୍ମରେ ନିଜର ଅଭିନୟ କରିଛନ୍ତି । କିନ୍ତୁ ଏବେ ତାଙ୍କର ପରିବାରିକ ତିକ୍ତତା ଏବେ ତାଙ୍କୁ ଅଡୁଆରେ ପକାଇଦେଇଛି । ଅନୁଭବ ବର୍ଷାଙ୍କ ବିରୁଦ୍ଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିବା ବେଳେ ଅନୁଭବ ବର୍ଷାଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି । କିନ୍ତୁ ଆଜି ଆମେ ବର୍ଷାଙ୍କ ସମ୍ପତ୍ତି ବିଷୟରେ ଜାଣିବା । ଏପରିକି ବର୍ଷାଙ୍କ ବିଷୟରେ ସବୁକିଛି ତଥ୍ୟ ଜାଣିବା ।

ବର୍ଷାଙ୍କ ଡାକ ନାମ ହେଉଛି ରାନୀ । ସେ ୧୯୮୪ ମସିହା ଅଗଷ୍ଟ ମାସ ୭ ତାରିଖ କଟକରେ ଜନ୍ମଗ୍ରହଣ କରିଥିଲେ ,ଏବେ ତାଙ୍କ ବୟସ ୩୬ ବର୍ଷ । ବର୍ତମାନ ସୁଦ୍ଧା ବର୍ଷାଙ୍କ ବିବାହ ସାଢେ ୬ ବର୍ଷ ପୁରିସାରିଛି । ସେ ଏବେ ମଧ୍ୟ୍ୟ କାଟକରେ ରହୁଛନ୍ତି । ସେ ତାଙ୍କ ପାଠପଢା ଡିଏଭି ପବ୍ଲିକ ସ୍କୁଲରୁ ଆରମ୍ଭ ହୋଇଥିଲା ଓ ତାଙ୍କ କଲେଜ ଶୈଳବାଲା କଲେଜ ଥିଲା ।

ବର୍ଷା ଓଲିଉଡ଼ ଇଣ୍ଡରଷ୍ଟ୍ରିରେ କାମ କରୁଥିଲା ବଳେ ସେ ଅନୁଭବଙ୍କୁ ଭଲପାଇ ବହାହୋଇଥିଲେ । ତାଙ୍କର ମଧ୍ୟ ଆହୁରି ଦୁଇଟି ଭଉଣୀ ଅଛନ୍ତି । ବର୍ଷା ପ୍ରଥମେ ଏକ ବେଙ୍ଗଲି ଚଳଚିତ୍ର କରିଥିଲେ, ଯାହାର ନାଁ ହେଉଛି ‘ବାଜି’ ।

ଏହା ୨୦୦୧ ମସିହାରେ ରିଲିଜ ହୋଇଥିଲା କିନ୍ତୁ ଏହା ଫ୍ଲଫ ହୋଇଯାଇଥିଲା । ତାପରେ ସେ ୨୦୦୩ ମସିହାରେ ପ୍ରଥମ ଓଡ଼ିଆ ଫିଲ୍ମ କରିଥିଲେ ସେହି ଫିଲ୍ମର ନାଁ ଥିଲା ‘ ସାବତ ମାଆ ‘ ଯାହାକି ମଧ୍ୟ୍ୟ ଫ୍ଲଫ ହୋଇଯାଇଥିଲା । ତାପରେ ସେ ପୁଣି ଫେସନ ମଡେଲର ଭାବେ କାମ କରିଥିଲେ ।ସେ ଜଣେ ମଡେଲର ହେବାକୁ ଚାହୁଁଥିଲେ । ତାହାପରେ ସେ ୨୦୦୮ ମସିହାରେ ପୁଣି ଏକ ବେଙ୍ଗଲି ଫିଲ୍ମ କରିଥିଲେ , ଯାହାର ନାମ ଥିଲା ‘ଜୋର’ ଯାହାକି ସୁପର ହିଟ ହୋଇଥିଲା । ତାପରେ ସେ ବହୁତ ଓଡ଼ିଆ ଫିଲ୍ମରେ କାମରି ବହୁତ ନାଁ କମେଇଛନ୍ତି ।

ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ସବୁଠାରୁ ଅଧିକ ଟଙ୍କା ନେଉଥିବା ହିରୋଇନ । ସେ ୨୦୧୪ ମସିହାରେ ଅନୁଭବ ମହାନ୍ତିଙ୍କୁ ବାହା ହୋଇଥିଲେ । ବର୍ତ୍ତମାନ ବର୍ଷା ଅନୁଭବଙ୍କ ନାଁରେ ଘରୋଇ ହିଂସାର ଅଭିଯୋଗ ଆଣି ଆଦଲତର ଦ୍ୱାରସ୍ତ ହୋଇଛନ୍ତି । ବର୍ଷାଙ୍କର କଟକରେ ଗୋଟିଏ ଆଲିସାନ ବଙ୍ଗଳା ରହିଛି ଓ ଗୋଟିଏ କାର ରହିଛି । ଆହୁରି ମଧ୍ୟ ତାଙ୍କର ଦିଲ୍ଲୀରେ ଏକ ଫ୍ଲାଟ ରହିଛି ।

ସେ ଆହୁରି ମଧ୍ୟ କୌଣସି ବ୍ରାଣ୍ଡର ପ୍ରମୋସନ ପାଇଁ ସେ ୨ ରୁ ୩ ଲକ୍ଷ ଟଙ୍କା ନେଇଥାନ୍ତି । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୪୦ ରୁ ୫୦ କୋଟି ଟଙ୍କା ଅଟେ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *