Jyotish Shastra- ନୂଆ ବର୍ଷ 2023 ରେ ରାଜା ହେବେ ଏହି ସବୁ ରାଶି ! ବଦଳିଯିବ ପୁରା ଜୀବନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଗାମୀ ସମୟରେ ନୂତନ ବର୍ଷର ଆଗମନ ହେବା ପାଇଁ ଯାଉଛି । ଏହି ନୂଆ ବର୍ଷ ସବୁ ଲୋକଙ୍କ ପାଇଁ କିଛି ନା କିଛି ପରିବର୍ତ୍ତନ ନେଇ କରି ଆସୁଛି । ଏହି ପରିବର୍ତ୍ତନ କେତେକଙ୍କ କ୍ଷେତ୍ରରେ କିଛି ମାତ୍ରାରେ  ଖରାପ ରହୁଥିବା ସମୟରେ କେତେକ କ୍ଷେତ୍ରରେ ଭଲ ରହିବା ପାଇଁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାରୁ ଏହି ୨୦୨୩ ମସିହା ଯେଉଁ ରାଶିଙ୍କ ପାଇଁ ଭଲ ରହିବା ପାଇଁ ଯାଉଛି । ସେହି ରାଶିଙ୍କର ଭାଗ୍ୟଫଳ ଉପରେ ଆଲୋଚନା କରିବା ।

ବୃଷ ରାଶି ;- ଏହି ବୃଷ ରାଶିର ଲୋକଙ୍କର ଦାମ୍ପତ୍ୟ ଜୀବନରେ ଯେଉଁ ସବୁ କଳି ଝଗଡା କିଛି ଦିନରୁ ଲଗାତର ଲାଗିରହୁଥିଲା । ସେହି ସବୁ ସମସ୍ଯାର ସମାଧାନ ବହୁତ ଶୀଘ୍ର ୨୦୨୩ ମସିହାରେ ହେବା ପାଇଁ ଯାଉଛି । ଯାହା ଦ୍ଵାରା ଦାମ୍ପତ୍ୟ ତଥା ପାରିବାରିକ କଳହ ଦୂର ହୋଇ ଶାନ୍ତିର ବାତାବରଣ ଦେଖିବାକୁ ମିଳିବ ।

ସିଂହ ରାଶି ;- ଏହି ରାଶିର ଲୋକଙ୍କର ଜୀବନରେ ଅନେକ କିଛି ପରିବର୍ତ୍ତନ ଏହି ନୂଆ ବର୍ଷ ନେଇ କରି ଆସୁଛି । ବିଶେଷ କରି ବ୍ୟବସାୟ କ୍ଷେତ୍ରରେ ଏହି ରାଶିର ଲୋକଙ୍କର ଅଧିକରୁ ଅଧିକ ଉନ୍ନତି ହେବା ପାଇଁ ଯାଉଛି । ଏହି ଲୋକ ମାନେ ନିଜ କର୍ମ ପାଇଁ ଅନ୍ୟ ଠାରୁ ପ୍ରଶଂସାର ପାତ୍ର ହୋଇପାରିବେ।

ତୁଳା ରାଶି ;- ଏହି ରାଶିର ଲୋକଙ୍କର ସନ୍ତାନ ପ୍ରାପ୍ତି ପାଇଁ ଇଛୁକ ଥିଲେ । ଏହି ୨୦୨୩ ବର୍ଷଟି ସେମାନଙ୍କ ପାଇଁ ସନ୍ତାନ ଯୋଜନା କରିବାର ଉତ୍ତମ ବର୍ଷ ସାବ୍ୟସ୍ତ ହୋଇବ । ଏହି ରାଶିର ପାରିବାରିକ ତଥା ଦାମ୍ପତ୍ୟ ଯେଉଁ ସମସ୍ଯା ରହୁଥିଲା । ଆପଣଙ୍କର ଏହି ସବୁ କଥା ପାଇଁ ମନ ଅସ୍ଥିର ରହୁଥିଲା । ତାହା ଦୂର ହୋଇ ଜୀବନରେ ଆଗାମୀ ସମୟରେ ଖୁସି ଆସିବା ପାଇଁ ଯାଉଛି ।

ଧନୁ ରାଶି ;- ଧନୁ ରାଶିର ଲୋକଙ୍କର ଆଗାମୀ ବର୍ଷ ଅନେକ ସୁଖ ଓ ସମୃଦ୍ଧି ନେଇକରି ଆସୁଛି । ଆପଣଙ୍କ ଉପରେ ରହୁଥିବା ଖରାପ ପ୍ରଭାବର ଅସର ସରିଯିବା ସହିତ ଆଗାମୀ ଦିନ ଗୁଡିକ ଧନୁ ରାଶି ପାଇଁ ଭଲ ସାବ୍ୟସ୍ତ ହୋଇବ । ଭଗବାନ ଶନିଦେବଙ୍କ କୃପାରୁ ଆର୍ଥିକ ସ୍ଥିତି ବହୁତ ହିଁ ଭଲ ରହିବା ପାଇଁ ଯାଉଛି ।

ମକର ରାଶି ;- ଏହି ରାଶିର ଲୋକଙ୍କର ୨୦୨୩ ବର୍ଷଟି ଭଲ ରହିବା ପାଇଁ ଯାଉଛି । ସାଂସାରିକ ଜୀବନ ସୁଖମୟ ରହିବ । ଯେଉଁ ସବୁ ସମସ୍ଯା ଘେରରେ ରହି ଅଧିକ ବ୍ୟସ୍ତ ବିବ୍ରତ ରହୁଥିଲେ । ତାହାର ସମାଧାନ ହୋଇବ । ସନ୍ତାନ ପ୍ରାପ୍ତିର ଶୁଭ ସମାଚାର ପ୍ରାପ୍ତି ହୋଇବ । ଚାକିରି କ୍ଷେତ୍ରରେ ଭଲ ସଂବାଦ ଶୁଣିବାକୁ ପାଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *