ବନ୍ଧୁଗଣ, ଆପଣଙ୍କ ଜନ୍ମ ମାସ ହିଁ ଆପଣଙ୍କୁ କହିଥାଏ ଯେ ଆପଣଙ୍କ ସ୍ଵଭାବ କିଭଳି ରହିବ । ଆପଣଙ୍କ ଭବିଷ୍ୟତ ନିର୍ଦ୍ଧାରିତ ହୋଇଥାଏ ଆପଣଙ୍କ ଜନ୍ମ ମାସରୁ । ଯେପରି ଜନ୍ମ ତାରିଖ ରେ ବହୁତ ମହତ୍ଵ ରହିଥାଏ । ସେହିଭଳି ଜନ୍ମ ମାସରେ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ରେ ବହୁତ ମହତ୍ଵ ରହିଥାଏ । ଆସନ୍ତୁ ଜନ୍ମ ମାସ କୁ ନେଇ ଭବିଷ୍ୟତ ସମ୍ବନ୍ଧରେ ଜାଣିବା ।
୧- ଜାନୁଆରୀ;- ଆପଣ ଉଦାର ପ୍ରକୃତିର ହୋଇଥାନ୍ତି । ବନ୍ଧୁତା କରିବାରେ ଆପଣ ମାନେ ସବୁଠାରୁ ଆଗରେ ରହିଥାନ୍ତି । କାହା ସହିତ ବନ୍ଧୁତା କରିବାରେ ଆପଣ ସହଜରେ ସଫଳ ହୋଇଥାନ୍ତି । ଆପଣଙ୍କ ର ସକାରାତ୍ମକ ବ୍ୟବହାର ର ସମସ୍ତେ ପ୍ରଶଂସା କରିଥାନ୍ତି ।
୨- ଫେବୃଆରୀ;- ଏହି ମାସରେ ଜନ୍ମ ହୋଇଥିବା ଲୋକ ମାନେ ଏତେ ପ୍ରଭାବଶାଳୀ ହୋଇଥାନ୍ତି, ଯେ ଏମାନେ ଯେ କୌଣସି ଭିଡ ମଧ୍ୟରେ ରହିଥିବା କୌଣସି ଗୃହ ମଧ୍ୟରେ ପ୍ରବେଶ କରିଥାନ୍ତି ତେବେ ସମସ୍ତଙ୍କ ଧ୍ୟାନ ଏମାନଙ୍କ ଆଡକୁ ଟାଣି ହୋଇଯାଏ । ଆପଣଙ୍କ ଆତ୍ମ ବିଶ୍ଵାସ ଏତେ ଶକ୍ତିଶାଳୀ ହୋଇଥାଏ ଯେ ସମସ୍ତଙ୍କ ଧ୍ୟାନ ଆପଣଙ୍କ ଉପରେ ରହିଥାଏ ।
୩- ମାର୍ଚ୍ଚ;- ଆପଣଙ୍କୁ କଠିନ ପରିସ୍ଥିତି ରୁ ବାହାରିବାର ସଠିକ କୌଶଳ ଜଣା ନଥାଏ । ମାତ୍ର ଆପଣ କେବେ ମଧ୍ୟ ହାର ମାନନ୍ତି ନାହିଁ । ଏହି ବ୍ୟକ୍ତିତ୍ଵ ଆପଣଙ୍କୁ ସଫଳତା ଆଡକୁ ନେଇଯାଇଥାଏ । ଆପଣ ଆଖ ପାଖ ଲୋକ ମାନଙ୍କ ପାଖରେ ବହୁତ ସନ୍ନମାନ ର ପାତ୍ର ଏବଂ ପ୍ରିୟ ବ୍ୟକ୍ତି ହୋଇଥାନ୍ତି ।
୪- ଏପ୍ରିଲ;- ଆପଣ ବହୁତ ଭାବୁକ ବ୍ୟକ୍ତି ଅଟନ୍ତି । ଏହି କଥାକୁ ଆପଣ କେବେ ମଧ୍ୟ ଲୁଚାନ୍ତି ନାହିଁ । ଲୋକମାନେ ଆପଣଙ୍କର ଏହି ବିଶେଷ ଗୁଣ ର ପ୍ରଶଂସା ମଧ୍ୟ କରିଥାନ୍ତି ।
୫- ମଇ;- ଆପଣଙ୍କ ବ୍ୟକ୍ତିତ୍ଵ ସାଧାରଣତ ଅନ୍ୟ ମାନଙ୍କୁ କେବେ କେବେ ଡରାଇ ଥାଏ । ମାତ୍ର ଯେଉଁ ମାନେ ଆପଣ ମାନଙ୍କୁ ଜାଣିଛନ୍ତି ସେମାନେ ଏହି ରୂପରେ ଆପଣଙ୍କୁ ଭଲ ପାଇଥାନ୍ତି । ଆପଣ ଏକ ସୁନ୍ଦର ବ୍ୟକ୍ତିତ୍ଵ ସମ୍ପନ୍ନ ବ୍ୟକ୍ତି ଅଟନ୍ତି ।
୬- ଜୁନ;- ଏହି ମାସରେ ଜନ୍ମ ହୋଇଥିବା ଲୋକ ମାନେ ଶାନ୍ତ ସ୍ଵଭାବର ଅଟନ୍ତି । ଆପଣ ବହୁତ ସରଳ ବ୍ୟକ୍ତି ଅଟନ୍ତି । ସମସ୍ତେ ଆପଣଙ୍କ ଆଶାବାଦୀ ଏବଂ ସକାରତ୍ମକ ର ପ୍ରଶଂସା କରିଥାନ୍ତି ।
୭- ଜୁଲାଇ;- ଆପଣ ମାନେ ବାହାରୁ ଯେତିକି କଠୋର ହୋଇଥାନ୍ତି ଭିତରୁ ସେତିକି କୋମଳ ସ୍ଵଭାବର ହୋଇଥାନ୍ତି । ଆପଣ ଦେଖାଇବାକୁ ପସନ୍ଦ କରନ୍ତି ନାହିଁ । ଆପଣ ନିଜ ଆଖ ପାଖ ର ଲୋକ ମାନଙ୍କ ପାଖରେ ବହୁତ ସନ୍ନମାନ ତଥା ପ୍ରିୟ ପାତ୍ର ହୋଇଥାନ୍ତି ।
୮- ଅଗଷ୍ଟ;- ଏହି ମାସରେ ଜନ୍ମ ହୋଇଥିବା ଲୋକ ମାନେ ନିଜର ସଚ୍ଚୋଟତା କାରଣରୁ ସମାଜରେ ଜଣାଯାଇଥାନ୍ତି ।
୯- ସେପ୍ଟେମ୍ବର;- ଆପଣଙ୍କ ମଧ୍ୟରେ କୌଣସି ଜିନିଷ କୁ ଭଲ ଭାବରେ ଜାଣିବାର ଜିଜ୍ଞାସା ରହିଥାଏ । ଆପଣଙ୍କର ବିଚାର କରିବାର କ୍ଷମତା ଅଦ୍ଭୁତ ହୋଇଥାଏ ।
୧୦- ଅକ୍ଟୋବର;- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଆପଣ ଏହିଭଳି ବ୍ୟକ୍ତିତ୍ଵ ର ଅଧିକାରୀ ହୋଇଥାନ୍ତି ଯେ ଆପଣ କଠିନ ପରିସ୍ଥିତି ରେ ମଧ୍ୟ ସଠିକ ନିର୍ଣ୍ଣୟ ନେଇ ପାରନ୍ତି ।
୧୧- ନଭେମ୍ବର;- ଆପଣଙ୍କ ମୁଣ୍ଡରେ ସର୍ବଦା କୌଣସି ନା କୌଣସି ବିଚାର ଚାଲୁଥାଏ । ଆପଣ ନିଜର ଆଖପାଖ ରେ ରହୁଥିବା ଲୋକ ମାନଙ୍କୁ ଭଲ ଭାବରେ ଜାଣିଥାନ୍ତି । ଆପଣ ଦେଖିଚାହିଁ ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି ।
୧୨- ଡିସେମ୍ବର;- ଆପଣ ଏହିଭଳି ସ୍ଵଭାବର ମାଲିକ ଅଟନ୍ତି ଯାହା ଆପଣଙ୍କୁ ବହୁତ ଆଗକୁ ନେଇପାରେ । ଆପଣ କେବେ ମଧ୍ୟ ଅଳ୍ପ ରେ ସନ୍ତୁଷ୍ଟ ହୋଇ ନଥାନ୍ତି । ଆପଣ ନିଜ ଜୀବନ ଠାରୁ ସର୍ବଦା କିଛି ଅଧିକ ଆଶା କରିଥାନ୍ତି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ