Chanakya Niti- ସ୍ତ୍ରୀ ନିଜର ଏହି 1 ଜିନିଷ କୌଣସି ବି ପୁରୁଷକୁ ଦିଏ ନାହିଁ, ଆପଣ ବି ନିଅନ୍ତୁ ନାହିଁ, ହେଇଥାଏ ଘୋର ଅନର୍ଥ

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି । ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ।

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ । ଚାଣକ୍ୟ ନିଜ ନୀତି ଶାସ୍ତ୍ର ରେ ଏଭଳି ନାରୀ ର ଲକ୍ଷଣ ବିଷୟରେ ବର୍ଣ୍ଣନା କରିଛନ୍ତି ଯଦି ସେହି ଗୁଣ ମାନ ସବୁ ଜଣେ ନାରୀ ମାନଙ୍କ ଭିତରେ ଥାଏ । ତେବେ ସେହି ନାରୀ ସହ କେବେବି ସମ୍ପର୍କ ଯୋଡିବା ଉଚିତ ନୁହେଁ । କାରଣ ନାରୀ ଘରକୁ ଗଢି ପାରେ ସ୍ୱର୍ଗ କରିପାରେ ଏବଂ ନାରୀ ହିଁ ଘରକୁ ଭାଙ୍ଗି ପାରେ ଏକ ନର୍କ କରି ପାରେ ।

ମହିଳା ମାନଙ୍କୁ ଘର ର ଲକ୍ଷ୍ମୀ ବୋଲି କୁହାଯାଏ । କିନ୍ତୁ ଆଜି ଆମେ କେଉଁ ଜିନିଷ କୁ ଯେତେ ଚେଷ୍ଟା କଲେ ବି ସ୍ତ୍ରୀ ଠାରୁ ସ୍ୱାମୀ ନେଇ ପାରି ନଥାଏ ସେ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା ।

ସ୍ତ୍ରୀ ନିଜର ସ୍ୱାମୀ ଙ୍କୁ ସବୁକିଛି ଦେଇ ପାରିବ ଏବଂ ସେ ନିଜ ସ୍ୱାମୀ ପାଇଁ କିଛି ବି କରି ପାରିବ କିନ୍ତୁ କିଛି ଏଭଳି ଜିନିଷ ମଧ୍ୟ ଅଛି ଯାହା ଯେତେ ଚେଷ୍ଟା କଲେ ମଧ୍ୟ ସେ କେବେବି ନିଜ ସ୍ତ୍ରୀ ମାନଙ୍କ ଠାରୁ ସେହି ଜିନିଷ କୁ ନେଇ ପାରନ୍ତି ନାହିଁ । ଆପଣ ଙ୍କ ସ୍ତ୍ରୀ ଆପଣ ଙ୍କୁ ସବୁ ଖୁସି ଦେଇ ପାରିବ ସବୁ ଦୁଃଖ ରେ ମଧ୍ୟ ଆପଣ ଙ୍କ ସହ ରହିବ କିନ୍ତୁ ସେହି ଜିନିଷ ଟି ସେ କେବେ ନିଜର ଏହି ଜିନିଷ ଦିଅନ୍ତି ନାହିଁ । ଆପଣ ଯେତେ ଚାହିଁଲେ ଏବଂ ଯେତେ ଉପହାର ଦେଲେ ମଧ୍ୟ କିମ୍ବା ଯେତେ ଖୁସି ଦେଲେ ମଧ୍ୟ ସେ କେବେବି ଏହାକୁ ଦିଅନ୍ତି ନାହିଁ ।

୧- ପ୍ରଥମ ରେ ହେଉଛି ଆପଣ ଙ୍କ ଜୀଵନ ସାଥି କିମ୍ବା ଆପଣ ଙ୍କ ପାର୍ଟନର ନିଜର ପଛ ଜିନିଷ ଆପଣ ଙ୍କୁ କେବେବି ଦିଏ ନାହିଁ । ଆପଣ କିଛି ବି କରନ୍ତୁ କିମ୍ବା କୌଣସି ବି ଉପହାର ଆଣନ୍ତୁ ସେ କେବେବି ନିଜ ପଛ ଜିନିଷ ଦିଅନ୍ତି ନାହିଁ ।

୨- ଦ୍ଵିତୀୟ ରେ ହେଉଛି ମହିଳାମାନେ ନିଜ ସ୍ୱାମୀ ଙ୍କ ଠାରୁ ସର୍ଵଦା ଧନ ଲୁଚାଇ ରଖିଥାନ୍ତି । ସେ କେବେ ନିଜ ସ୍ୱାମୀ କୁ ଏହା ଦିଅନ୍ତି ନାହିଁ ଏବଂ ଯେତେବେଳେ ଦରକାର ହୁଏ କିମ୍ବା ଅସମୟ ହୁଏ ସେତେବେଳେ ସେ ସେହି ଟଙ୍କା ପଇସା କୁ କାଢି ଦେଇଥାନ୍ତି ।

୩-ତୃତୀୟ ରେ ହେଉଛି ରାତି ସମୟରେ ନିଜ ସ୍ତ୍ରୀ କୁ ଭଲପାଇବା ମାଗନ୍ତୁ କାରଣ ସ୍ତ୍ରୀ ମାନେ ବହୁତ ଲାଜକୁଳୀ ଥାଆନ୍ତି ତେଣୁ ସେ ନିଜ ଆଡୁ କେବେ ଏହା କରନ୍ତି ନାହିଁ ଏବଂ ସ୍ୱାମୀ ଆଗ କହିଲେ ହିଁ ସେ ପ୍ରେମ କରିଥାନ୍ତି ।

ତେଣୁ ନିଜ ପ୍ରେମ ନିବେଦନ କିମ୍ବା ପ୍ରକାଶ କରିବାରେ କେବେବି ଡ଼ରନ୍ତୁ ନାହିଁ ଏବଂ ଏହା ଛଡା ନିଜ ବାସ ରାତି ରେ ମଧ୍ୟ ପୁରୁଷ ମାନେ କେବେ ଲାଜ କିମ୍ବା ଡରିବା ଉଚିତ ନୁହେଁ ନହେଲେ ଆପଣ ଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *