ବାଛନ୍ତୁ ନିଜ ପସନ୍ଦର ଯେ କୌଣସି ଗୋଟିଏ ଫୁଲ ଓ ଜାଣନ୍ତୁ ନିଜର ଗୋଟିଏ ରାଜ- Personality Test

ବନ୍ଧୁଗଣ, ପ୍ରକୃତିର ସବୁଠାରୁ ସୁନ୍ଦର ଜିନିଷ ବିଷୟରେ କହିବାକୁ ଗଲେ ଫୁଲର ନାମ ପ୍ରଥମେ ଆସିଥାଏ । ଏହି ରଙ୍ଗ ବିରଙ୍ଗ ଫୁଲ ଆମ ଜୀବନରେ ଶାନ୍ତି ଆଣିଥାଏ । ଏହା ସହିତ ଆମ ରଙ୍ଗହିନ ଜୀବନରେ ରଙ୍ଗ ଭରିଦେଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଫୁଲ ଆପଣଙ୍କ ମନରେ ଚାଲୁଥିବା କଥାକୁ ମଧ୍ୟ କହିଥାଏ ? ଫୁଲ ସହିତ ଆଧ୍ୟାତ୍ମିକ ଭାବନାର ଗଭୀର ସମ୍ପର୍କ ରହିଛି । ହିନ୍ଦୁ ଧର୍ମରେ ଫୁଲ ବିନା ଠାକୁର ପୂଜା ସମ୍ଭବ ନୁହେଁ । ଏବଂ ଅନ୍ୟ କୌଣସି ଶୁଭ କାର୍ଯ୍ୟ ମଧ୍ୟ ହୋଇନଥାଏ ।

ଏବେ ଆପଣ ଭାବୁଥିବେ କି ଫୁଲ କିପରି ଓ କେମିତି ବ୍ୟକ୍ତିର ସ୍ଵଭାବ ବିଷୟରେ କହିପାରିବ ? ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ଆମ୍ଭେ ଆପଣ ମାନଙ୍କୁ ଜଣାଇବାକୁ ଯାଉଅଛୁ ।  ଉପରୋକ୍ତ ୬ ଟି ଫୁଲ ମଧ୍ୟରୁ ଆପଣ ଗୋଟିଏ ଫୁଲ ଚୟନ କରନ୍ତୁ । ଏବଂ ଜାଣନ୍ତୁ ନିଜ ବ୍ୟକ୍ତିତ୍ଵ ବିଷୟରେ କିଛି ମଜାଦାର କଥା ।

୧:- ଯଦି ଆପଣ ପ୍ରଥମ ଫୁଲଟିକୁ ଚୟନ କରିଛନ୍ତି । ତେବେ ଆପଣ କିଛି ଏମିତି ଲୋକମାନଙ୍କ ସହ ଅଛନ୍ତି ଯିଏ ସବୁବେଳେ ଆପଣଙ୍କ ବିଷୟରେ ଭଲ ଚିନ୍ତା କରିଥାନ୍ତି । ଆପଣଙ୍କ ସାଙ୍ଗସାଥୀ ଏବଂ ପରିବାର ସବୁବେଳେ ଆପଣଙ୍କର ମଙ୍ଗଳ କାମନା କରିଥାନ୍ତି । ଆପଣଙ୍କ ସାଧାରଣ ସ୍ଵଭାବ ଏବଂ ମିଳାପି ଗୁଣ ଯୋଗୁଁ ଲୋକମାନେ ଆପଣଙ୍କ ସହ ରହିବାକୁ ପସନ୍ଦ କରନ୍ତି ।

୨:- ଦ୍ଵିତୀୟ ଫୁଲ ଦର୍ଶାଉଛି ଯେ ଆପଣ ନିଜ ଜୀବନର ଆଦର୍ଶ ରୁ ଲୋକଙ୍କୁ ପ୍ରଭାବିତ କରିପାରିବେ । ଆପଣଙ୍କ କଳ୍ପନା ଶକ୍ତି ବହୁତ ଭଲ ହୋଇଥାଏ । ଏବଂ ଏହା ଆପଣଙ୍କୁ ଲୋକଙ୍କ ସହ ବାନ୍ଧି ରଖିଥାଏ । ଯେକୌଣସି ପାର୍ଟି ବା ଅନ୍ୟ କିଛି ଆୟୋଜନ ରେ ଆପଣଙ୍କ ବିନା ସେହି ଜାଗା ଫିକା ଲାଗିଥାଏ । ଆପଣ ସବୁବେଳେ କିଛି ନୂଆ କାମକୁ ହାତକୁ ନେବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି ।

୩:- ତୃତୀୟ ଫୁଲ ଏହା ଦର୍ଶାଉଛି ଯେ ଆପଣ ବାହାରୁ ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ଆପଣଙ୍କ ପାଖକୁ ଆସିଲେ ଆପଣଙ୍କ ନକରାତ୍ମକ ବିଷୟରେ ଜଣାପଡ଼େ । ଆପଣ ଦୁନିଆ ସାମନାରେ ଯେମିତି ରୁହନ୍ତି ବାସ୍ତବରେ ଆପଣ ସେହିଭଳି ନୁହନ୍ତି । ଆପଣ ବହୁତ ସାହସୀ ବ୍ୟକ୍ତି ଅଟନ୍ତି ।

୪:- ଚତୁର୍ଥ ଫୁଲ ଦର୍ଶାଇଥାଏ କି ଆପଣ ଅନ୍ୟ ଲୋକଙ୍କ ରାୟ ବା ମତ ଅନୁସାରେ ନିଜ ଜୀବନକୁ ଅତିବାହିତ କରିବାକୁ ପସନ୍ଦ କରନ୍ତି ନାହିଁ । ଆପଣ ନିଜ ରାସ୍ତା ନିଜେ ଚୟନ କରନ୍ତି ଏବଂ ସେହି ରାସ୍ତାରେ ଚାଲିବାକୁ ପସନ୍ଦ କରିଥାନ୍ତି । ଆପଣ ଅନ୍ୟକୁ ଆକର୍ଷିତ କରିବାର କ୍ଷମତା ରଖିଥାନ୍ତି ।

୫:- ପଞ୍ଚମ ଫୁଲ ଏହା ଦର୍ଶାଇଥାଏ ଯେ ଆପଣ ବହୁତ ସରଳ ସ୍ୱଭାବର ବ୍ୟକ୍ତି ଅଟନ୍ତି । ଆପଣ ସବୁବେଳେ ଅନ୍ୟର ମଙ୍ଗଳ ବିଷୟରେ ଚିନ୍ତା କରିଥାନ୍ତି । କିନ୍ତୁ ଲୋକମାନେ ଆପଣଙ୍କ ଏହି ସରଳ ସ୍ୱଭାବର ଫାଇଦା ଉଠାଇ ଥାନ୍ତି ।

୬:- ଷଷ୍ଠ ଫୁଲ ଦର୍ଶାଇଥାଏ କି ଆପଣ ନିଜ ଲକ୍ଷସ୍ଥଳ ରେ ପହଞ୍ଚିବା ପାଇଁ ୧୦୦ ପ୍ରତିଶତ ଯୋଗଦାନ ଦେଇଥାନ୍ତି । ଏବଂ କଠୋର ପରିଶ୍ରମ କରିବାରୁ ପଛଘୁଞ୍ଚା ଦିଅନ୍ତି ନାହିଁ । ସବୁ ସମସ୍ୟାର ସମାଧାନ କରିବାର କ୍ଷମତା ଆପଣଙ୍କ ପାଖରେ ଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *