ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ଜନ୍ମ ମାସ ସେହି ବ୍ୟକ୍ତି କୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କ ଜନ୍ମ ମାସ ଅନୁସାରେ ଆପଣଙ୍କ ବିଷୟରେ ଥିବା ଏକ ଖାସ କଥା ସମ୍ବନ୍ଧରେ କହିବୁ ଯାହା ଅନ୍ୟ ମାନଙ୍କୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ ।
ତେବେ ଜାନୁଆରୀ ରୁ ନେଇ ଡିସେମ୍ବର ମାସ ମଧ୍ୟରେ ଆପଣଙ୍କ ଜନ୍ମ ମାସ ଅନୁସାରେ ଆପଣ ଏକ ହାର୍ଟ କୁ ବାଛନ୍ତୁ । ଆମେ ଆପଣଙ୍କୁ କହିବୁ ଯେ, ଆପଣଙ୍କ ମଧ୍ୟରେ ନିହିତ କେଉଁ ଗୁଣ କୁ ଅନ୍ୟ ମାନେ ବହୁତ ପସନ୍ଦ କରନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ଜାନୁଆରୀ- ପ୍ରଥମ ରେ ହେଉଛି ଜାନୁଆରୀ ମାସ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ସକରାତ୍ମକ ଚିନ୍ତାଧାରା ଅନ୍ୟ ଙ୍କୁ ପ୍ରଭାବିତ କରିଥାଏ ।
୨. ଫେବୃଆରୀ- ଦ୍ଵିତୀୟ ରେ ହେଉଛି ଫେବୃଆରୀ ମାସ । ଏହି ମାସ ରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ଦୟା ଭାବ ଅନ୍ୟ ମାନେ ବହୁତ ପସନ୍ଦ କରନ୍ତି ।
୩. ମାର୍ଚ୍ଚ- ତୃତୀୟ ରେ ହେଉଛି ମାର୍ଚ୍ଚ ମାସ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ହସ ଅନ୍ୟ ମାନଙ୍କୁ ପସନ୍ଦ ହୋଇଥାଏ ।
୪. ଏପ୍ରିଲ- ଚତୁର୍ଥ ରେ ହେଉଛି ଏପ୍ରିଲ ମାସ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ହସମୁଖ ଚେହେରା ସମସ୍ତଙ୍କୁ ଆକର୍ଷିତ କରିଥାଏ ।
୫. ମେ- ପଞ୍ଚମ ରେ ହେଉଛି ମେ ମାସ । ଏହି ମାସ ରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ଆଟିଟ୍ୟୁଡ଼ ଦ୍ଵାରା ଅନ୍ୟ ମାନେ ପ୍ରଭାବିତ ହୋଇଥାନ୍ତି ।
୬. ଜୁନ- ଷଷ୍ଠ ରେ ହେଉଛି ଜୁନ ମାସ । ଏହି ମାସ ରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ କ୍ୟୁଟନେସ ଅନ୍ୟ ମାନଙ୍କୁ ଆକର୍ଷଣୀୟ ଲାଗିଥାଏ ।
୭. ଜୁଲାଇ- ସପ୍ତମ ରେ ହେଉଛି ଜୁଲାଇ ମାସ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ସ୍ୱର ଅନ୍ୟ ମାନେ ବହୁତ ପସନ୍ଦ କରିଥାନ୍ତି ।
୮. ଅଗଷ୍ଟ- ଅଷ୍ଟମ ରେ ହେଉଛି ଅଗଷ୍ଟ ମାସ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ସତ ଭଲ ପାଇବା ରେ ଲୋକମାନେ ବିହ୍ଵଳ ହୋଇଥାନ୍ତି ।
୯. ସେପ୍ଟେମ୍ବର- ନବମ ରେ ହେଉଛି ସେପ୍ଟେମ୍ବର ମାସ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ସ୍ମାର୍ଟନେସ ଲୋକମାନଙ୍କ ବହୁତ ପସନ୍ଦ କରନ୍ତି ।
୧୦. ଅକ୍ଟୋବର- ଦଶମ ରେ ହେଉଛି ନଭେମ୍ବର ମାସ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ କୋମଳ ହୃଦୟ ଲୋକ ମାନଙ୍କୁ ପ୍ରଭାବିତ କରିଥାଏ ।
୧୧. ନଭେମ୍ବର- ଏକାଦଶ ରେ ହେଉଛି ନଭେମ୍ବର । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ଟ୍ୟାଲେଣ୍ଟ ମାଧ୍ୟମରେ ଲୋକମାନେ ଆକର୍ଷିତ ହୋଇଥାନ୍ତି ।
୧୨. ଡିସେମ୍ବର- ଦ୍ଵାଦଶ ରେ ହେଉଛି ଡିସେମ୍ବର ମାସ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ଫ୍ରେଣ୍ଡଲି ନେଚର ଅନ୍ୟ ମାନଙ୍କୁ ବହୁତ ପସନ୍ଦ ହୋଇଥାଏ ।
ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।