Astrology- ବାଛନ୍ତୁ ନିଜ ଜନ୍ମ ମାସ ବାଲା ହୃଦୟ ଓ ଜାଣନ୍ତୁ ନିଜ 1 ବଡ ରାଜ

ନମସ୍କାର ବନ୍ଧୁଗଣ ତେବେ ସମସ୍ତ ବ୍ୟକ୍ତିଙ୍କ ପସନ୍ଦ ତାଙ୍କର ବିଚାର ଓ ସ୍ଵଭାବର ଆଇନା ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ସବୁ ମାସ ହିସାବରେ ହୃଦୟ ନେଇ ଆସିଛୁ । ଯେଉଁଥିରୁ ଆପଣଙ୍କୁ ଜନ୍ମ ବାଲା ମାସ ବାଛିବାର ଅଛି । ଏହି ହୃଦୟ ଆପଣଙ୍କ ହୃଦୟ ବିଷୟରେ ବହୁତ କିଛି କହିବ । ବାଛିବା ପରେ ଆମେ ଆପଣଙ୍କ ସମ୍ବନ୍ଧିତ କିଛି ରହସ୍ୟ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା । ପ୍ରଥମେ ତଳେ ଦିଆ ଯାଇଥିବା ଫଟୋ ରୁ ନିଜ ଜନ୍ମ ମାସ ବାଲା ଗୋଟିଏ ହୃଦୟ ବାଛନ୍ତୁ।

୧- ପ୍ରଥମରେ ଯଦି ଆପଣ ଜାନୁଆରୀ ମାସର ହୃଦୟ ବାଛିଛନ୍ତି ତେବେ ଆପଣଙ୍କ ସ୍ଵଭାବ ଦୃଢବିଶ୍ଵାସନୀୟ ଅଟନ୍ତି । ଯେଉଁ କାମକୁ କରିବା ପାଇଁ ଚିନ୍ତା କରି ନିଅନ୍ତି ତାକୁ ପୁରା ନ କରିବା ପର୍ଯ୍ୟନ୍ତ ଛାଡନ୍ତି ନାହିଁ । ଆପଣ ଅନ୍ୟ ଲୋକମାନଙ୍କର ବ୍ୟବହାରକୁ ବହୁତ ଜଲ୍ଦି ବୁଝି ନିଅନ୍ତି ।

୨- ଦ୍ଵିତୀୟ ରେ ଯଦି ଆପଣ ଫେବ୍ରୁଆରି ମାସର ହୃଦୟ ବାଛିଛନ୍ତି ତେବେ ଆପଣ ଆକର୍ଷକ ଓ ଆତ୍ମବିଶ୍ଵାସୀ ଅଟନ୍ତି । ଆପଣ ସବୁ ଜିନିଷକୁ ସକାରତ୍ମକ ରୂପରେ ରୂପରେ ଦେଖନ୍ତି । ଆପଣ ନିଜର ପ୍ରାୟତଃ କାମରେ ସଫଳ ହୁଅନ୍ତି।

୩- ତୃତୀୟ ରେ ହେଉଛି ଆପଣ ଭଲ ହୃଦୟ ବ୍ୟକ୍ତି ଅଟନ୍ତି । ନିଜର ସମ୍ପର୍କକୁ ନେଇ ଆପଣ ବହୁତ ବିଶ୍ଵାସୀ ହୋଇଥାନ୍ତି । ଆପଣ କାହାର ବି ଭାବନା ସହ ଖେଳନ୍ତି ନାହିଁ । ଆପଣ ଲୋକମାନଙ୍କ ଭାବନାର ମହତ୍ଵ ଦିଅନ୍ତି । ଆପଣ ସବୁ ପରିସ୍ଥିତିର ସାମ୍ନା କରିବାର ଜାଣିଛନ୍ତି।

୪- ଚତୁର୍ଥ ରେ ଯଦି ଆପଣ ଏପ୍ରିଲ କୁ ବାଛିଛନ୍ତି ତେବେ ଆପଣ ନିଜର ସ୍ଵଭାବ ଦ୍ଵାରା କାହାର ବି ହୃଦୟ ଜିତି ପାରିବେ । ଆପଣଙ୍କ ଉପରେ ସହଜରେ କେହି ବି ବିଶ୍ଵାସ କରି ପାରିବେ । କାରଣ ଆପଣ ରହସ୍ୟକୁ ନିଜ ମଧ୍ୟରେ ରଖିବାରେ ମାହିର ଅଟନ୍ତି । ଆପଣଙ୍କର ପ୍ରଥମିକତା ଆପଣଙ୍କ ପରିବାର ହୋଇଥାଏ।

୫- ପଞ୍ଚମରେ ମେ ବାଛି ଥିଲେ ଆପଣ ବହୁତ ଭାବୁକ ବ୍ୟକ୍ତି ଅଟନ୍ତି । ଆପଣ ଏହି କଥାରେ ସବୁବେଳେ ଭୟ କରନ୍ତି କି ଆପଣଙ୍କ କୌଣସି କଥାରେ କାହାର ହୃଦୟ ଭାଙ୍ଗି ନ ଯାଉ । ଆପଣ ନିଜର ଲକ୍ଷକୁ ପ୍ରାପ୍ତ କରିବା ପାଇଁ ବହୁତ ଚେଷ୍ଟା କରନ୍ତି ।

୬- ଷଷ୍ଠ ରେ ଯଦି ଆପଣ ଜୁନ ବାଛିଛନ୍ତି। ତେବେ ଆପଣ ନିଜ ଜୀବନରେ ବହୁତ ବ୍ୟସ୍ତ ରୁହନ୍ତି । ଖୁସିରେ ରହିବା ପାଇଁ ଚେଷ୍ଟା କରନ୍ତି । ଆପଣ ନିଜ ସହ ଜଡିତ ସମ୍ପର୍କକୁ ଅଧିକ ମହତ୍ଵ ଦେବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ଥରେ କୌଣସି ସମ୍ପର୍କ ଭାଙ୍ଗିଯାଏ ତେବେ ସେହି ସମ୍ପର୍କ ସହ ଆପଣ କେବେ ବି ଯୋଡି ହୁଅନ୍ତି ନାହିଁ ।

୭- ସପ୍ତମ ରେ ଯଦି ଆପଣ ଜୁଲାଇ ବାଛିଛନ୍ତି ତେବେ ଆପଣ ମଜାକିଆ ଓ ସମସ୍ତଙ୍କ ସହ ମିଶି ଯାଆନ୍ତି । ଆପଣଙ୍କ ମଧ୍ୟରେ ସବୁ କାମ କରିବା ପାଇଁ ଜବରଦସ୍ତ ପ୍ରତିଭା ଅଛି । କାମ କରିବାର ଭିନ୍ନ ପ୍ରକାରର ଉପାୟ ଯୋଗୁ ଲୋକମାନେ ଆପଣଙ୍କର ପ୍ରଶଂସା କରନ୍ତି । ଆପଣ ଯାହାକୁ ହୃଦୟରେ ବସାଇ ଦିଅନ୍ତି । ତେବେ ତାଙ୍କ ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ଥାନ୍ତି।

୮- ଅଷ୍ଟମରେ ହେଉଛି ଅଗଷ୍ଟ ତେବେ ଆପଣଙ୍କ ଭାବପୂର୍ଣ ଚରିତ୍ରକୁ ଦର୍ଶାଉଛି । ଆପଣ ନିଜର ଭାବନାକୁ ନେଇ ବହୁତ ଭାବୁକ ହୋଇଥାନ୍ତି । ଆପଣ କେବେ ବି ଏହିଭଳି କୌଣସି କଥା କୁହନ୍ତି ନାହିଁ ଯାହା ଆପଣଙ୍କର ସାମ୍ନାରେ ଥିବା ଲୋକକୁ କଷ୍ଟ ପହଞ୍ଚାଇବ । ଆପଣ ଅଳ୍ପ ଲାଜୁକ ସ୍ଵଭାବର ବ୍ୟକ୍ତି ଅଟନ୍ତି।

୯- ନବମ ରେ ହେଉଛି ସେପ୍ଟେମ୍ବର। ତେବେ ଆପଣଙ୍କୁ ନିଜ କାର୍ଯ୍ୟରେ ଅନ୍ୟ କାହାର ଦଖଲ ଦେବା ପସନ୍ଦ ନୁହେଁ । ଆପଣଙ୍କର ସବୁଠୁ ବଡ କଥା ହେଉଛି କି ଆପଣ ଖରାପ ପ୍ରକୃତିର ଲୋକଙ୍କୁ ପସନ୍ଦ କରନ୍ତି ନାହିଁ । ଆପଣଙ୍କ ହୃଦୟରେ ଯାହା ଥାଏ ଆପଣଙ୍କ ମୁହଁରେ ତାହା ଥାଏ।

୧୦- ଦଶମରେ ହେଉଛି ଅକ୍ଟୋବର। ଆପଣଙ୍କ ସ୍ଥିର ବୁଦ୍ଧି ଓ ପ୍ରଭାବଶାଳୀ ବ୍ୟକ୍ତିତ୍ବକୁ ଦର୍ଶାଇ ଥାଏ । ଆପଣ ଆତ୍ମବିଶ୍ଵାସୀ ବ୍ୟକ୍ତି ଅଟନ୍ତି । ଆପଣ ନିଜେ ତ ଖୁସିରେ ରୁହନ୍ତି ଓ ଅନ୍ୟର ଚେହେରାରେ ଖୁସି ଆଣିବା ପାଇଁ ଚେଷ୍ଟା କରନ୍ତି ।

୧୧- ଯଦି ଆପଣ ନଭେମ୍ବର ବାଛିଛନ୍ତି ତେବେ ଆପଣ ବହୁତ ବୁଦ୍ଧିମାନ ଓ ଦାୟିତ୍ଵ ବାନ ବ୍ୟକ୍ତି ଅଟନ୍ତି । ଆପଣ ଲୋକମାନଙ୍କର କଥା ଉପରେ ଧ୍ୟାନ ଦେବାକୁ ଚାହାନ୍ତି ନାହିଁ । ଆପଣ କେବଳ ନିଜ ମନର କରନ୍ତି । ଆପଣ ସବୁବେଳେ ସବୁ ଜିନିଷକୁ ଶିଖିବା ଉପରେ ଅଧିକ ଧ୍ୟାନ ଦିଅନ୍ତି ।

୧୨- ଯଦି ଆପଣ ଡିସେମ୍ବର ବାଛିଛନ୍ତି ତେବେ ଆପଣଙ୍କ ସ୍ଵଭାବ ସବୁଠୁ ଭିନ୍ନ ପ୍ରକାରର ହୋଇଥାଏ । ଆପଣଙ୍କ କହିବାର ଉପାୟ ଏତେ ଅଧିକ ଭିନ୍ନ ହୋଇଥାଏ କି ଆପଣଙ୍କ କହିବା ମାତ୍ରେ ହିଁ ଲୋକମାନଙ୍କ ହୃଦୟ ଜିତି ଯାଆନ୍ତି। ଏହା ସହ ଲୋକମାନେ ଆପଣ ଙ୍କୁ ଖୁବ ଭଲ ପାଇବା ମଧ୍ୟ ପ୍ରଦାନ କରନ୍ତି।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *