Vastu tips- ନିଜ ଘର ବାଡ଼ିରେ ଜଦି ଅଛି ଏହି 3 ଟି ଗଛ ତ ହେଇ ଯାଆନ୍ତୁ ସାବଧାନ! ଆସିଥାଏ ଅକାଳ ମୃତ୍ୟୁ

ବନ୍ଧୁଗଣ, ଆପଣ ମାନଙ୍କ ଘରେ ହେଉ ଅଥବା ବାଡିରେ ହେଉ ଅନେକ ପ୍ରକାରର ଗଛ ନିଶ୍ଚିତ ଭାବରେ ରହିଥିବ । କିନ୍ତୁ ଆପଣ ମାନେ କଣ ଜାଣିଛନ୍ତି ଯେ ଆପଣଙ୍କ ଘର ବାଡି ରେ ଏହି ପ୍ରକାରର ଗଛ ରହିବା ହେତୁ ବହୁତ ପ୍ରକାରର ଅନିଷ୍ଟ ହୋଇଥାଏ ।

ଆପଣଙ୍କ ଘରେ ସର୍ବଦା ଝ-ଗ-ଡା ଲାଗି ରହିଥାଏ । ଏହା ସହିତ ଆପଣ ଯାହା କିଛି ଆଣିଲେ ମଧ୍ୟ ଆପଣଙ୍କୁ ଅଣ୍ଟେ ନାହିଁ । ଆପଣ ମାନେ ପ୍ରାଏ ଏହି କଥା ଜାଣି ନଥିବେ ଆଜି ଆମ୍ଭେ ଆପଣ ମାନଙ୍କୁ କାଇବାକୁ ଯାଉଅଛୁ ଯେ ବାଡିରେ ଅଥବା ଘରେ କେଉଁ ଗଛ ରହିଲେ ଅଶୁଭ ହୋଇଥାଏ ?

୧- ବଡ ବଡ ପଣ୍ଡିତ ମାନେ ତାଙ୍କ ଶାସ୍ତ୍ର ମାନଙ୍କରେ ଅବଗତ କରାଇଛନ୍ତି ଯେ ଯଦି ଆପଣ ମାନଙ୍କ ଘରେ ଅଥବା ଘର ସାମ୍ନା ରେ କୌଣସି କଣ୍ଟା ଜାତୀୟ ଗଛ ଅଛି ତାହେଲେ ତାହାକୁ କେବେ ମଧ୍ୟ ରଖନ୍ତୁ ନାହିଁ । କାରଣ ଘର ସାମ୍ନା ରେ ରାତି ପାହିଲେ ଆପଣ ମାନେ ଯଦି ସେହି କଣ୍ଟା ଜାତୀୟ ଗଛକୁ ଦେଖୁଛନ୍ତି ତେବେ ଆପଣଙ୍କର ଘୋର ଅ-ନି-ଷ୍ଟ ହୋଇଥାଏ । ଆପଣଙ୍କ ଘରେ ଆପଣ ଯେତେ ପଇସା ଆଣିଲେ ମଧ୍ୟ ତାହା ଆପଣଙ୍କୁ ଅଣ୍ଟେ ନାହିଁ । ଏଣୁ ଆପଣ ଘର ସାମ୍ନାରେ କେବେ ମଧ୍ୟ କ-ଣ୍ଟା ଜାତୀୟ ଗଛ ରଖନ୍ତୁ ନାହିଁ ।

୨- କନିଅର ଗଛ ଯଦି ଆପଣ ନିଜ ବାଡିରେ ରଖୁଛନ୍ତି ଅଥବା ଘରର ପଛପଟେ ଲଗାଉଛନ୍ତି ତେବେ ଭୂଲରେ ମଧ୍ୟ ଆପଣ ଏହି ଗଛ ଘର ପଛପଟେ ଲଗାନ୍ତୁ ନାହିଁ । ଆପଣ ଏହାକୁ କୌଣସି ଦୂର ସ୍ଥାନକୁ ରଖନ୍ତୁ ଅଥବା କୌଣସି ବାଡ ସ୍ଥାନକୁ ରଖନ୍ତୁ । ମାତ୍ର ଆପଣ ନିଜ ବାଡି ପଛପଟେ କେବେ ମଧ୍ୟ ଏହି କନିଅର ଗଛ କୁ ରଖନ୍ତୁ ନାହିଁ ।

ଏହି ଗଛ କୁ ରଖିଲେ ଆପଣଙ୍କ ପରିବାରର କୌଣସି ବ୍ୟକ୍ତି ଦିନେ ନା ଦିନେ ବି-ଷ ଖାଇବାର ମଧ୍ୟ ଦେଖାଦେଇଥାଏ । ଏଣୁ ଆପଣ କୌଣସି କାରଣରୁ ଘର ପାଖା ପାଖି ଏହି ଗଛ କୁ ରଖନ୍ତୁ ନାହିଁ । ଯଦି ରଖିବେ ତେବେ କୌଣସି ନା କୌଣସି ସଦସ୍ୟ ବି-ଷ-ପା-ନ କରି ପାରନ୍ତି ।

୩- ବର ଗଛ ଏବଂ ଅସ୍ଵସ୍ଥ ଗଛ, ଏହି ୨ ଟି ଗଛ ଯଦି ଆପଣ ନିଜ ଘରର ଚାରିପଟର କୌଣସି ଏକ ପଟରେ ରଖୁଛନ୍ତି ତେବେ ଘୋର ବିପତ୍ତି ମାଡି ଆସିବ । ଏଣୁ ଏହି ଦୁଇଟି ଗଛ ଆପଣ ନିଜ ଘର ପାଖରେ ରଖନ୍ତୁ ନାହିଁ । ଏହି ୨ ଗଛ ମଧ୍ୟରୁ ଯଦି ଗୋଟିଏ ଗଛ ରହିଅଛି ତେବେ ତାହା ଉଚିତ । ମାତ୍ର ଏକା ସହିତ ଏହି ୨ ଟି ଗଛ ରହିବା ବି-ନା-ଶ ର କାରଣ ହୋଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *