ଶାରଦୀୟ ନବରାତ୍ରିର ଶେଷ ଦିନରେ ଏହି 1 ଜିନିଷ ନିଶ୍ଚୟ ଖାଇ ନିଅନ୍ତୁ, ବର୍ଷ ସାରା ଘରେ ହେବ ଧନର ବର୍ଷା, ମା’ ଦୂର୍ଗା କରିବେ କୃପା

ବନ୍ଧୁଗଣ, ନବରାତ୍ରି ର ନଅ ଦିନ ଆଦିଶକ୍ତି ମା ଦୂର୍ଗା ଙ୍କୁ ସମର୍ପିତ ହୋଇଥାଏ । ନବରାତ୍ରି ର ନଅ ଦିନରେ ଦେବୀ ମା ଙ୍କ ୯ ଅଲଗା ଅଲଗା ରୂପର ପୂଜା କରାଯାଇଥାଏ । ନବରାତ୍ରି ଙ୍କ ନଅ ଦିନରେ ମାତାରାଣୀ ଙ୍କୁ ଅଲଗା ଅଲଗା ୯ ସ୍ୱରୂପ ହିସାବରେ ଅଲଗା ଅଲଗା ପୁଷ୍ପ ତଥା ଫଳ ଆଦି ଅର୍ପଣ କରାଯାଇଥାଏ । ଶାରଦୀୟ ପୂଜା ରେ ଦେବୀ ମା ନିଜ ଭକ୍ତ ଙ୍କ ଘରେ ବିରାଜମାନ ରହିଥାନ୍ତି ।

ମାତା ରାଣୀ ଙ୍କ କୃପା ପ୍ରାପ୍ତ କରିବା ନିମନ୍ତେ ସାଧାରଣତ ଆମ୍ଭେ କଳସ ସ୍ଥାପନ କରିଥାଉ । ଅଖଣ୍ଡ ଜ୍ୟୋତି ଜଳାଇଥାଉ । ବ୍ରତ ତଥା ପୂଜନ ମଧ୍ୟ କରିଥାଉ । ଏହିଦିନ ହଳଦୀ ଖାଇବା କଥା ନୁହେଁ । ତାମସିକ ଆହାର ତ୍ୟାଗ କରିବା କଥା । ସ୍ଵସ୍ତିକ ଭୋଜନ ର ସେବନ କରନ୍ତୁ । ଆପଣ ଏହି ପବିତ୍ର ଦିନ ଅବସରରେ ମାତା ଦୂର୍ଗା ଙ୍କୁ ଆରାଧନା କରି ମାତା ଙ୍କୁ ସମସ୍ତ ଦୁଖ ଦୂର କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ ।

ଏହି ସମୟରେ ଆପଣ ନିଜ ଘରକୁ ସଫା ସୁତରା ରଖନ୍ତୁ । ମାତା ଦୂର୍ଗା ଙ୍କର ପୂଜାର୍ଚ୍ଚନା କରିବା ଦ୍ଵାରା ଜୀବନରେ ସମସ୍ତ ଦୁଖର ପ୍ରାପ୍ତି ହୋଇଯାଇଥାଏ । ଏହି ଦିନରେ ମାତାଙ୍କ ବ୍ରତ କରିବା ଶୁଭ ହୋଇଥାଏ ମାତ୍ର ଯଦି ଆପଣ ଶାରୀରିକ ରୂପରେ ସଠିକ ନାହାଁନ୍ତି ତେବେ ଆପଣ ଏହିଦିନ ମାତା ଙ୍କ ଆରଧାନ କରନ୍ତୁ ।

ବ୍ରତ କରିବା ଆବଶ୍ୟକ ନୁହେଁ । ସ୍ଵଛ ମନରେ ମାତା ଙ୍କୁ ପାର୍ଥନା କରନ୍ତୁ ମାତା ଆପଣଙ୍କ ଦୁଖ ନିଶ୍ଚିତ ଦୂର କରିବେ । ଏହି ଶୁଭ ଅବସରରେ ଆପଣ କାହାର ନିନ୍ଦା କରନ୍ତୁ ନାହିଁ । କାହା ସମ୍ବନ୍ଧରେ ଖରାପ ଚିନ୍ତାଧାରା ମଧ୍ୟ ଏହିଦିନ ରଖନ୍ତୁ ନାହିଁ । ନବରାତ୍ରି ଅବସରରେ ଆପଣ ଚାଉଳ ଏବଂ ଅଟା ର ସେବନ କରନ୍ତୁ ନାହିଁ । ଏହିଦିନ ଆପଣ ସାଗୁଦାନା ର ଖିଚିଡି ଖାଇ ପାରିବେ । ମାତା ଦୂର୍ଗା ଙ୍କ ମୂର୍ତ୍ତି ପାଖରେ ଆପଣ ଡାହାଣ ପାର୍ଶ୍ଵରେ କଳସ ସ୍ଥାପନ କରନ୍ତୁ ।

ଏଥିରେ ଆପଣ ନିୟମ ଅନୁଯାୟୀ ବିଶେଷ ଜିନିଷ ମଧ୍ୟ ପକାଇ ପାରିବେ । ଏହାପରେ ଆପଣ ଅଖଣ୍ଡ ଦୀପ ଜଳାନ୍ତୁ । ସେଠାରେ ବସି ମନ୍ତ୍ର ଜପ କରନ୍ତୁ । ମାତା ଙ୍କର ଆଶୀର୍ବାଦ ଆପଣଙ୍କୁ ନିଶ୍ଚିତ ପ୍ରାପ୍ତ ହେବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *