Vastu Shastra- ନବରାତ୍ରିରେ ଭୁଲରେ ବି କରନ୍ତୁ ନାହିଁ ଏହି 10 ଟି କାମ, ପରିବାର ହେଇଯାଏ ବର୍ବାଦ, ଘରକୁ ଆସିଥାଏ ଦରିଦ୍ରତା

ନବରାତ୍ରିରେ ଆମ ଦୂର୍ଗାଙ୍କ ପୂଜା ଆରାଧନା ଖୁବ ଧୂମଧାମରେ କରାଯାଏ । ଚଳିତ ବର୍ଷ ଚୈତ୍ର ନବରାତ୍ରି ଏପ୍ରିଲ ୨ରୁ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ମାତା ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଏମିତି କାମ କରିବା ଆବଶ୍ୟକ ଅଟେ । କିନ୍ତୁ ଏମିତି କିଛି କାମ କରିବା ଅନୁଚିତ ଯାହା ଦ୍ଵାରା ମା ଦୂର୍ଗା କ୍ରୋଧ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ନବରାତ୍ରିରେ କେଉଁ କେଉଁ କାମ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯଦି ଆପଣ ନବରାତ୍ରିରେ ବ୍ରତ କରୁଛନ୍ତି ତେବେ ଶ୍ରଦ୍ଧା ସହକାରେ କରିବା ଉଚିତ । ଏହା ସହ ପୂଜା କରିବା ସମୟରେ ମାଙ୍କ ପ୍ରତି ସମାନ ଭାବ ରଖିବା ସହ ନୀତି ନିୟମ ଅନୁଯାୟୀ କରିବା ଉଚିତ । ୨- ନବରାତ୍ରିରେ କାହା ପ୍ରତି ଅପଶବ୍ଦ ବା ଗାଳି ଗୁଲଜ, ମିଛ କହିବା ଅନୁଚିତ । କାରଣ ଯେଉଁ ମୁଖରେ ମାତାଙ୍କର ପବିତ୍ର ନାମ, ମନ୍ତ୍ର ଜପ କରିଥାଉ ସେହି ମୁଖରୁ ଏଭଳି ଶବ୍ଦ ବାହାରିବା ଅନୁଚିତ ।

୩- ନବରାତ୍ରିରେ ଆମିଷ, ପିଆଜ, ରସୁଣ, ମଦ୍ୟପାନ ବା ତମ୍ବାକୁ ସେବନ କରିବା ବର୍ଜନୀୟ ଅଟେ । ଏହା ଦ୍ଵାରା ମଣିଷର ମନ ଓ ମସ୍ତିସ୍କରେ ନିୟନ୍ତ୍ରଣ ରୁହେ ନାହି । ଯାହା ଦ୍ଵାର ମଣିଷ କିଛି ନା କିଛି ଭୁଲ କରିଥାଏ । ଖଟା ଜିନିଷର ସେବନ କରିବା ବର୍ଜନୀୟ ଅଟେ ।

୪- ନବରାତ୍ରିରେ କନ୍ୟାଙ୍କୁ ଖାଲି ହାତରେ ଘରୁ ଯିବାକୁ ଦେବା ଅନୁଚିତ । ଏପରି କରିବା ଦ୍ଵାରା ମା ଦୂର୍ଗା ଅମଧ୍ୟ ଘରୁ ଯାଇଥାନ୍ତି ବୋଲି କୁହାଯାଏ । ଏହି ଦିନରେ କେଶ, ଦାଢି ବା ନଖ କାଟିବା ଅନୁଚିତ । ଏହା ଦ୍ଵାରା ଖରାପ ପ୍ରଭାବ ପଡିଥାଏ ।

୫- ନବରାତ୍ରିରେ ଚମଡା ଜିନିଷ ଯେମିତିକି ବେଲ୍ଟ, ପର୍ସ ବ୍ୟବହାର କରିବା ଅନୁଚିତ । କାରଣ ଚମଡା ପଶୁଙ୍କ ଛାଲରୁ ତିଆରି ହୋଇଥାଏ । ଯଦି ନବରାତ୍ରିରେ କଳସ ସ୍ଥାପନ କରିଛନ୍ତି ତେବେ ଘର ଖାଲି କରି ଯିବା ଅନୁଚିତ ।

୬- ମା ଦୂର୍ଗାଙ୍କ ନାମ, ମନ୍ତ୍ର ଭକ୍ତି ସହକାରେ କରିବା ଉଚିତ । ଏହି ସମୟରେ ଦିନରେ ଶୋଇବା ଉଚିତ ନୁହେଁ । ମାସିକ ଧର୍ମ ସମୟରେ ମହିଳା ମାନେ ମନ୍ଦିର ଯିବା ଉଚିତ ନୁହେଁ ।

୭- ନବରାତ୍ରିରେ ଘର ସଫା ସୁତୁରା ରଖିବା ଉଚିତ । ଏହ ସହ ଘରର ମୁଖ୍ୟ ଦ୍ଵାରରେ ରଙ୍ଗୋଲି ପକାଇବା ଉଚିତ । ମା ଦୂର୍ଗାଙ୍କ ଫୋଟୋ ବା ମୂର୍ତ୍ତି ଘରେ ଥିଲେ ଏହାକୁ ସଫା ସୁତୁରା ରଖିବା ଉଚିତ ।

୮- ନବରାତ୍ରିର ୯ ଦିନ ଯାଏଁ କେହି ନା କେହି ଘରେ ରହିବା ଉଚିତ । ଏହା ଦ୍ଵାରା ପୂଜାର କୌଣସି ଫଳ ମିଳେ ନାହି । ଏହା ବ୍ଯତୀତ ୯ ଦିନ ଯାଏଁ ଅଖଣ୍ଡ ଦୀପ ଜଳାଇବା ଉଚିତ । ଏହା ଦ୍ଵାରା ଘରର ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

୯- ନବରାତ୍ରିରେ କଳହ ବା କ୍ଲେଶ କରିବା ଉଚିତ ନୁହେଁ । ଏହା ଦ୍ଵାରା ମା ଦୂର୍ଗାଙ୍କ କ୍ରୋଧର ସାମନା କରିବାକୁ ପଡିଥାଏ । ଏହି ଦିନରେ କନ୍ୟା ବା ମହିଳାଙ୍କର ଅପମାନ କରିବା ଅନୁଚିତ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ 

Leave a Reply

Your email address will not be published. Required fields are marked *