ନାରୀର ଏହି ଛୋଟିଆ ଭୁଲ ସ୍ବାମୀଙ୍କ ପାଇଁ ହୋଇଥାଏ କାଳ, ବିବାହିତା ପୁରୁଷ ମାନେ ନିଶ୍ଚୟ ଦେଖନ୍ତୁ…

ଆମ ସମାଜରେ ନାରୀ ମାନଙ୍କୁ ଏକ ସ୍ଵତନ୍ତ୍ର ସ୍ଥାନ ଦିଆ ଯାଇଛି । ନାରୀ ବିନା ସୃଷ୍ଟି ର ରଚନା ଅସମ୍ଭବ ଅଟେ । ନାରୀକୁ ଦେବତା ରୂପରେ ଆମ ଦେଶରେ ପୂଜା କରା ଯାଇଥାଏ । ମନଟା ରହିଛି ଦେବତା ମାନେ ମଧ୍ୟ ନାରୀଙ୍କୁ ପୂଜା କରିଥାନ୍ତି । ନାରୀ ସମାଜ ଓ ପରିବାରର ଅନେକ ରୀତି ନୀତିକୁ ନେଇ ଚାଲିଥାନ୍ତି । ସେମାନଙ୍କ ପାଇଁ ଗୋଟିଏ ଘର ସଂପୂର୍ଣ୍ଣ ହୋଇଥାଏ । ଜୀବନରେ ସନ୍ତାନ ଓ ବଡ ମାନଙ୍କୁ ନେଇ ସଂସାର ଗଢିଥାନ୍ତି ।

ଆମ ଜୀବନରେ ନାରୀଙ୍କର ସ୍ଥାନ ଶ୍ରେଷ୍ଠ ଅଟେ । ବିବାହିତା ନାରୀଙ୍କୁ ପୁରାଣ ଅନୁଯାୟୀ ସ୍ଵାମୀର ରକ୍ଷା କବଚ ଭାବେ ବିବେଚନା କରାଯାଇଛି । କିନ୍ତୁ ନାରୀର ଭଲ କାମ ପାଇଁ ସ୍ଵାମୀର ଆୟୁ ବୃଦ୍ଧି ଥାଏ ତ ଖରାପ କାମ ପାଇଁ ସ୍ବାମୀର ଆୟୁଷ କମିଥାଏ । ନାରୀ ମାନେ ନିଜ ସ୍ଵାମୀଙ୍କ ପାଇଁ ସାରା ଦିନ ସଜାଗ ହୋଇ ରହିଥାନ୍ତି ।

କିନ୍ତୁ ଅନେକ ସମୟରେ ଅଜାଣତରେ ଏମିତି କିଛି ଭୁଲ କରିଥାନ୍ତି ଯାହା ତାଙ୍କର ପରିବାରକୁ ବିପଦ ଆଡକୁ ଟାଣି ନେଇଥାଏ । ତେବେ ଏହି ସବୁ ଭୁଲ କାରଣରୁ ସ୍ବାମୀଙ୍କ ଆୟୁଷ ମଧ୍ୟ କମାଇ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ ନାରୀମାନେ କେଉଁ ଭୁଲ କରିବା ଦ୍ଵାରା ସ୍ଵାମୀଙ୍କର ଆୟୁଷ କମ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- କୌଣସି ନାରୀ କେବେ ଛିଡି ଯାଇଥିବା ମଙ୍ଗଳସୂତ୍ର ବା ମାଳୀ ପିନ୍ଧିବା ଉଚିତ । ଅନେକ ସମୟରେ ଏହା ଦେଖିବାକୁ ମିଳିଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଏହା ଦ୍ଵାରା ସ୍ବାମୀଙ୍କ ଆୟୁଷ କମି ଯାଇଥାଏ । ତେଣୁ ଭୁଲରେ ବି ବିବାହିତା ନାରୀ ମାନେ ଛିଡି ଯାଇଥିବା ମଙ୍ଗଳସୁତ୍ର ବା ମାଳୀ ପିନ୍ଧିବା ଉଚିତ ନୁହେଁ ।

୨- କେବେ ବି ଧଳା ଲୁଗା ବା ଧଳା ରଙ୍ଗର ଚୁଡି ପିନ୍ଧିବା ଉଚିତ ନୁହେଁ । ଏହା ବିବାହିତା ନାରିଙ୍କ ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ । ତେଣୁ ବିବାହିତା ନାରୀ ମାନେ ଧଳା ରଙ୍ଗର ଚୁଡି ବା ବସ୍ତ୍ର ଧାରଣ କରିବା ଦ୍ଵାରା ସ୍ଵାମୀଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।

୩- ସ୍ତ୍ରୀ ଲୋକ ମାନେ କେବଳ କଳା ରଙ୍ଗର ମାଳୀ ଓ କଳା ରଙ୍ଗର ମଙ୍ଗଳସୂତ୍ର ପିନ୍ଧିବା ଉଚିତ । ଏହା ଦ୍ଵାରା ସ୍ବାମୀଙ୍କୁ ସବୁ ଖରାପ ନଜର ରୁ ରକ୍ଷା କରିଥାଏ । ଅନ୍ୟ ମହିଳା ମାନଙ୍କର ମଙ୍ଗଳସୂତ୍ର ବିବାହିତା ନାରୀ ପିନ୍ଧିବା ଉଚିତ ନୁହେଁ । ଏହା ବ୍ଯତୀତ ପୁରୁଣା ମଙ୍ଗଳସୂତ୍ର କିଣି କି ପିନ୍ଧିବା ଉଚିତ ନୁହେଁ ।

୪- ଆଜିକାଲିର ମହିଳା ମାନେ ସିନ୍ଦୁର ପିନ୍ଧିବାକୁ ବେସୀ ଭଲ ପାଉ ନାହାନ୍ତି । ଅନ୍ୟ କିଛି ମହିଳା ମାନେ ସେମିତି ଟିକେ ସିନ୍ଦୁର ଲଗାଉଛନ୍ତି ଯାହା ସଂପୂର୍ଣ୍ଣ ଭୁଲ ଅଟେ । ତେଣୁ ବିବାହିର ନାରୀ ଯେତେ ଗୋଲ କରି ମଥାରେ ସିନ୍ଦୁର ଲଗାଇବେ ସ୍ଵାମୀଙ୍କ ପାଇଁ ସେତିକି ମଙ୍ଗଳ ହେବା ସହ ଆୟୁଷ ବଢିଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *