ନାରୀ ମାନେ ତାଙ୍କ ସ୍ଵାମୀଙ୍କୁ ଜୀବନରେ କେବେ ବି କୁହନ୍ତି ନାହିଁ ଏହି 6 ଟି କଥା 

ବନ୍ଧୁଗଣ ସ୍ଵ॰ୟ ଭଗବାନ ମଧ୍ୟ କହିଛନ୍ତି, ନାରୀ ମାନଙ୍କୁ ବୁଝିବା ବଡ କଷ୍ଟକର । ନାରୀ ମାନେ କେତେବେଳେ କେଉଁ କଥାରେ କେଉଁ ପ୍ରତିକ୍ରିୟା ଦେଇଥା’ନ୍ତି, ତାହା କହିବା ଅସମ୍ଭବ । ସେଥି ମଧ୍ୟ ରୁ କିଛି ସମୟରେ ସେମାନେ ନିଜ ମନ ଖୋଲି ସବୁ କଥା ମଧ୍ୟ କହି ନଥା’ନ୍ତି । ବନ୍ଧୁଗଣ ଏହା ସତ୍ୟ ଯେ ପ୍ରାୟତଃ ସମସ୍ତେ ନିଜ ମନର ସମସ୍ତ କଥା କାହା ଆଗରେ କହିପାରି ନଥା’ନ୍ତି । କିଛି ଏପରି କଥା ମାନ ରହିଛି ଯାହାକି ସମସ୍ତଙ୍କୁ କହି ହୋଇ ନଥାଏ ।

କିନ୍ତୁ ବନ୍ଧୁଗଣ ଯଦି ଆମେ ଏଠାରେ ସ୍ତ୍ରୀ ମାନଙ୍କ ବିଷୟରେ କହିବା ତେବେ ସେମାନଙ୍କର କିଛି ଏପରି କଥା ଥାଏ, ଯାହାକି ସେମାନେ ନିଜ ସ୍ଵାମୀଙ୍କୁ ମଧ୍ୟ କହି ନଥା’ନ୍ତି । ବନ୍ଧୁଗଣ ପ୍ରଥମତଃ ସ୍ତ୍ରୀ ମାନେ କେବେବି ନିଜ ଖୁସି ନିଜ ସ୍ଵାମୀ ଙ୍କ ଆଗରେ ଭଲ ଭାବରେ ବ୍ୟକ୍ତ କରନ୍ତି ନାହିଁ ।

ଦ୍ଵିତୀୟ ରେ ସ୍ତ୍ରୀ ମାନେ କେବେବି ନିଜ ପ୍ରଥମ ଭଲ ପାଇବା କୁ ଭୁଲି ପାରନ୍ତି ନାହିଁ । ତେଣୁ ସେ କେବେ ନିଜ ସ୍ଵାମୀଙ୍କୁ ଏହି କଥା ମଧ୍ୟ କହି ପାରି ନଥା’ନ୍ତି । ତୃତୀୟରେ ଯଦି କେବେ ସ୍ତ୍ରୀ ମାନେ ଝଗଡା ସମୟରେ ନିଜ ସ୍ଵାମୀଙ୍କ ସହ ସହମତି ଦେଇଥା’ନ୍ତି, ସେ ସହମତି ତି ତାଙ୍କ ମନ ରୁ ହୋଇନଥାଏ । ସେ ଏହି ବିଷୟରେ କେବେ କାହାକୁ କହି ମଧ୍ୟ ନଥାନ୍ତି ।

ଚତୁର୍ଥ ରେ ସ୍ତ୍ରୀ ମାନେ ନିଜ ପାଖରେ ଯେଉଁ ଧନ କୁ ସଞ୍ଚୟ କରି ରଖିଥା’ନ୍ତି । ସେ କେବେହେଲେ  ନିଜ ସ୍ଵାମୀଙ୍କୁ ଏହି ବିଷୟରେ କହନ୍ତି ନାହିଁ । ସ୍ତ୍ରୀ ମାନେ ନିଜ ସାଙ୍ଗ ସହ ବେଳେ ବେଳେ କିଛି ଏପରି କଥା ହୋଇଥା’ନ୍ତି, ଯାହାକି ସେ କେବେ ହେଲେ ନିଜ ସ୍ଵାମୀ ଙ୍କ ଆଗରେ କହି ନଥାନ୍ତି ।

ବନ୍ଧୁଗଣ ନାରୀ ହେଉଛି ସର୍ବ॰ସହା ସେ ସବୁ କିଛି ସହି ଯାଏ, ଏପରି କି ସେ ନିଜ କଷ୍ଟ କୁ ବା ନିଜର ରୋଗ କୁ କାହା ଆଗରେ ସେ ଭଲ ଭାବରେ ବ୍ୟକ୍ତ କରି ପାରେ ନାହିଁ । ସେହିପରି ସ୍ତ୍ରୀ ମାନେ ମଧ୍ୟ କେବେ ନିଜ ସ୍ଵାମୀ ଆଗରେ ମଧ୍ୟ ନିଜର ସଂପୂର୍ଣ୍ଣ କଷ୍ଟ କୁ ବ୍ୟକ୍ତ କରି ପାରନ୍ତି ନାହିଁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *