ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ କେତୋଟି ପିଲା ହେବ ଆପଣଙ୍କର ?

ବନ୍ଧୁଗଣ ଆମ ଜୀବନରେ ଶାସ୍ତ୍ର ର ବିଶେଷ ମହତ୍ଵ ରହିଛି । ଶାସ୍ତ୍ର ଅନୁଯାୟୀ ଆମ ଜୀବନରେ ଘଟୁଥିବା ପ୍ରେତକ ଘଟଣା ବିଷୟରେ ଜଣା ପଡିଥାଏ । ଯାହାକୁ ଆମେ ବୁଝିପାରି ନ ଥାଉ । ଶାସ୍ତ୍ର ଅନୁସାରେ ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ରୁ ତାଙ୍କ ଜୀବନରେ ବିବାହ ପରେ କେତୋଟି ଛୁଆ ହେବ ତାହା ଆକଳନ କରାଯାଏ । ଆଜି ଆମେ ଆପଣଙ୍କୁ ଏହି ସମ୍ଭଧରେ କିଛି ଖାସ କଥା କହିବାକୁ ଯାଉଛୁ । ଜ୍ଯୋତିଷ ଶାସ୍ତ୍ରରେ ଅନେକ ମହତ୍ଵ ପୂର୍ଣ୍ଣ କଥା ଆମେ ଜାଣିପାରି ଥାଉ ଯାହା ଦ୍ଵାରା ଆମେ ଅବଗତ ହୋଇଥାଉ ।

ବିବାହ ପରେ କିଛି ଲୋକଙ୍କ ମନରେ ସନ୍ତାନ ପ୍ରାପ୍ତି ନିମନତେ ଇଚ୍ଛା ବଢିଥାଏ । ତାଙ୍କ ମନରେ ଧାରଣା ଆସିଥାଏ କି ତାଙ୍କର କେତୋଟି ଛୁଆ ହେବ । କିଛି ଲୋକଙ୍କ ମନରେ ସନ୍ତନା ସୁଖର ବେଶ ଆଗ୍ରହ ରହିଥାଏ ଯାହାକୁ ନେଇ ସେମାନେ ଅଧିକାଂଶ ସମୟରେ ଚିନ୍ତା ରେ ରହିଥାନ୍ତି । ଏଥିପାଇଁ ସେମାନେ ଅନେକ କିଛି ପ୍ଳାନ ମଧ୍ୟ କରିଥାନ୍ତି ।

ନିଜର ସନ୍ତାନ କୁ ନେଇ କିଛି ଅକ୍ଷର ର ବ୍ୟକ୍ତି ଅନେକ ସ୍ଵପ୍ନ ମଧ୍ୟ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅକ୍ଷର ଗୁଡିକ ବିଷୟରେ ସଂପୂର୍ଣ୍ଣ ବିବରଣୀ । ୧- A,S, M : ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ୩ଟି ଅକ୍ଷର ରୁ ଆରମ୍ଭ ହୋଇଥାଏ ତେବେ ଏମାନେ ସ୍ଵଭାବରେ ବହୁତ ଖର୍ଚ୍ଚୀ ହୋଇଥାନ୍ତି । କିଛି ଲୋକ ମାନେ ଏମାନଙ୍କର ସ୍ବଭାବକୁ ବୁଝି ପାରନ୍ତି ନାହି ।

ପରିବାର କୁ ଭଲ ଭାବେ ବୁଝିବାର କ୍ଷମତା ଏମାନଙ୍କ ଠାରେ ବେସ ଅଛି ।  ପ୍ରେମ ମାମଲାରେ ଏମାନେ ବିବାହ ପୂର୍ବରୁ ରହିବା ପସନ୍ଦ କରନ୍ତି ନାହି । ସର୍ବଦା ଏମାନେ ନିଜର ରହଣସହଣି କୁ ନେଇ ଚିନ୍ତା ରେ ରହିଥାନ୍ତି । ଏମାନଙ୍କ କୁଣ୍ଡଳୀ ରେ ୨ଟି ସନ୍ତାନ ସୁଖର ଯୋଗ ରହିଥାଏ ।

୨- I,V,Y : ଯେଉଁ ବ୍ୟକ୍ତି ମାନଙ୍କର ନାମ ଏହି ୩ଟି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନଙ୍କର ବ୍ୟକ୍ତିତ୍ବ ମଜାମସ୍ତି ରେ ରହିଥାଏ । ମିତ୍ର ମାନଙ୍କ ସହ ଅଧିକ ସମୟ ରହିବା ଏମାନେ ପସନ୍ଦ କରିଥାନ୍ତି । ଚାକିରି କ୍ଷେତ୍ର ରେ ଗମ୍ଭୀର ଭାବେ କେବେ ଚିନ୍ତା କରନ୍ତି ନାହି । ଏମାନଙ୍କର ଧାରଣା ରହିଥାଏ କି ଏମାନେ ଜୀବନରେ କିଛି ନା କିଛି ନିଶ୍ଚୟ କରି ନେବେ । ଏମାନଙ୍କର ଲକ୍ଷ୍ୟ ବହୁତ ବଡ ହୋଇଥାଏ ଯାହାକୁ ପୁରା କରିବା ପାଇଁ ଏମାନେ ଚେଷ୍ଟା କରିଥାନ୍ତି । ଏମାନଙ୍କ ଭାଗ୍ୟ ରେ ୩ଟି ସନ୍ତାନ ସୁଖର ଯୋଗ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *