ନାମର ପ୍ରଥମ ଲେଟରରୁ ଆପଣଙ୍କର କେତୋଟି ସନ୍ତାନ ହେବ ଜାଣନ୍ତୁ ? କେଉଁ ଲେଟର ଅନୁସାରେ କେତୋଟି ବେବି ହେବ ? Vastu Shastra

ବନ୍ଧୁଗଣ ପ୍ରତ୍ଯେକଟି ବ୍ୟକ୍ତି ଜୀବନରେ ଶାସ୍ତ୍ରର ଅନେକ ମହତ୍ଵପୂର୍ଣ୍ଣ ଭୂମିକା ରହିଛି । କାରଣ ଶାସ୍ତ୍ର ଅନୁସାରେ ଆମ ଜୀବନରେ ଘଟୁଥିବା ସବୁ ଘଟଣାର ସମ୍ପର୍କ ବିଷୟରେ ଆମକୁ ସୂଚନା ମିଳିଥାଏ । ଆମ ଜୀବନରେ ଆମ ମାନଙ୍କର ନାମର ପ୍ରଥମ ଅକ୍ଷରର ମହତ୍ଵ ବହୁତ ଅଧିକ ରହିଥାଏ । କାରଣ ଜଣେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ଦ୍ଵାରା ବ୍ୟକ୍ତିର ଚାଲି ଚଳନୀ, ସ୍ଵଭାବ, ଆଚାର, ବ୍ୟବହାର ଆଦି ସମ୍ପର୍କରେ ଜାଣି ହୋଇଯାଇଥାଏ ।

ହେଲେ ଆଜି ଆମେ ଆପଣଙ୍କୁ ନାମର ପ୍ରଥମ ଅକ୍ଷର ଅନୁସାରେ କାହାର କେତୋଟି ସନ୍ତାନ ହେବାକୁ ଯାଉଛି ? ତାହା ଆଜି ଆମେ ଏଥିରେ କହିବା ପାଇଁ ଯାଉଛୁ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ବିଷୟରେ ଆଲୋଚନା କରି ଜାଣିନେବା । ଜ୍ଯୋତିଷ ଶାସ୍ତ୍ର ମାଧ୍ୟମରୁ ଜଣେ ବ୍ୟକ୍ତି ଚାହିଁଲେ, ନିଜ ସମ୍ପର୍କରେ ଅନେକ କିଛି କଥା ଜାଣିବାକୁ ପାଇପାରିବ । ତେବେ ଏଠାରେ ଆମେ ଆପଣଙ୍କୁ କହିବୁ କି ! ବିବାହ ପରେ ପ୍ରତ୍ଯେକଟି ଦମ୍ପତ୍ତି ନିଜର ସନ୍ତାନ ପାଇଁ ବହୁତ କିଛି ଭାବି ନେଇଥାନ୍ତି ।

ଯେପରିକି ତାଙ୍କର ବେବି କେତୋଟି ହେବ, ବେବି ଦେଖିବାକୁ କେମିତି ହେବ ? ଏମିତି ଅନେକ କିଛି କଥା ଦମ୍ପତ୍ତି ମାନେ ଭାବି ନେଇଥାନ୍ତି । ତେବେ ଆପଣ ମାନେ ନିଜ ନିଜର ନାମର ପ୍ରଥମ ଅକ୍ଷର ଅନୁଯାଇ ଆପଣଙ୍କର କେତୋଟି ବେବି ହେବ ଏଠାରେ ଜାଣିବାକୁ ପାଇବେ ?

ଯେଉଁ ବ୍ୟକ୍ତିବିଶେଷଙ୍କର ନାମର ଆରମ୍ଭ A, S ଓ M ଲେଟରରୁ ଆରମ୍ଭ ହୋଇଥାଏ । ଏମାନଙ୍କର ସ୍ଵଭାବ ଭାବୁକ ହେବ ସହ ଏମାନେ ନିଜ ପରିବାର ପ୍ରତି ବହୁତ ଯତ୍ନଶୀଳ ହୋଇଥାନ୍ତି । ତେବେ ସେମାନଙ୍କର ଏମାନଙ୍କ ଜାତକରେ 2 ଟି ସନ୍ତାନ ହେବାର ଯୋଗ ରହିଥାଏ । ଯେଉଁ ମାନଙ୍କ ନାମ ଲେଟର I, G ଓ K ରୁ ଆରମ୍ଭ ହେବ । ଏମାନେ ନିଜର କ୍ଯାରିଅରକୁ ନେଇ ସିରିଏସ ଥିବା ବେଳେ ବହୁତ ମେଳାପୀ ପ୍ରକୃତିର ମଧ୍ୟ ହୋଇଥାନ୍ତି । ସେମାନଙ୍କର 3 ଟି ସନ୍ତାନ ହେବାର ସମ୍ଭାବନା ବହୁ ଅଧିକ ରହିଥାଏ ।

ଯେଉଁ ମାନଙ୍କର ନାମ P, B ଓ N ଲେଟରରୁ ଆରମ୍ଭ ହୋଇଥାଏ । ଏମାନଙ୍କର ସ୍ଵଭାବ ବିଷୟରେ ଯଦି କହିବାକୁ ଯିବା । ତେବେ ଏମାନେ ଦେଖିବାକୁ ସୁନ୍ଦର ତଥା ଆକର୍ଷଣୀୟ ହୋଇଥିବା ବେଳେ ଅନ୍ୟକୁ ସାହାଜ୍ଯ କରିବା ପାଇଁ ସବୁବେଳେ ଆଗୁଆ ହୋଇଥାନ୍ତି । ସେମାନଙ୍କର ଏମାନଙ୍କର 2 ଟି ପିଲାପିଲି ହେବାର ଯୋଗ ରହିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ ।

ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଏଥିସହ ଆପଣଙ୍କର ନାମର ପ୍ରଥମ ଲେଟର କଣ ସେହି ବିଷୟରେ ଆମକୁ କମେଣ୍ଟ ଦ୍ଵାରା କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *