Astrology- ଆପଣଙ୍କ ନଖରେ ଅଛି କି ଏମିତି ଚିହ୍ନ ? ଜାଣନ୍ତୁ ରହସ୍ୟ !

ବନ୍ଧୁଗଣ, ଆମ୍ଭ ନଖ ଉପରେ ଅର୍ଦ୍ଧ ଚନ୍ଦ୍ର ର ମାନେ କଣ ଅଟେ ? ଯଦି ଆମ୍ଭେ ଶାରୀରିକ ଅଙ୍ଗ କୁ ଧ୍ୟାନ ରେ ଦେଖିବା ତେବେ କେବେ କେବେ ଆଶ୍ଚର୍ଯ୍ୟ ଲାଗେ ଯେ ପ୍ରକୃତତି କେତେ କମାଲ ଜିନିଷ ବନାଇଛି । ଆମ୍ଭ ତ୍ଵଚା ରେ ଥିବା ରୋମଛିଦ୍ର, ହାତରେ ଥିବା ଅଙ୍କାବଙ୍କା ରେଖା,  ପାଦର ନଖ, ଏହିଭଳି କିଛି ଜିନିଷ ଅଛି ଯାହା ଅଙ୍ଗ କୁ ପୁରା ବନାଇଥାଏ । ଆମ୍ଭ ହାତରେ ଅନେକ ପ୍ରକାରର ରହସ୍ୟ ଲୁଚି ରହିଥାଏ ।

ହାତର ରେଖା ମାନଙ୍କୁ ଦେଖି ଆପଣଙ୍କର ଭବିଷ୍ୟ କୁହାଯାଇଥାଏ । ମାତ୍ର ଆପଣଙ୍କ ନଖରେ ଅର୍ଦ୍ଧଚନ୍ଦ୍ର ଭଳି ଚିହ୍ନ କାହିଁକି ରହିଛି ଆପଣ ଜାଣିଛନ୍ତି କି ? ଆସନ୍ତୁ ବର୍ତ୍ତମାନ ସେ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିବା । ନଖ ମାନଙ୍କର ଶେଷ ଭାଗରେ ଅର୍ଦ୍ଧଚନ୍ଦ୍ର ବନି ରହିଥାଏ । ଏହା ନଖର ମହତ୍ଵପୂର୍ଣ୍ଣ ସ୍ଥିତି ଅଟେ । ଏହାକୁ ଲାଟିନ ଭାଷା ରେ Lunula କୁହାଯାଏ ଏହାକୁ ହିନ୍ଦୀ ଭାଷାରେ ଛୋଟ ଚନ୍ଦ୍ର ବୋଲି କୁହାଯାଏ ।

ଏହା ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ ରହସ୍ୟ ଖୋଲିଥାଏ । ଯଦି ଆପଣଙ୍କ ୧୦ ଟି ଆଙ୍ଗୁଳି ମଧ୍ୟରୁ ୮ ଟି ଆଙ୍ଗୁଳିରେ ଅର୍ଦ୍ଧଚନ୍ଦ୍ର ଅଛି ତେବେ ଆପଣ ସ୍ୱାସ୍ଥ୍ୟ ରେ ବହୁତ ଉତ୍ତମ ଅଛନ୍ତି । ସେହିପରି ଯଦି ଆପଣଙ୍କ ଆଙ୍ଗୁଳି ର ନଖ ମାନଙ୍କରୁ ଯଦି ଅର୍ଦ୍ଧ ଚନ୍ଦ୍ର ଗାୟବ ହୋଇ ଯାଉଅଛି ଅଥବା କେବଳ ବୁଢା ଆଙ୍ଗୁଳି ର ନଖ ରେ ହିଁ ଅର୍ଦ୍ଧ ଚନ୍ଦ୍ର ଅଛି ତେବେ ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ସତର୍କ ରହିବାକୁ ହେବ ।

ଏହା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ଜଲ୍ଦି ହିଁ କ୍ଷୟ ହେବାକୁ ଯାଉଅଛି । କାହା ନଖରେ ଏହି ଚିହ୍ନ ଅଧିକ ଧଳା ରଙ୍ଗର ଥିବ, ସେହି ମଣିଷ ଶାରୀରିକ ଏବଂ ମାନସିକ ରୂପରେ ମଜବୁତ ମାନାଯିବ । ଜ୍ୟୋତିଷ ବିଦ୍ୟା ରେ କୁହାଯାଏ ଯେ, ଯାହାର ନଖ ଚିକ୍କଣ ହୋଇଥାଏ, ଏଭଳି ଲୋକ ଆର୍ଥିକ ଉନ୍ନତି କରିଥାନ୍ତି । ଯେଉଁ ସ୍ତ୍ରୀ ର ନଖ ଲାଲ ଏବଂ ଚିକ୍କଣ ହୋଇଥାଏ, ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି ।

ପୁରୁଷ ମାନଙ୍କର ନଖ ଘଷି ନ ହୋଇ ଗୋଲ ଆକାରରେ ଥିଲେ, ଏଭଳି ପୁରୁଷ ସଫଳତା ର ନୂତନ ସିଡି ଅର୍ଜିତ କରିଥାନ୍ତି । ଯଦି କାହାର ନଖ ଛୋଟ ରହିଥାଏ, ତେବେ ତାଙ୍କୁ ଗଳା ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ । ଛୋଟ ଏବଂ ହଳଦୀଆ ନଖର ବ୍ୟକ୍ତି ମକାର ହୋଇଥାନ୍ତି । ସେହିଭଳି ଗୋଲାକାର ଥିବା ନଖ ଶଶକ୍ତ ବିଚାର ଏବଂ ତୁରନ୍ତ ନିର୍ଣ୍ଣୟ ନେବା ବିଚାର କୁ ଦର୍ଶାଇଥାନ୍ତି ।

ପତଳା ଏବଂ ଲମ୍ବା ନଖ ଥିବା ଲୋକ ଜଲ୍ଦି ନିର୍ଣ୍ଣୟ ନେଇ ପାରନ୍ତି ନାହିଁ । ଏବଂ ଏହି କାରଣରୁ ଅନେକ ଥର ଏମାନଙ୍କୁ ବହୁତ କିଛି ହରାଇବାକୁ ପଡିଥାଏ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *