Hair Care Tips- ନା କେଶ ଝଡିବ ନା ଛିଡିବ, 2 ସପ୍ତାହରେ କେଶକୁ ବଢାଇ କେଶକୁ ଘନ, ଲମ୍ବା ଓ ସୁନ୍ଦର କରିଦେବ, କେବଳ ଏହି ତେଲ ଲଗାନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶ ସୁନ୍ଦର ରଖିବାକୁ ସମସ୍ତଙ୍କର ଇଛା ରହିଥାଏ । ସେଥିପାଇଁ ଲୋକମାନେ ମାର୍କେଟରୁ ବିଭିନ୍ନ ପ୍ରକାର ସାମ୍ପୁ, ତେଲ ବ୍ୟବହାର କରିଥାନ୍ତି । ଏତେ ସବୁ ଜିନିଷ ଲଗାଇବା ପରେ ମଧ୍ୟ କେତେ ଲୋକଙ୍କର ସବୁବେଳେ କେଶକୁ ଝଡିବା ଓ ଛିଡିବାକୁ ନେଇ ସମସ୍ଯା ରହିଥାଏ । ଯଦି ଏଥିରୁ ମୁକ୍ତି ପାଇବା ପାଇଁ ଚାହୁଁଥାନ୍ତି । ତେବେ ଏକ ଚମତ୍କାରୀ ତେଲକୁ ପ୍ରସ୍ତୁତ ସହଜରେ ପ୍ରସ୍ତୁତ କରି ରଖନ୍ତୁ ।

ଏହା ସହିତ ଏହାକୁ ନିଜ କେଶରେ ଲଗାଇ ତେଲର ଉଚିତ ଫଳାଫଳ ନିଜ କେଷରେ ଅଳ୍ପ ଦିନରେ ଦେଖନ୍ତୁ । ଏହି ତେଲ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୩ ଟି ସାମଗ୍ରୀର ଆବଶ୍ୟକତା ରହିଛି । ଯେଉଁ ସାମଗ୍ରୀ ଗୁଡିକ ବହୁତ ସହଜରେ ଆପଣଙ୍କ ଘରେ ହିଁ ଉପଲବ୍ଧ ହୋଇଯିବ । ଏହି ତେଲକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ସାମଗ୍ରୀଟି ହେଉଛି ।

ନଡିଆ ତେଲ, ଦିତୀୟରେ ସୋରିଷ ତେଲ ଓ ତୃତୀୟରେ ରଶୁଣ । ବନ୍ଧୁଗଣ ଆପଣ ନିଶ୍ଚୟ ଜାଣିଥିବେ ଯେ ତେଲ ଚୁଟିର ଜୀବନ ହୋଇଥାଏ । ଯେପରି ପ୍ରାଣୀ ଜଳ ବିନା ବଞ୍ଚିପାରିନଥାଏ । ସେହିପରି ବିନା ତେଲରେ କେଶ ମଧ୍ୟ ନିର୍ଜୀବ ହୋଇଯାଇଥାଏ । ତେଣୁ ତେଲକୁ ଭାବରେ ତେଲ ଲଗାଇବା ନିହାତି ଉଚିତ । ଆଜି କାଲି ବହୁତ ଲୋକ ନିଜ କେଶରେ ତେଲ ଲଗାଇବାକୁ ପସନ୍ଦ କରୁ ନାହାନ୍ତି ।

ଯେଉ କାରଣରୁ ତାଙ୍କର କେଶ ଜନିତ ଅନେକ ସମସ୍ଯାର ସମ୍ମୁଖୀନ ହେବା ପାଇଁ ପଡୁଛି । ତେଲ କରିବା ପାଇଁ ଆପଣ ପ୍ରଥମେ ରଶୁଣର ୬ ରୁ ୭ ଟି ପାଖୁଡାକୁ ନେଇ ଟିକି ଟିକି କରି କାଟି ଦିଅନ୍ତୁ । ରଶୁଣ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ତାପରେ ଏକ ପାତ୍ରରେ ୧୦ ରୁ ୧୨ ଚାମଚ ସୋରିଷ ତେଲ ରଶୁଣ ରଖିଥିବା ପାତ୍ରରେ ମିଶାନ୍ତୁ ।

ଆଗ କାଳରେ ଲୋକ ମାନେ ଏହି ସୋରିଷ ତେଲକୁ ନିଜ କେଶରେ ବହୁ ପରିମାଣରେ ବ୍ୟବହାର କରୁଥିଲେ । ସେଥିପାଇଁ ତାଙ୍କର କେଶ ଜନିତ ସମସ୍ଯାର ଏତେ ସାମ୍ନା କରିବାକୁ ପଡୁନଥିଲା ।  ତାପରେ ୪ ରୁ ୫ ଚାମଚ ନଡିଆ ତେଲକୁ ସେଥିରେ ମିଶାନ୍ତୁ । ଏହି ୩ ଟି ସାମଗ୍ରୀକୁ ମିଶାଇ ସାରିଲା ପରେ ତାହାକୁ ଏକ ଡବାରେ ଷ୍ଟୋର କରି ରଖି ଦିଅନ୍ତୁ ।

ଯେତେବେଳେ ଏହି ତେଲକୁ ନିଜ କେଶରେ ବ୍ୟବହାର କରିବେ । ତା’ ପୂର୍ବରୁ ପ୍ରଥମେ ୧ ରୁ ୨ ଘଣ୍ଟା ପାଇଁ ଖରାରେ ରଖି ତାପରେ କେଶରେ ବ୍ୟବହାର କରିବେ । ଏହି ତେଲକୁ ଲଗାଇବାର ୨ ରୁ ୩ ଘଣ୍ଟା ପରେ ଚୁଟିକୁ ସାମ୍ପୁ ସାହାଜ୍ଯରେ ସଫା କରିପାରିବେ । ସପ୍ତାହରେ ୨ ରୁ ୩ ଥର ଏହାକୁ ବ୍ୟବହାର କରି ନିଜ କେଷର ଝଡିବା, ଛିଡିବା ସମସ୍ଯାକୁ ଦୂର କରି କେଶକୁ କଳା ଲମ୍ବା ଓ ଘନ କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *