Vastu Tips- ନବରାତ୍ରି ରେ ଘରକୁ ନେଇ ଆସନ୍ତୁ ଏହି 4 ଟି ଜିନିଷ ମଧ୍ୟରୁ ଯେ କୌଣସି 1 ଜିନିଷ, ବର୍ଷସାରା ଚପରା ଫାଡି ବର୍ଷିବ ଖାଲି ଟଙ୍କା

ବନ୍ଧୁଗଣ, ଶାରଦୀୟ ନବରାତ୍ରି ଶୁକ୍ଳପକ୍ଷ ର ଆଶ୍ଵିନ ମାସର ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ । ନବରାତ୍ରି ରେ ମାତାରାଣୀ ପୃଥିବୀ କୁ ଆସି ନିଜ ଭକ୍ତ ଙ୍କ ଦୁଖ ହରିଥାନ୍ତି । ଚଳିତ ବର୍ଷ ମହା ଅଷ୍ଟମୀ ୧୩ ଅକ୍ଟୋବର, ମହା ନବମୀ ୧୫ ଅକ୍ଟୋବର ଏବଂ ୧୫ ଅକ୍ଟୋବର କୁ ମହା ନବମୀ ପାଳନ କରାଯିବ । ମାତା ଙ୍କ ବ୍ରତ ପାଳନ କରିବା କେତେକ ଭକ୍ତ ଙ୍କ ପାଇଁ ବହୁତ ଖାସ ହୋଇଥାଏ । ନବରାତ୍ରି ରେ ମାତା ଦୂର୍ଗା ଙ୍କୁ ୧୬ ଶୃଙ୍ଗାର ଅବଶ୍ୟ କରାଇବା କଥା ।

୧;- ନବରାତ୍ରି ଅବସରରେ ଆପଣ ସୁନା ଅଥବା ଚାନ୍ଦି ର ଗୋଟିଏ କେଏନ ନେଇ ଆସନ୍ତୁ ଏବଂ ଏହାକୁ ମାତା ରାଣୀ ଙ୍କ ପାଖରେ ରଖନ୍ତୁ । ନବରାତ୍ରି ର ନଅ ଦିନ ପର୍ଯ୍ୟନ୍ତ ଆପଣ ଏହି କେଏନ ର ମଧ୍ୟ ପୂଜା କରନ୍ତୁ । ଏଥିରୁ ଦେବୀ ଲକ୍ଷ୍ମୀଙ୍କର କୃପା ବନିରହିବ । ଏହି କଏନ କୁ ଆପଣ ନିଜ ଘରେ ଆଲମାରି ରେ ରଖି ଦିଅନ୍ତୁ ।

୨;- ନବରାତ୍ରି ଆବସରରେ ଆପଣ ଘରେ କମଳ ର ଫୁଲ ଆଣନ୍ତୁ । ଏହା ଅତ୍ୟନ୍ତ ଶୁଭ ମାନାଯାଇଥାଏ । ଏହାକୁ ଧାର୍ମିକ ଶାସ୍ତ୍ର ଅନୁଯାୟୀ ବହୁତ ମାନ୍ୟତା ଦିଆଯାଇଅଛି । ମାତା ଲକ୍ଷ୍ମୀ ମଧ୍ୟ କମଳ ଫୁଲ ରେ ବିରାଜମାନ ରହିଥାନ୍ତି । ନବରାତ୍ରି ଅବସରରେ କମଳ ଫୁଲ ଆଣି ମାତା ଲକ୍ଷ୍ମୀ ଙ୍କୁ ଅର୍ପଣ କରନ୍ତୁ । ଏହାପରେ ମାତା ଲକ୍ଷ୍ମୀ ଙ୍କ ପୂଜା କରନ୍ତୁ । ଏହା ଆପଣଙ୍କ ନିମନ୍ତେ ବହୁତ ଲାଭ ଦାୟକ ହେବ ।

୩;- ନବରାତ୍ରି ଅବସରରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଆଣି ପୂଜା କରନ୍ତୁ ଏହା ଆପଣଙ୍କ ନିମନ୍ତେ ବହୁତ ଲାଭଦାୟକ ହେବ । ଏହାକୁ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ମାନାଯାଇଥାଏ । ଯେଉଁ ପରିବାରରେ ବିଧିବିଧାନ ପୂର୍ବକ ଏହାର ପୂଜା କରାଯାଏ, ସେଠାରେ ଭୁତପ୍ରେତ ତଥା ନକାରାତ୍ମକ ଊର୍ଜା ର ପ୍ରବେଶ ହୋଇପାରି ନଥାଏ ।

୪;- ନବରାତ୍ରି ରେ ମାତାରାଣୀ ର ପୂଜା ରେ କଉଡି ର ବ୍ୟବହାର କରିବା ଆବଶ୍ୟକ । ଧର୍ମ ଗ୍ରନ୍ଥ ଅନୁଯାୟୀ ମାତା ଲକ୍ଷ୍ମୀ ସମୁଦ୍ର ରୁ ଉତ୍ପନ୍ନ ହୋଇଛନ୍ତି । କଉଡି ମଧ୍ୟ ସମୁଦ୍ର ରୁ ଆସିଆଛନ୍ତି । ଏଣୁ କଉଡି ଘରକୁ ଆଣିଲେ ଶୁଭ ଅଟେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *