ଘରେ ମୂଷା ଙ୍କ ପାଇଁ ଆପଣ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ମୂଷାଙ୍କୁ ଘରୁ ବାହାର କରିବାର ସବୁଠୁ ସହଜ ଉପାୟ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ମୂଷା ଘରୁ ବାହାର କରିବା ପାଇଁ ଆୟୁର୍ବେଦିକ ଘରୋଇ ଉପଚାର । ମୂଷା କୁ ନକାରାତ୍ମକ ଏବଂ ଅଜ୍ଞାନୀ ଶ-କ୍ତି ର ପ୍ରତୀକ ମନାଯାଇଥାଏ । ଯେଉଁ ଘରେ ମୂଷା ଥାଏ, ସେହି ଘରର ଭୌତିକ ବିକାଶ ହୋଇପାରି ନଥାଏ । ମୂଷା ଘରେ ମଇଳା ଏବଂ ଦରିଦ୍ରତାକୁ ଜନ୍ମ ଦେଇଥାନ୍ତି । ଏହା କାରଣରୁ ଘରେ କେତେ ପ୍ରକାରର ବି-ମ-ରି ଆସିଥାଏ ।

ସେମାନେ ଆମ୍ଭ ଘରର ସମସ୍ତ ଖାଦ୍ୟ ତଥା ସାମାନ କୁ ନ-ଷ୍ଟ କରି ଦେଇଥାନ୍ତି । ଏହା ବ୍ୟତୀତ ଘରେ ମୂଷା ରହିବା ଦ୍ଵାରା ପିଲା ମାନଙ୍କୁ କେତେ ସବୁ ବି-ମା-ରୀ ହୋଇଥାଏ । ସାଧାରଣତ ଲୋକ ମାନେ ମୂଷା କୁ ଘରୁ ବାହାର କରିବାକୁ କେତେ ସବୁ ଉପାୟ କରିଥାନ୍ତି । ବଜାରରେ ମଧ୍ୟ କେତେ ପ୍ରକାରର ଔଷଧ ମିଳିଥାଏ । କିନ୍ତୁ ମୂଷା କମନ୍ତି ନାହିଁ । ଆଜି ଆମ୍ଭେ ମୂଷା କମାଇବାର ଆୟୁର୍ବେଦିକ ଉପାୟ କହିବାକୁ ଯାଉଅଛୁ ଯାହା ଦ୍ଵାରା ମୂଷା ମଧ୍ୟ କମିଯାଇଥାନ୍ତି ।

୧- ପ୍ରଥମ ଉପାୟ ହେଉଛି peppermint oil, ଏହି ତେଲ ର ବ୍ୟବହାର ରେ ଆମ୍ଭେ ଅତି ସହଜରେ ମୂଷା କୁ ଘରୁ ବାହାର କରି ପାରିବା । କାରଣ ଏହି ତେଲ ର ଗନ୍ଧ ବହୁତ ହା-ର୍ଡ ହୋଇଥାଏ । ଏବଂ ଏହାକୁ ମୂଷା ମାନେ ସ-ହ-ନ କରି ପାରନ୍ତି ନାହିଁ । ଆପଣ କଟନ ଅଥବା ତୁଳା ର ଛୋଟ ଛୋଟ ଗୋଳା କରି ସେଥିରେ ପେପର ମିଣ୍ଟ oil କୁ ଲଗାଇ ଦିଅନ୍ତୁ । ଏହା ପରେ ଏହାକୁ ଯେଉଁ ସ୍ଥାନରେ ମୂଷା ହେଉଛନ୍ତି, ସେହି ସ୍ଥାନରେ ରଖି ଦିଅନ୍ତୁ । ଏହାର ଗନ୍ଧ ଯିବା ମାତ୍ରେ ମୂଷା ମାନେ ସେଠାରୁ ବାହାରିଯିବେ । ଏହାକୁ ଆପଣ ଅତି ସହଜରେ କରି ପାରିବେ ।

୨- ମୂଷା ଦୂର କରିବା ପାଇଁ ଆଉ ଏକ ଉପାୟ ହେଉଛି ଲାଲ ମରୀଚ ର ପାଉଡର । ଏହି ଉପାୟ ରେ ମୂଷା ଶୀଘ୍ର ଘରୂ ବାହାରିଯିବେ । ଏଥିପାଇଁ ଆପଣ ମରୀଚ ଗୁଣ୍ଡ ନିଅନ୍ତୁ । ଏହା ପରେ ଅଳ୍ପ ଶୁଖିଲା ଅଟାରେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଏହାକୁ ମୂଷା ରହୁଥିବା ଅଥବା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ମୂଷା ର ନାକ ସଂବେଦନଶୀଳ ହୋଇଥାଏ । ଯେପରି ସେମାନେ ଏହି ମିଶ୍ରଣ କୁ ଖାଇବାକୁ ଚେଷ୍ଟା କରିବେ ତେବେ ଏହି ଲାଲ ମରୀଚ ର ପାଉଡର ସେମାନଙ୍କୁ ବିତାଡିତ କରିବ, ଆଉ ମୂଷା ମାନେ ସେହି ଘରୁ ପଳାଇବେ । ମାତ୍ର ଧ୍ୟାନ ରଖିବେ ପିଲା ମାନଙ୍କୁ ଏହି ମିଶ୍ରଣ ଠାରୁ ଦୂରେଇ ରଖିବେ ।

୩- ତେଜପତ୍ର ର ବ୍ୟବହାର, ଆପଣ ୩ ରୁ ୪ ତେଜପତ୍ର ନେଇ ରାତିରେ ଶୋଇବା ପୂର୍ବରୁ ଏହାକୁ ଜ-ଳା-ଇ ଦିଅନ୍ତୁ । ତେଜପତ୍ର ର ଗନ୍ଧ ରୁ ମୂଷା ମାନେ ବାହାରକୁ ପଳାଇବେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *