ମୁଁ ସବୁଜ ମୋ ଛୁଆ କଳା ମୋତେ ଲୋକମାନେ ଛାଡି ତାକୁ ଖାଆନ୍ତି ? 10+ Odia Gk

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ଜଣା ଅଜଣା ସାଧାରଣ ଜ୍ଞାନର ପ୍ରଶ୍ନର ସମାହାର ଏବଂ ତା’ ସାଙ୍ଗକୁ ତାହାର ସବୁ ଉତ୍ତର ମଧ୍ୟ ନେଇକି ଆସିଛି । ତେବେ ଆପଣ ଏହାକୁ ପଢିବା ଦ୍ଵାରା ଆପଣଙ୍କ ଜ୍ଞାନ ବୃଦ୍ଧି ହୋଇବା ସହ ଆପଣ ବହୁତ କିଛି ଏଥିରୁ ଶିଖିବାକୁ ମଧ୍ୟ ପାଇବେ । ଯାହା ହୁଏତ ଆପଣଙ୍କ ଭବିଷ୍ୟତରେ କେବେ ଦରକାର ମଧ୍ୟ ପଡିପାରେ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଆସନ୍ତୁ ସେହି ସବୁ ବଛା ବଛା ସାଧାରଣ ଜ୍ଞାନର ପ୍ରଶ୍ନ ଏବଂ ତାହାର ଉତ୍ତର ଏଠାରେ ପଢି ଆଲୋଚନା କରିବା ।

୧- ଛତିଶଗଡ଼ର ରାଜଧାନୀ କିଏ ?

ଉତ୍ତର- ରାୟପୁର।

୨- ଓଡ଼ିଶାର କେଉଁ ସ୍ଥାନରେ କାଗଜ କଳ ଅଛି ?

ଉତ୍ତର- ରାୟଗଡା।

୩- ଉଡାଯାହାଜ କିଏ ଉଦ୍ଭାବନ କରିଥିଲେ ?

ଉତ୍ତର- ରାଇଟ ବ୍ରଦର୍ସ।

୪- ରକ୍ତଦାନ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଅକ୍ଟୋବର ୧।

୫- ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି କିଏ ?

ଉତ୍ତର- ଶ୍ରୀମତୀ ଫତିମା ବିବି।

୬- ଆମେରିକା ର ସ୍ୱାଧୀନତା ଦିବସ ପାଳନ କରାଯାଏ ?

ଉତ୍ତର- ଜୁଲାଇ ୪।

୭- ମହାତ୍ମା ଗାନ୍ଧୀ ଙ୍କ ସମାଧି କେଉଁଠି ଅବସ୍ଥିତ ?

ଉତ୍ତର- ରାଜ ଘାଟ।

୮-ଜୟ ଜବାନ ଜୟ କିଶାନ ଶ୍ଳୋଗାନ କିଏ ଦେଇଥିଲେ ?

ଉତ୍ତର- ଲାଲ ବାହାଦୂର ଶାସ୍ତ୍ରୀ।

୯- ଜାହାଜରେ ପୃଥିବୀ ଭ୍ରମଣ କରିଥିବା ପ୍ରଥମ ବ୍ୟକ୍ତି କିଏ ?

ଉତ୍ତର- ଫର୍ଡିନାଣ୍ଡ ମାଗେଲାନ।

୧୦- ତଅପୋଇ ଖୁଦୁରୁକୁଣୀଙ୍କୁ ଜଙ୍ଗଲରେ କେଉଁ ଭୋଗ ଦେଇଥିଲେ ?

ଉତ୍ତର- ଖୁଦ ଭଜା।

୧୧- ଐରାବତର ଦାନ୍ତ କେଉଁ ପର୍ବତ ରେ ବାଜି ଭାଙ୍ଗି ଯାଇଥିଲା ?

ଉତ୍ତର- ମେରୁ।

୧୨- ଭାରତରେ ସ୍ଵାଧୀନତା ଦିବସ କେବେ ପାଳନ କରାଯାଇଥାଏ ?

ଉତ୍ତର;- ଅଗଷ୍ଟ ୧୫ ତାରିଖ ।

୧୩- ଆମ ଦେଶର ଜାତୀୟ ପିତା କାହାକୁ କୁହାଯାଏ ?

ଉତ୍ତର;- ମହାତ୍ମା ଗାନ୍ଧୀ ।

୧୪- ଉତ୍କଳ ଦିବସ କେବେ ପାଳନ କରାଯାଏ ?

ଉତ୍ତର;- ଏପ୍ରିଲ 1 ତାରିଖ ।

୧୫- ମୁଁ ସବୁଜ ମୋ ଛୁଆ କଳା ମୋତେ ଲୋକମାନେ ଛାଡି ତାକୁ ଖାଆନ୍ତି ?

ଉତ୍ତର- ଗୁଜୁରାତି ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଯଦି ଆପଣଙ୍କୁ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *