ମୃତ୍ୟୁ ପରେ ଆତ୍ମା କେଉଁଠିକୁ ଯାଇଥାଏ ? (Garuda Puran)

ବନ୍ଧୁଗଣ, ସାଧାରଣତ ଆପଣ ମାନଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ଆସିଥାଏ ଯେ ଏହି ଜୀବନ ଏବଂ ମୃ-ତ୍ୟୁ ର ରହସ୍ୟ କଣ ଅଟେ ? ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ମୃ-ତ୍ୟୁ ପରେ ମନୁଷ୍ୟ ର ଆତ୍ମା କେଉଁଠାକୁ ଯାଇଥାଏ ? ମୃ-ତ୍ୟୁ ସମ୍ବନ୍ଧରେ ସମଗ୍ର ଦୁନିଆରେ ଅଲଗା ଅଲଗା କଥା ଏବଂ ମାନ୍ୟତା ପ୍ରଚଳିତ ହୋଇ ରହିଅଛି । ଏହି ପ୍ରକାରର ଧାରଣ ଯୋଗୁଁ ଅଧିକାଂଶ କଥା କାଳ୍ପନିକ ମନଗଢା ଏବଂ ମି-ଛ ହୋଇଥାଏ ।

ଆମ୍ଭ ପୂର୍ବ କାଳରେ ସମୟ ସମୟ ରେ କିଛି ଏଭଳି ରତ୍ନତତ୍ଵ ଜ୍ଞାନୀ ମହାପୁରୁଷ ମାନେ ଜନ୍ମ ନେଇଛନ୍ତି । କିଛି ମହାପୁରୁଷ ଙ୍କ ମତରେ କା-ଳ ପରି ଜୀବନ ମଧ୍ୟ ଅସୀମ ଏବଂ ଅନନ୍ତ ଅଟେ । ଏହି ଜୀବନରେ ନା କେବେ ପ୍ରାରମ୍ଭ ହୋଇଥାଏ ନା କେବେ ଅନ୍ତ ହୋଇଥାଏ । ମାତ୍ର ଆମ୍ଭେ ଯାହାକୁ ମୃ-ତ୍ୟୁ କହିଥାଉ ସେ କେବଳ ସେହି ଶରୀରର ଅନ୍ତ ଅଟେ ।

ପ୍ରକୃତିର ପାଞ୍ଚ ତତ୍ଵ ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ ସହିତ ମିଶି ମନୁଷ୍ୟ ର ଶରୀର ଗଢା । ମନା ଯାଇଥାଏ ଯେ ମାନବ ଶରୀର ନିସ୍ପର ଅଟେ । ଯିଏ ଜନ୍ମ ନେବ ଦିନେ ନା ଦିନେ ତାହାକୁ ନିଜର ପ୍ରାଣ ତ୍ୟାଗ କରିବାକୁ ହୋଇଥାଏ । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି ଯେ ବାସ୍ତବ ରେ ଦୁନିଆ ଭଳି ଆଉ ଏକ ଦୁନିଆ ଅଛି । ଯେଉଁଠାରେ ଆତ୍ମା କୁ ସଙ୍ଗଗୃହିତ କରି ରଖାଯାଇଥାଏ । ମାତ୍ର ଯଦି ଏପରି ନାହିଁ ତେବେ ଜୀବନର ଅନ୍ତ ହେବା ପରେ ଆତ୍ମା କେଉଁଠାକୁ ଯାଇଥାଏ ? ଗୀତା ରେ ଶ୍ରୀ କୃଷ୍ଣ କହିଛନ୍ତି ଯେ ଆତ୍ମା ଅ-ମ-ର ଅଟେ ।

ତାହାର କେବେ ଅନ୍ତ ହୁଏ ନାହିଁ । ସେ କେବଳ ଶରୀର ରୂପୀ ବସ୍ତ୍ର କୁ ବଦଳାଇ ଥାଏ । ଆପଣ ମାନେ କେତେ ଆତ୍ମାର ଅମର ଯାତ୍ରା ସମ୍ବନ୍ଧରେ ନିଶ୍ଚିତ ଜାଣିଥିବେ । ମାତ୍ର ଏହା ସବୁଠାରୁ ରୋମାଞ୍ଚ ତଥା ଜିଜ୍ଞାସା ସହିତ ଯୋଡିବା ଭଳି କଥା ଅଟେ । ଗରୁଡ ପୁରାଣରେ ମନୁଷ୍ୟ ର ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ସମସ୍ତ କଥା ର ବର୍ଣ୍ଣନା କରାଯାଇଅଛି ।

ଏଥିରେ ଉଲ୍ଲେଖ ହୋଇଅଛି ଯେ ଆତ୍ମା ଯେତେବେଳେ ନିଜ ଶରୀର ଛାଡିବାକୁ ବସିଥାଏ, ସେତେବେଳେ ତାକୁ ୨ ଟି ଯ-ମ-ଦୂ-ତ ନେବାକୁ ଆସିଥାନ୍ତି । ମାନବ ନିଜ ଜୀବନରେ ଯେଉଁସବୁ କର୍ମ କରିଥାଏ, ଯ-ମ-ଦୂ-ତ ସେହି ଅନୁଯାୟୀ ତାକୁ ନେଇଯାଇଥାନ୍ତି । ଯଦି ଜୀବନ ହରାଇବା ଲୋକ ପବିତ୍ର ଅଟେ ଅଥବା ସେ ଅନେକ ପୂଣ୍ୟକର୍ମ କରିଅଛି ତେବେ ତାହାର ପ୍ରାଣ ବାହାରିବା ସମୟରେ ତାଙ୍କୁ ଆଦୌ କଷ୍ଟ ହୋଇନଥାଏ ।

ମାତ୍ର ଯଦି ସେ ପା-ପୀ ହୋଇଥାଏ ତେବେ ତାହାକୁ ଅନେକ ପୀ-ଡା ସ-ହି-ବା-କୁ ପଡିଥାଏ । ୩ ଟି ମାର୍ଗ ରହିଅଛି । ମୃ-ତ୍ୟୁ ପରେ ମନୁଷ୍ୟ ର କର୍ମ ଅନୁଯାୟୀ ଯାତ୍ରା କରିବାକୁ ହୋଇଥାଏ । ଅର୍ଚ୍ଚି ମାର୍ଗ, ଧୂମ ମାର୍ଗ, ଉତ୍ପତି ବି-ନା-ଶ ମାର୍ଗ । ଅର୍ଚ୍ଚି ମାର୍ଗ ଦେବ ଲୋକ ତଥା ଜମ ଲୋକ ର ମାର୍ଗ ହୋଇଥାଏ । ଧୂମ ଲୋକ ପିତୃ ଲୋକର ଯାତ୍ରା ରେ ଯାଇଥାଏ । ଏବଂ ଉତ୍ପତି ବି-ନା-ଶ ମାର୍ଗ ନ-ର୍କ ର ମାର୍ଗ କୁ ଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *