Vastu Tips- ମନି ପ୍ଳାଣ୍ଟରେ ଲୁଚେଇ ଦିଅନ୍ତୁ ଏହି ଏକ ଜିନିଷ ! ଘରେ ହେବ କେବଳ ଟଙ୍କା ବର୍ଷା…

ନମସ୍କାର ବନ୍ଧୁଗଣ , ଘରର ସୁନ୍ଦରତା ବୃଦ୍ଧି କରିବା ପାଇଁ ଆମେ ଘର ର ଦୁଆର ଏବଂ ପଛ ପଟେ ଆମେ ଭିନ୍ନ ଭିନ୍ନ ପ୍ରକାରର ଗଛ ଲଗାଇଥାଉ । ଏହି ଗଛ ମଧ୍ୟରୁ ମନି ପ୍ଳାଣ୍ଟ ଗଛ କୁ ଆମେ ଦେଖିଥାଉ । ମନି ପ୍ଳାଣ୍ଟ ଗଛ କୁ ଅନେକ ଲୋକମାନେ ନିଜର ଘରର ମାନଙ୍କରେ ଲଗେଇଥିବାର ଦେଖିଥାଉ । ଏହି ଗଛର ମହତ୍ଵ ହେଉଛି ଏହାକୁ ଲଗେଇବା ଦ୍ଵାରା ଘରେ ଧନ ର ବୃଦ୍ଧି ହୋଇଥାଏ ।

ଘରର ଲୋକମାନେ ସର୍ବଦା ସୁଖ ସମବୃଦ୍ଧିରେ ରହିଥାନ୍ତି । ମନି ପ୍ଳାଣ୍ଟ  ଗଛ କୁ ଅନେକ ଲୋକମାନେ ଲଗାନ୍ତି କିନ୍ତୁ ସେମାନଙ୍କ ଘରେ କୋଣସି ବୃଦ୍ଧି ହୋଇନଥାଏ । ସେମାନଙ୍କ ଘରେ ସର୍ବଦା ଦୁଃଖ , କଷ୍ଟ ରହିଥାଏ ଏହା କେଉଥି ପାଇଁ ହୋଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ ଆମେ ମନି ପ୍ଳାଣ୍ଟ ଗଛ କୁ ଲଗେଇଥାଉ ପରନ୍ତୁ ଏହାର ଦିଗ ଅନୁଚିତ୍ ହୋଇଥାଏ । ଯାହା ଫଳରେ ଆମ ଘରେ ଧନ ର ବୃଦ୍ଧି ହୋଇନଥାଏ ।

ତେଣୁ ଏହି ଗଛ କୁ ଲଗେଇବାର କିଛି ବିଧି ନିୟମ ରହିଛି , ଗଛକୁ ଲଗେଇବା ସମୟରେ ଆମ ମନେ ରଖିବାର ଅଛି । ମନି ପ୍ଳାଣ୍ଟ ଗଛ କୁ ସଠିକ ଦିଗ ରେ ଲଗେଇବା ଦ୍ଵାରା ଏହାର ଭଲ ପ୍ରଭାବ ଆମ ଘରେ ପଡିଥାଏ । ଯଦି ମନି ପ୍ଳାଣ୍ଟ ଗଛ ଅନୁଚିତ୍ ଦିଗରେ ଲଗେଇଥାଉ ତେବେ ଏହାର ନକାରାତ୍ମକ ପ୍ରଭାବ ଆମ ଘରେ ପଡିଥାଏ । ଘରେ ଶୁଭ ବଦଳରେ ଅଶୁଭ ହୋଇଥାଏ ।

ମନି ପ୍ଳାଣ୍ଟ କୁ ଘରେ ଲଗେଇବା ଉଚିତ୍ , କିନ୍ତୁ ଏହାକୁ ବାହାରେ କିଣିକି ଆଣିବା ସ୍ଥଳେ ଅନ୍ୟ ଜଣକ ଘରୁ ଆଣିବା ଭଲ ହୋଇଥାଏ । ଏଭଳି ଏକ ଘରୁ ଆଣିବେ ଯେଉଁ ଘରେ ଲୋକେ ଅବିବୃଦ୍ଧି ହୋଇଥିବେ ଧନ , ସୁଖ , ଶାନ୍ତିରେ ଥିବେ ସେହି ଘରୁ ଆଣିବା ଉଚିତ୍ । ଏହି ଗଛକୁ ଯଦି ଆପଣ ଚୋରୀ କରିକି ଆଣିବେ ତେବେ ଏହାର କୋଣସି ପ୍ରଭାବ  ହୋଇନଥାଏ ।

ଏହା ସମ୍ପୁର୍ଣ୍ଣ ଭୁଲ ଅଟେ । ତେଣୁ ଏହି ଗଛ କୁ ଚୋରୀ କରିବା ବଦଳରେ ପଡୋଶୀଙ୍କ ଠାରୁ ମାଗିକି ଆଣିବା ଉଚିତ୍ । ମନି ପ୍ଳାଣ୍ଟ କୁ ବୁଧବାର ଦିନ ଲଗେଇବା ଶୁଭ ହୋଇଥାଏ ଏହି ଦିନରେ ଘରେ ମନି ପ୍ଳାଣ୍ଟ କୁ ଲଗାନ୍ତୁ । ମନି ପ୍ଳାଣ୍ଟ କୁ ସବୁ ବେଳେ ଘରର ଦକ୍ଷିଣ ଏବଂ ପୂର୍ବ ଦିଗ କୁ ଲଗେଇବା ଉଚିତ୍ ଦିଶା ହୋଇଥାଏ । କାରଣ ଦକ୍ଷିଣ ଏବଂ ପୂର୍ବ ଦିଗରେ ଗଣେଶ ରହିଥାନ୍ତି ଏବଂ ଏହି ଦିଗର ନେତୃତ୍ଵ ଶୁକ୍ର ଗ୍ରହ କରିଥାନ୍ତି ଶୁକ୍ରଗ୍ରହ କୁ ଧନ , ସୁଖ , ସମବୃଦ୍ଧି ଗ୍ରହ ମାନା ଯାଇଥାଏ।

.ତେଣୁ ଏହି ଦିଗରେ ଲଗେଇବା ଯେମିତି ଗଛର ବୃଦ୍ଧି ହୋଇଥାଏ ତାହା ସହିତ ଆପଣଙ୍କ ଘରର ମଧ୍ୟ ବୃଦ୍ଧି ହୋଇଥାଏ । ମନି ପ୍ଳାଣ୍ଟ କୁ ଶୋଇବା କଠୋରୀରେ କଦାପି ଲଗେଇବେ ନାହିଁ । ଏହାକୁ ଘରର ଅଗଣାରେ ଏବଂ ବାଳକୁଣୀ ରେ ଲଗେଇବା ଉଚିତ୍ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲଲାଗିଥାଏ । ତେବେ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *