୧;- ବନ୍ଧୁଗଣ, ଯଦି ଆପଣଙ୍କର ଟଙ୍କା ପଇସା ଅଭାବ ହେଉଛି, ଆପଣ ଭାରି କଷ୍ଟ ପାଉଛନ୍ତି, ଆପଣ ଏହି କାମ ଟି କରନ୍ତୁ ମୟୁର ଯେଉଁଠି ନାଚୁଥିବ ସେଠି ମୟୁର ପାଦ ଧୁଳି କଲେକ୍ଟ କରି ଆଣି ପର୍ସ ରେ ରଖିବେ, ଗ୍ୟାରେଣ୍ଟି ଯେ ପଇସା ଅଭାବ ହେବ ନାହିଁ କେବେ । କିମ୍ବା ମୟୁର ନାଚିବା ସମୟରେ ତାହାର ପୁଛ ଯଦି ତଳେ ପଡିଛି ତେବେ ତାହାକୁ କଲେକ୍ଟ କରି ଆଣି ଆପଣ ଆପଣଙ୍କ ଧନ ରଖୁଥିବା ସ୍ଥାନରେ ରଖିଲେ ଆପଣଙ୍କର ଟଙ୍କା ଅଭାବ ହେବ ନାହିଁ । ଘରେ ଧନହାନି ହେଉଥାଏ ତେବେ ପାଞ୍ଚଟି ମଙ୍ଗଳବାର ଏବଂ ଶନିବାର ତେଲରେ ସିନ୍ଦୁର ଗୋଳାଇ ହନୁମାନଙ୍କୁ ଅର୍ପଣ କଲେ ତାହା ଦୂର ହୋଇଥାଏ ।
୨;- ଯଦି ଘରେ ଘରର ସ୍ଵାମୀ ସ୍ତ୍ରୀ ନ ମଧ୍ୟରେ କଳି ହେଉଥାଏ ତେବେ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନଟିଏ ସିନ୍ଦୁରରେ ଆଙ୍କିବା ଦ୍ଵାରା ସମସ୍ତ କଳି ଝଗଡା ଦୂର ହୋଇଥାଏ ।
୩;- ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବାବେଳେ ଜଳରେ ଅଳ୍ପ ସିନ୍ଦୁର ପକାଇବା ଦ୍ଵାରା ଶୁଭ ହୋଇଥାଏ, ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।
୪;- ମଙ୍ଗଳବାର ଦିନ କେବେ ମଧ୍ୟ ପଇସା ପତ୍ର ର ଲେନଦେନ କରିବା ଉଚିତ ନୁହେଁ, ପ୍ରସାଧନ ସାମଗ୍ରୀ କିଣିବା ଅନୁଚିତ ଏହା ଅଶୁଭ ହୋଇଥାଏ ।
୫;- ଶନିବାର ଦିନ ସୋରିଷ ତୈଳ ଦାନ କରିବା ଦ୍ଵାରା ଏବଂ କୁକୁରକୁ ରୋଟି ଖାଇବାକୁ ଦେବା ଦ୍ଵାରା ସମସ୍ତ ସଙ୍କଟ ଦୂର ହୋଇଥାଏ ।
୬;- ଗୋଟିଏ କାଚ ପାତ୍ରରେ କିଛି ଲୁଣ ରଖି ଘରର କୌଣସି କୋଠରୀରେ ରଖିଲେ, ସକାରାତ୍ମକତା ବୃଦ୍ଧି ପାଇଥାଏ ।
୭;- ଘରେ ସୋରିଷ ତେଲ ରେ ଲବଙ୍ଗ ପକାଇ ଦୀପ ଜାଳିବା ଦ୍ଵାରା ଅଶୁଭତ୍ଵ ଦୂର ହୋଇଥାଏ ଏବଂ ଶୁଭତ୍ଵ ପ୍ରକାଶ ପାଇଥାଏ ।
୮;- ରବିବାର ଦିନ ଗାଈ କୁ ରୋଟି ଖୁଆଇବା ଦ୍ଵାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି । ଏବଂ ନିଜର ବାଞ୍ଛିତ ଫଳପ୍ରାପ୍ତ ହୋଇଥାଏ ।
୯;- ରବିବାର ଦିନ ଅସହାୟ ଏବଂ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିବା ଉଚିତ । ଏହା ଦ୍ଵାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ମନୋଷ୍କାମନା ପୂର୍ଣ୍ଣ ହୋଇଥାଏ ।
୧୦;- ରବିବାର ଦିନ ତେଲ, ଲୁଣ ସେବନ କରିବା ଉଚିତ ନୁହେଁ, ଏବଂ ରବିବାର ଦିନ ମଦିରା ତଥା ମାଂସ ଖାଇବା ଦ୍ଵାରା ଅଶୁଭ ହୋଇଥାଏ ।
୧୧;- ପ୍ରତ୍ୟକ ଦିନ ସୂର୍ଯ୍ୟପୂଜା କରିବା ଉଚିତ । ଏହାଦ୍ଵାରା ବୁଦ୍ଧି, ବିବେକ, ବଳ ସରକାରୀ ଚାକିରି ଏବଂ ମାନସନ୍ନମାନ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ