Ajira Upadesa – ମୟୁର ର ଏହି ଜିନିଷ ପାଖରେ ରଖନ୍ତୁ ! ଟଙ୍କା ର ଅଭାବ ରହିବ ନାହିଁ !

୧;- ବନ୍ଧୁଗଣ, ଟଙ୍କା ପଇସା ଅଭାବ ହେଉଛି ଅଥବା ଆପଣ ବହୁତ କଷ୍ଟ ପାଉଛନ୍ତି, ମାତ୍ର ଗୋଟିଏ କାମ କରନ୍ତୁ ଯେଉଁଠାରେ ମୟୂର ନାଚୁଥିବେ, ମୟୂର ପାଦଧୁଳି ସଞ୍ଚୟ କରି ଆଣି ପର୍ସ ରେ ରଖନ୍ତୁ । ଆପଣ ନିଜେ ଅନୁଭବ କରିବେ ପଇସା ର ଅଭାବ ହେବ ନାହିଁ । ଆଉ ଗୋଟିଏ ଉପାୟ ହେଉଛି ମୟୂର ନାଚିବା ବେଳେ ତାର ପୁଚ୍ଛ ଯଦି ତଳେ ପଡିଛି ତାକୁ କଲେକ୍ଟ କରି ଆଣି ଆପଣ ଆପଣଙ୍କର ଧନର ବିକାଶ ସ୍ଥାନରେ ରଖିଲେ ସାରା ଜୀବନ ଆଉ କ’ଣ ହେଉ ନ ହେଉ ଟଙ୍କା ର ଅଭାବ ହେବ ନାହିଁ । ଏହା ମହାପୁରୁଷ ମାନଙ୍କ ବାଣୀ ଅଟେ ଆଦୌ ଅସତ୍ୟ ହେବ ନାହିଁ । ପରିଶ୍ରମ ଆପଣଙ୍କର ଫଳ ମଧ୍ୟ ଆପଣଙ୍କର ।

୨;- ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ଧ୍ୟାନ ଅବସ୍ଥାରେ ଲାଫିଙ୍ଗ ବୁଦ୍ଧ ମୂର୍ତ୍ତି ପଢିବାଘରେ ରଖିବା ଦ୍ଵାରା ମଙ୍ଗଳ ହୋଇଥାଏ ଏବଂ ମାନସିକ ଚିନ୍ତା ଦୂର ହୋଇଥାଏ ।

୩;- ଘରର ପୂର୍ବ ଦିଗରେ ସବୁଜ ରଙ୍ଗର ପରଦା ଲଗାଇବା ଉଚିତ ଏହାଦ୍ଵାରା ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ମସ୍ତିଷ୍କ ଖୁସି ରଖିଥାଏ ।

୪;- କଠିନ ପରିଶ୍ରମ ପରେ ମଧ୍ୟ ଯଦି ସଫଳତା ମିଳୁ ନଥାଏ ତେବେ ଘରର ପଶ୍ଚିମ ଦିଗରେ ଧଳା ରଙ୍ଗର ପରଦା ଲଗାଇବା ଉଚିତ ଏହା ମଙ୍ଗଳକାରୀ ହୋଇଥାଏ ।

୫;- ଯଦି ଅଧିକ ଧାରକରଜ କରିବା ପଡୁଥାଏ ତେବେ ଘରର ଉତ୍ତର ଦିଗରେ ନୀଳ ରଙ୍ଗର ପରଦା ଲଗାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

୬;- ଠାକୁର ଘରେ ହଳଦିଆ ରଙ୍ଗର ପରଦା ଲଗାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ହଳଦିଆ ରଙ୍ଗ ଜ୍ଞାନ, ତପସ୍ୟା, ଧର୍ଯ୍ୟ ଏବଂ ଆଧ୍ୟାତ୍ମିକତାର ପ୍ରତୀକ ହୋଇଥାଏ ।

୭;- ଶୋଇବା ଘରେ ନାରଙ୍ଗି ରଙ୍ଗର ପରଦା ଲଗାଇବା ଉଚିତ ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳହ ଦୂର ହୋଇଥାଏ ଏବଂ ସମ୍ପର୍କ ମଜବୁତ ହୋଇଥାଏ ।

୮;- ଘରର ଦକ୍ଷିଣ ଦିଗରେ ଲାଲ ରଙ୍ଗର ପରଦା ଲଗାଇବା ଉଚିତ ଏହାଦ୍ଵାରା ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହୋଇଥାଏ ଏବଂ ଘରେ ଶୁଖଶାନ୍ତି ବୃଦ୍ଧି ହୋଇଥାଏ ।

୯;- ଘରେ ଯଦି ପିମ୍ପୁଡି ଉତ୍ତର କିମ୍ବା ଦକ୍ଷିଣ ଦିଗରୁ ଆସନ୍ତି ତେବେ ଶୁଭ ହୋଇଥାଏ କିନ୍ତୁ ଯଦି ପୂର୍ବ ଦିଗରୁ ଆସନ୍ତି ତେବେ ଅଶୁଭ ଖବର ମିଳିବାର ସମ୍ଭାବନା ଦେଖା ଦେଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *