ମାତ୍ର 3 ଦିନ ଖାଇ ନିଅନ୍ତୁ, 90 ବର୍ଷ ପର୍ଯ୍ୟନ୍ତ Calcium ର ଅଭାବ ହେବ ନାହିଁ, ଆଣ୍ଠୁ ଗଣ୍ଠି ସମସ୍ୟା ବି ଗାୟବ ହେଇଯିବ (Health tips)

ବନ୍ଧୁଗଣ, ସାଧାରଣତ ଆମ ଶରୀରରେ କ୍ୟାଲସିୟମ ର ଅଭାବ ହେଲେ, ଆଣ୍ଠୁ ଗଣ୍ଠି ସମସ୍ୟା ସହିତ ବିଭିନ୍ନ ପ୍ରକାରର ରୋଗ ଉତ୍ପନ ହୋଇଥାଏ । ଆଜି ଆମ୍ଭେ ଆପଣଙ୍କୁ ଏହି ଉପାୟ ଟି ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଦେବାକୁ ଯାଉଅଛୁ ଏହାକୁ ସେବନ କରି ଆପଣ ନିରୋଗୀ ରହି ପାରିବେ । ଆସନ୍ତୁ ତେବେ ଜାଣିବା ସେହି ଉପାୟ ଟି କଣ ? ଯେଉଁ ମାନଙ୍କ କେଶ ଜାତୀୟ ସମସ୍ୟା ରହିଅଛି ଆପଣ ମାନେ ମଧ୍ୟ ଏହାକୁ ବ୍ୟବହାର କରି ପାରିବେ ।

ଏହି ଉପଚାରକୁ ବନାଇବା ନିମନ୍ତେ ପ୍ରଥମେ ଆପଣ ଏକ ପ୍ୟାନ ଗ୍ୟାସ ରେ ବଶାନ୍ତୁ । ଏହାପରେ ଆପଣ ସେଥିରେ ୧ ଚାମଚ ଦେଶୀ ଗାଈ ଘିଅ ପକାନ୍ତୁ । ଏହାପରେ ୧ ଚାମଚ ପୋସ୍ତକ ପକାନ୍ତୁ । ପୋସ୍ତକ କୁ ଆପଣ ଅଳ୍ପ ଭାଜି ନିଅନ୍ତୁ । ଏହାକୁ ଅଳ୍ପ ଭାଜି ସାରିଲା ପରେ ଆପଣ ଏଥିରେ ୧ ଗ୍ଳାସ କ୍ଷୀର ପକାନ୍ତୁ ।

ଆପଣ ଯେତେ ମାତ୍ରାରେ କ୍ଷୀର ସେବନ କରି ପାରିବେ ସେତିକି ମାତ୍ରାରେ କ୍ଷୀର ଏଥିରେ ପକାଇ ପାରିବେ । ଏହାପରେ ଯେମିତି କ୍ଷୀର ଗରମ ହୋଇଯିବ ସେଥିରେ ଆପଣ ୧ ମୁଠା ପଦ୍ମ ମଞ୍ଜି ପକାନ୍ତୁ । ଏହାକୁ ହିନ୍ଦୀ ରେ ମଖନା ବୋଲି କୁହାଯାଇଥାଏ । ପଦ୍ମ ମଞ୍ଜି ଆମ୍ଭ ଶରୀର ନିମନ୍ତେ ଅତ୍ୟନ୍ତ ଲାଭ ଦାୟକ ଅଟେ । ଯେଉଁ ଲୋକ ମାନଙ୍କର ଅଣ୍ଟା ରେ ଦରଦ ରହୁଥାଏ ।

ହାଡ ଯେଉଁ ମାନଙ୍କର ଦୁର୍ବଳ ଅଟେ, ପଦ୍ମ ମଞ୍ଜି ସେମାନଙ୍କ ଶରୀରକୁ ମଜବୁତ ବନାଇ ଦିଏ । ପୋସ୍ତକ ମଧ୍ୟ ଏହି କାର୍ଯ୍ୟ କରିଥାଏ । ଉଭୟ ମିଶି ଆମ୍ଭ ଶରୀରର ଅନେକ ରୋଗ କୁ ଦୂର କରିଥାନ୍ତି । ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠି ରେ ସମସ୍ୟା ରହିଅଛି ତେବେ ଏହି ସେବନ ଦ୍ଵାରା ଏହା ସଂପୂର୍ଣ୍ଣ ଭାବରେ ସଠିକ ହୋଇଯାଇଥାଏ । ଆପଣଙ୍କ ଶରୀରର ଦୁର୍ବଳତା ଦୂର ହୋଇଯାଏ । ବ୍ଲଡ଼ ପ୍ରେସର ମଧ୍ୟ ନିୟନ୍ତ୍ରଣ ହୋଇ ରହିଥାଏ । ଆପଣଙ୍କ ସମସ୍ତ ଚିନ୍ତା ଦୂର ହୋଇଯାଏ ।

ଏହାର ସେବନ ଦ୍ଵାରା ଶରୀରର ଅନେକ ରୋଗ ଠିକ ହୋଇଯାଏ । ଏହାପରେ ଆପଣ ଏଥିରେ ଆପଣଙ୍କ ଇଛା ଅନୁଯାୟୀ ମିଶିରି ମିଶାନ୍ତୁ । ମିଶିରି ଆମ ଶରୀର ନିମନ୍ତେ ବହୁତ ଆବଶ୍ଯକୀଯ ଔଷଧୀୟ ଅଟେ । ଆପଣ ପ୍ରସ୍ତୁତ କରିଥିବା ମିଶ୍ରଣ କୁ ମିଠା ବନାଇବା ନିମନ୍ତେ ଏଥିରେ ମିଶିରି ମିଶାଇ ପାରିବେ । କିନ୍ତୁ ଯଦି ଡାଇବେଟିସ ରୋଗୀ ଏହି ଉପଚାର ର ସେବନ କରନ୍ତି ତେବେ ଆପଣ ଏହାର ସେବନ କରନ୍ତୁ ନାହିଁ । କାରଣ ମିଠା ଆପଣଙ୍କୁ କ୍ଷତି ପହଞ୍ଚାଇ ଥାଏ । ଏହାପରେ ଆପଣ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଲୋ ପ୍ଲେମ ରେ ଫୁଲିବାକୁ ଛାଡି ଦିଅନ୍ତୁ ।

ଏହାକୁ ଭଲରେ ଫୁଟାଇ ସାରିବା ପରେ ଆପଣ ଏହାକୁ ଏକ ଗ୍ଳାସ ରେ ଢାଳି ନିଅନ୍ତୁ । ଆପଣ ଏହାକୁ ସକାଳେ ଖାଲି ପେଟରେ ସେବନ କରି ପାରିବେ ଅଥବା ରାତିରେ ଶୋଇବାର ୧ ଘଣ୍ଟା ପୂର୍ବରୁ ସେବନ କରି ପାରିବେ । ଆପଣ ଏହାକୁ ସପ୍ତାହ ର ୩ ଦିନ ସେବନ କରି ଏହାର ଲାଭ ଦେଖନ୍ତୁ । ବବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *