ସ୍ୱୟଂ ମାତା ଲକ୍ଷ୍ମୀ ଦେଇଛନ୍ତି ବରଦାନ, ଯିଏ ବି ଏହି ସମୟରେ ଘରେ ଲଗେଇଥାଏ ଝାଡୁ, ତା’ର ଘରକୁ ଧନ ଦୌଲତ ରେ ଭରି ଦିଅନ୍ତି ମା’ ଲକ୍ଷ୍ମୀ- Vastu Shastra

ନମସ୍କାର ବନ୍ଧୁଗଣ ନିତ୍ୟ ଦିନ ଜୀବନରେ ଜଣାତରେ କିମ୍ବା ଅଜାଣତରେ ଆମ ଦ୍ୱାରା କିଛି ଏହି ପରି ଭୁଲ ହୋଇ ଯାଏ କି ଯାହାର ପ୍ରଭାବ ଆମ ଘର ପରିବାର ଉପରେ ପଡ଼ିଥାଏ ।

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘରେ ପ୍ରତ୍ୟେକ ବସ୍ତୁ କୁ ରଖିବା ର ସ୍ଥାନ ନିର୍ଧାରିତ ହୋଇଥାଏ । କିନ୍ତୁ ଆମକୁ ଏହାର କୌଣସି ଜ୍ଞାନ ନଥାଏ । ସେହି ପରି କିଛି ଭୁଲ ଆମେ ଝାଡୁ କୁ ନେଇ କରିଥାଉ ।

ଝାଡ଼ୁ ର ଭୁଲ ବ୍ୟବହାର ଯେଉଁଠି ଦରିଦ୍ରତା କୁ ଆଣିଥାଏ । ସେହି ପରି ତାର ସଠିକ ବ୍ୟବହାର ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ କୁ କିଣିବା ପାଇଁ ତାର ସଠିକ ସମୟ ଦିନ ଏବଂ ସଠିକ ସ୍ଥାନର ଧ୍ୟାନ ଦିଆଯାଏ । ଏବଂ ଘରର ପୁରୁଣା ଝାଡୁ କୁ ବାହାରେ ଫିଙ୍ଗିବା ର ମଧ୍ୟ ନିୟମ ରହିଛି । ଝାଡୁ ଯାହାକୁ ଆମେ ଏକ ସାମାନ୍ୟ ବସ୍ତୁ ଭାବିଥାଉ ପରନ୍ତୁ ଶାସ୍ତ୍ର ରେ ତାହାକୁ ମାତା ଲକ୍ଷ୍ମୀ ଙ୍କ ତୁଲ୍ୟ ବୋଲି କୁହାଯାଏ । ଝାଡୁର ଆମର ଅଜାଣତରେ ହିଁ ବେଳେ ବେଳେ ଆମ ଦ୍ୱାରା ତାହାର ଅପମାନ ହୋଇଯାଇ ଥାଏ ।

ଏହାର ପ୍ରଭାବ ଆମର ଆର୍ଥିକ ଏବଂ ପରିବାର ତଥା ସାମାଜିକ ଜୀଵନ ଉପରେ ପଡ଼ିଥାଏ । ଆପଣ ମାନେ ବୋଧ ହୁଏ ଏହା ଜାଣି ନଥିବେ କି ଝାଡୁ କୁ ଏକ ନିଶ୍ଚିତ ସ୍ଥାନରେ ରଖାଯିବ ଉଚିତ । ଏବଂ ତାକୁ ଉଚିତ ସ୍ଥାନରେ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା କି ଝାଡୁ କୁ କେଉଁ ସ୍ଥାନରେ ରଖିବା ଉଚିତ । ଏବଂ ଏହା ଦ୍ବାରା ଆମ ଜୀଵନ ଉପରେ କି ପ୍ରଭାବ ପକାଇବ ତାହା ମଧ୍ୟ ଜାଣିନେବା ।

ବନ୍ଧୁଗଣ ଝାଡୁ କୁ ସର୍ଵଦା ସମ୍ମାନ କରିବା ଆବଶ୍ୟକ ଅଟେ । ଯଦ୍ବାରା ଆମ ଘରରୁ ଦାରିଦ୍ର୍ୟ ଏବଂ ନକରାତ୍ମକତା କୁ ଦୁର କରିଥାଏ । ଏବଂ ସମ୍ପର୍ଣ୍ଣତା ଏବଂ ସକରାତ୍ମକତା କୁ ଘରେ ଆଣିଥାଏ । ଝାଡୁ କୁ ସର୍ଵଦା ଏହି ଭଳି ସ୍ଥାନରେ ଲୁଚାଇ ରଖାଯାଏ କି ବାହାର ବ୍ୟକ୍ତି ର ନଜର ତା ଉପରେ ନ ପଡେ । ଝାଡୁ ଲକ୍ଷ୍ମୀ ମାତାଙ୍କ ରୂପ ହୋଇଥାଏ ତେଣୁ ତାକୁ କାହାର ଭି ଖରାପ ନଜର ଲାଗିବା ଉଚିତ ନୁହେଁ ।

ଝାଡୁ କୁ କେବେବି ଛିଡା କରାଇ କି ରଖିବା ଉଚିତ ନୁହେଁ । ଏବଂ ସର୍ଵଦା ଶୁଆଇ କି ରଖିବା ଉଚିତ । ଏହାର ତାତ୍ପର୍ଯ୍ୟ ଏହା କି ମାତା ଲକ୍ଷ୍ମୀ ଆମ ଘରେ ଆରାମ ରେ ଶୋଇ ଛନ୍ତି । ତେଣୁ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ ।

ଝାଡୁ କୁ ସର୍ଵଦା ସ୍ୱଚ୍ଛ ସ୍ଥାନରେ ରଖିବା ଆବଶ୍ୟକ । ଯେଉଁଠି ଅଳିଆ, ଜୋତା ,ଚପଲ ଆଦି ଥାଏ ସେଠାରେ ଝାଡୁ କୁ ରଖନ୍ତି ନାହିଁ ।

ଝାଡୁ କୁ ରଖିବାର ଯୋଗ୍ୟ ସ୍ଥାନ ହେଉଛି ଦକ୍ଷିଣ ଏବଂ ପଶ୍ଚିମ । ବିଶେଷତଃ ଘରେ ପଶ୍ଚିମ ଦିଗରେ ଝାଡୁକୁ ରଖିଲେ ଘରେ ସୁଖ ସମୃଦ୍ଧି ବଢ଼ିଥାଏ ।

ଝାଡୁ କୁ କେବେବି ଏଭଳି ସ୍ଥାନରେ ରଖନ୍ତୁ ନାହିଁ ଯେଉଁଠି ତା ଉପରେ ଗୋଡ଼ ବାଯିବାର ସମ୍ଭାବନା ରହିଥିବ । ଏହା ଦ୍ୱାରା ତାର ଅପମାନ ହୋଇଥାଏ ।

ଖାଇବା ଅଇଁଠା କୁ କେବେବି ଝାଡୁ ଦ୍ୱାରା ଉଠାଇ ବାଉଚିତ ନୁହେଁ ।

ଭଙ୍ଗା ଝାଡୁ କୁ ଶନିବାର ରାତିରେ ଘରୁ ବାହାରେ ରଖୁବା ଉଚିତ ।

ସନ୍ଧ୍ୟା ସମୟରେ କେବେବି ଝାଡୁ କରିବା ଉଚିତ ନୁହେଁ ।

ସର୍ଵଦା ଝାଡୁ କୁ ସମ୍ମାନ ଦେବା ଏବଂ ତାକୁ ସଠିକ ସ୍ଥନରେ ରଖିବା ଆବଶ୍ୟକ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *