ବନ୍ଧୁଗଣ, ମାସିକ ଧର୍ମ ମହିଳା ମାନଙ୍କ ନିମନ୍ତେ ଏକ ସାମାନ୍ୟ କଥା ଅଟେ । ଏହା ସାଧାରଣ ତ ପ୍ରତ୍ୟକ ମାସରେ ୪ ରୁ ୫ ଦିନ ପର୍ଯ୍ୟନ୍ତ ହୋଇଥାଏ । ଏହି ସମୟରେ ମହିଳା ମାନଙ୍କୁ ବହୁତ ସାରା କଷ୍ଟ ର ସାମନା କରିବାକୁ ହୋଇଥାଏ ।
ମାତ୍ର କିଛି ମହିଳା ମାନଙ୍କୁ ଆଦୌ କଷ୍ଟ ଅନୁଭବ ହୋଇ ନଥାଏ । ଏହା ଫଳରେ ଋତୁସ୍ରାବ ସମୟରେ ସେମାନେ ବହୁତ ଖୁସି ରେ ରହିଥାନ୍ତି । ଆଜି ଆମ୍ଭେ ଆପଣଙ୍କ ସମୁଖରେ ଉପସ୍ଥିତ କରିବାକୁ ଯାଉଅଛୁ ଯେ, ମାସିକ ଧର୍ମ ସମୟରେ ମହିଳା ମାନଙ୍କୁ ଏହି ୮ ଟି କାମ କରିବା କଥା ନୁହେଁ ।୧- ବାଥରୁମ ରେ ଅଧିକ ସମୟ ରହିବା;- ଏହାଫଳରେ ବାଥରୁମ ଥିବା ସମସ୍ତ ଜର୍ମ ମହିଳା ମାନଙ୍କ ଶରୀରକୁ ସହଜରେ ପ୍ରେସ କରିଥାନ୍ତି । ଏହାଦ୍ଵାରା ଭବିଷ୍ୟତ ରେ ଆପଣଙ୍କୁ ଅନେକ ରୋଗ ମଧ୍ୟ ହୋଇପାରେ ।
୨- ଅତ୍ୟଧିକ କଫି ସେବନ କରିବା;- ଅନେକ ସମୟରେ ମହିଳା ମାନେ କଫି ଅଥବା ଚାହା ର ସେବନ ଅତ୍ୟଧିକ କରିଥାନ୍ତି । ମାତ୍ର ଏହା ଆପଣଙ୍କୁ ବହୁତ ବଡ ସମସ୍ୟା ରେ ପକାଇ ପାରିବ । ଆପଣଙ୍କ ପେଟ ରେ ହେଉଥିବା କଷ୍ଟ କୁ ଏହା ଅଧିକ ବଢାଇଥାଏ ।
୩- ଅତ୍ୟଧିକ ମିଠା ଖାଇବା;- ଯଦି ଆପଣଙ୍କର ଅତ୍ୟଧିକ ମିଠା ଖାଇବାର ଅଭ୍ୟାସ ଥାଏ, ତେବେ ଏହା ବହୁତ ବଡ ଅସୁବିଧାର କାରଣ ହୋଇପାରେ । ମାନାଯାଇଅଛି ଯେ ଅତ୍ୟଧିକ ମିଠା ଖାଇବା ଦ୍ଵାରା ଶରୀରରେ ହରମୋନ ର ପରିମାଣ କମିଯାଇଥାଏ । ଏଣୁ ମାସିକ ଧର୍ମ ସମୟରେ ବହୁତ ଅଧିକ କଷ୍ଟ ତଥା ଚିଡ଼ ଚିଡ଼ ଲାଗିଥାଏ ।
୪- ଅଧିକ ମାତ୍ରାରେ ଲୁଣ ଖାଇବା;- ଏହା ଦ୍ଵାରା ଆପଣଙ୍କ ପେଟର କଷ୍ଟ ଅତ୍ୟଧିକ ବଢି ଯାଇଥାଏ । ଏଣୁ ଲୁଣ ଖାଇବା ନିଷେଧ କରାଯାଇଅଛି ।
୫- ମାସିକ ଧର୍ମ ସମୟରେ ଖାଦ୍ୟ ନଖାଇବା;- ଅନେକ ମହିଳା ଏହି ସମୟରେ ହେଉଥିବା କଷ୍ଟ ନିମନ୍ତେ ଖାଦ୍ୟ ଖାଇବା ଛାଡି ଦେଇଥାନ୍ତି । ଏହାଦ୍ଵାରା ସେମାନେ କମଜୋର ହୋଇଯାଇଥାନ୍ତି । ଏହି ସମୟରେ ସେମାନଙ୍କୁ ବହୁତ କଷ୍ଟ ର ସାମ୍ନା କରୁଥିବା ବେଳେ ଖାଦ୍ୟ ନ ଖାଇବାରୁ ଶରୀରରେ ଏସିଡ ର ମାତ୍ର କମ ହୋଇଯିବାରୁ ସେମାନେ କମଜୋର ହୋଇଯାଆନ୍ତି । ଏହା ଫଳରେ ସେମାନଙ୍କର କଷ୍ଟ ଆହୁରି ବଢି ଯାଇଥାଏ ।
୬- ରାତିରେ ଭଲରେ ନ ଶୋଇବା;- ଅଧିକାଂଶ ମହିଳା ମାସିକ ଧର୍ମ ସମୟରେ କଷ୍ଟ ହେତୁ ରାତିରେ ଭଲରେ ଶୋଇପାରନ୍ତି ନାହିଁ । ଏହା କାରଣରୁ ସେମାନଙ୍କ ମାସିକ ଧରମ ସମୟ ବଢିପାରେ । ଏହା ସହିତ ଏହି କାରଣରୁ ଆପଣଙ୍କୁ ଥକାପଣ ତଥା ବେସୀ ଯନ୍ତ୍ରଣା ହୋଇପାରେ । ଏଥିପାଇଁ ଆପଣ ରାତିରେ ଭଲରେ ଶୁଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।