ମାତ୍ର 5 ମିନିଟରେ ସବୁ ମଶା-ମାଛି-ମୂଷା ଘର ଛାଡି ପଳେଇବେ, ଆଉ କେବେ ବି ଆସିବେ ନାହିଁ, କରନ୍ତୁ ଏହି ଜବରଦସ୍ତ ଉପାୟ

ବନ୍ଧୁଗଣ, ବର୍ତ୍ତମାନ ଗରମ ଦିନ ଏବଂ ଏହି ଦିନରେ ମଶା-ମାଛି ବହୁତ ହଇରାଣ କରିଥାନ୍ତି । ମଶା ଯାହାର କାମୁଡିବା ମାତ୍ରେ କେତେକ ସମୟରେ ଆମ୍ଭକୁ ଜ୍ଵର ମଧ୍ୟ ହୋଇଯାଇଥାଏ । ଏବଂ ଜ୍ଵର ଆସିଲା ମାତ୍ରେ ସମସ୍ତେ ଡରିଯାଇଥାନ୍ତି । ଏବଂ ଯଦି ମାଛି କୌଣସି ଖାଦ୍ୟ ଉପରେ ବସିଯାଏ ତେବେ ସେହି ଖାଦ୍ୟ ଖାଇବାକୁ ଆଦୌ ଇଛା ହୋଇ ନଥାଏ । ଏହି ସମସ୍ତ ସମସ୍ୟା କୁ ଆମ୍ଭେ କିଭଳି ଦୂର କରିବା ?

ଘରେ ମୂଷା ତଥା ପିମ୍ପୁଡି କୁ ମଧ୍ୟ କିଭଳି ଦୂର କରିବେ ସେ ସମ୍ବନ୍ଧରେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଆପଣ ୨୦ ରୁ ୨୫ ତେଜପତ୍ର ନିଅନ୍ତୁ ଏବଂ ୪ ରୁ ୫ ଟି କର୍ପୁର ନିଅନ୍ତୁ । ଏବଂ ଅଳ୍ପ ନିମ୍ବ ତେଲ ନିଅନ୍ତୁ । ଏହାପରେ କର୍ପୁର କୁ ଗୁଣ୍ଡା କରି ତାହାର ପାଉଡର ବନାଇ ନିଅନ୍ତୁ । ଏବଂ ଏହାକୁ ନିମ୍ବ ତେଲ ସହିତ ମିଶାଇ ଦିଅନ୍ତୁ । ଏହାପରେ ତେଜପତ୍ର କୁ ଛୋଟ ଛୋଟ ଖଣ୍ଡ କରି ଗୋଟିଏ ମାଟି ପାତ୍ର ରେ ରଖନ୍ତୁ ।

ଏହାପରେ କର୍ପୁର ମିଶା ତେଲ କୁ ନେଇ ଏହି ମାଟି ପାତ୍ର ରେ ପକାଇ ଏହାକୁ ଜଳାଇ ଧୂଆଁ କରି ନିଅନ୍ତୁ । ଏହି ଉପାୟ ଆପଣ ନୀତିଦିନ ସନ୍ଧ୍ୟା ରେ ନିଜ ଘରେ ପ୍ରୟୋଗ କରନ୍ତୁ । ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ଲାଭ ପ୍ରାପ୍ତ ହେବ । ଏବଂ ବର୍ତ୍ତମାନ ଆସନ୍ତୁ ଜାଣିବା ଯେ ମୂଷା କୁ କିଭଳି ଘରୁ ଭଗାଇବା ?  ଆପଣ ଗୋଟିଏ ସ୍ପ୍ରେ ବୋତଲ ରେ ପାଣି ନିଅନ୍ତୁ ଏବଂ ସେଥିରେ ଅଳ୍ପ ଲୁଣ ମିଶାଇ ଦିଅନ୍ତୁ । ଏହାପରେ ସେଥିରେ କର୍ପୁର ଗୁଣ୍ଡା କରି ପକାନ୍ତୁ ।

ଏବଂ ୨ ରୁ ୪ ଚାମଚ ଭିନେଗାର ମିଶାଇ ଦିଅନ୍ତୁ । ଏହାପରେ ଯଦି ଆପଣଙ୍କ ଘରେ ଡେଟଲ ଅଛି ତେବେ ଆପଣ ଡେଟଲ କୁ ଏଥିରେ ମିଶାଇ ଭଲ ଭାବରେ ସେକ କରି ନିଅନ୍ତୁ । ଏହାପରେ ଏହାକୁ ଆପଣ କିଛି ତୁଳା ରେ ଭିଯାଇ ଦିଅନ୍ତୁ । ଏହାପରେ ଯେଉଁ ଜାଗାକୁ ମୂଷା ତଥା ଅସରପା କିମ୍ବା ପିମ୍ପୁଡି ଆସୁଛନ୍ତି ଆପଣ ସେହି ଜାଗା ମାନଙ୍କ ରେ ଏହିଭଳି ତୁଳା କୁ ଭିଯାଇ ସେହି ଜାଗା ମାନଙ୍କରେ ରଖି ଦିଅନ୍ତୁ ।

କିଛି ସମୟ ପରେ ଦେଖିବେ ମୂଷା ତଥା ପିମ୍ପୁଡି ଏବଂ ଅସରପା ସବୁଦିନ ଲାଗି ସେହି ସ୍ଥାନରୁ ପଳାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *