ମାସକୁ ମାତ୍ର ଗୋଟିଏ ଥର ପିଅନ୍ତୁ, ଫୁସଫୁସ କୁ ପୁରାପୁରି କରିଦେବ ସଫା- Baba Ramdev Health Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ ।

ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ ।

କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଫୁସଫୁସ ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ । ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ଫୁସଫୁସ ଜନିତ ସମସ୍ୟା ଦେଖିବାକୁ ମିଳୁଛି । ଏହାର ଅନେକ କାରଣ ମଧ୍ୟ ରହିଛି ।

ବର୍ତ୍ତମାନ ସମୟ ରେ ବାୟୁ ଯେପରି ଭାବରେ ଦୂଷିତ ହେଉଛି ତାହା ର ସବୁଠାରୁ ଅଧିକ ପ୍ରଭାବ ଆମ ଫୁସଫୁସ ଓ ହୃଦୟ ଉପରେ ପଡୁଛି । ତେବେ ବନ୍ଧୁଗଣ ଅଲ ଆମେ ଆପଣଂକୁ ଫୁସଫୁସ କୁ କିପରି ସଫା ରଖିବେ ସେ ବିଷୟ ରେ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ବନ୍ଧୁଗଣ ଏହି ବିଷୟ ରେ କିଛି ଅଧିକ କଥା ଜାଣିବା ।

ବନ୍ଧୁଗଣ ଫୁସଫୁସ ଆମ ଶରୀର ର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଯଦି ଆପଣ କୌଣସି କାର୍ଯ୍ୟ କରିବା ର କିଛି ସମୟ ମଧ୍ୟରେ ଥକି ପଡୁଛନ୍ତି,ଶ୍ଵାସକ୍ରିୟା ରେ ଅସୁବିଧା ହେଉଛି,ଥଣ୍ଡା ଜ୍ଵର ଲାଗି ରହୁଛି କିମ୍ବା କାଶ ହେଉଛି ତେବେ ଆପଣ ଜାଣି ନିଅନ୍ତୁ ଯେ ଆପଣ ଙ୍କ ଫୁସଫୁସ ଠିକ ଭାବରେ କାମ କରୁନାହିଁ । ଯଦି ଆପଣ ନିଜ ଫୁସଫୁସ କୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରତିଦିନ ବ୍ୟାୟାମ କରନ୍ତୁ ।

କାରଣ ବ୍ୟାୟାମ କରିବା ଦ୍ୱାରା ଫୁସଫୁସ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିଥାଏ । ଆପଣ ପ୍ରତିଦିନ ସକାଳୁ ଉଠି ପାଞ୍ଚ ମିନିଟ ପର୍ଯ୍ୟନ୍ତ ବସିକରି ଜୋରେ ଶ୍ଵାସକ୍ରିୟା କରନ୍ତୁ । ଏହା ଆପଣଙ୍କ ଫୁସଫୁସ କୁ ସଫା କରିବା ରେ ସାହାଯ୍ୟ କରିଥାଏ । ପ୍ରଥମେ ପ୍ରଥମେ ଆପଣ ପାଞ୍ଚ ମିନିଟ ପାଇଁ ଏପରି କରନ୍ତୁ ଏବଂ ପରେ ଧୀରେ ଧୀରେ ଏହାକୁ ବଢ଼ାଇ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ କରନ୍ତୁ ।

ଆପଣ ସିଧା ଭାବରେ ବସି ଯେତେ ପାରୁଛନ୍ତି ଭିତର କୁ ବାୟୁ କୁ ଟାଣନ୍ତୁ ଓ ଧୀରେ ଧୀରେ ପୁଣି ସେହି ବାୟୁ କୁ ବାହାରକୁ ଛାଡ଼ନ୍ତୁ । ଏପରି କରିବା ଦ୍ୱାରା ଅମ୍ଳଜାନ ଫୁସଫୁସ ର ସମସ୍ତ ସ୍ଥାନ ରେ ଠିକ ଭାବରେ ପହଂଚି ପାରିବ ଓ ଆପଣଙ୍କ ଫୁସଫୁସ ର ଆକାର କୁ ଅଧିକ ଫୁଲାଇ କରି ରଖିବ ।

ଏହା ବ୍ୟତୀତ ଆପଣ ଚାହିଁଲେ ଷ୍ଟିମ ମେଡିଟେସନ କରିପାରିବେ । ଆପଣ ପ୍ରଥମେ ଏକ ପାତ୍ର ରେ କିଭି ପାଣି କୁ ଗରମ କରନ୍ତୁ ଓ ଏହା ପରେ ସେଥିରେ କିଭି ଇଉକାଲିପଟାସ ତେଲ କୁ ପକାଇ ଦିଅନ୍ତୁ । ଏହି ତେଲ ଆମ ପାଇଁ ବହୁତ ଉପକାରୀ ହୋଇଥାଏ । ଏହି ତେଲ ଆମ ଫୁସଫୁସ ରେ ଥିବା ସମସ୍ତ ଭୁତାଣୁ କୁ ନଷ୍ଟ କରି ଦେଇଥାଏ ଓ ଫୁସଫୁସ କୁ ସଫା ରଖିଥାଏ ।

ସେହି ଗରମ ପାଣି ରେ କେବଳ ପାଞ୍ଚ କିମ୍ବା ଛଅ ବୁନ୍ଦା ଇଉକାଲି ପଟାସ ତେଲ କୁ ପକାଇ କରି ଆପଣ ଏହା ର ବାମ୍ଫ କୁ ନିଜ ଶରୀର ଭିତର କୁ ଶ୍ଵାସକ୍ରିୟା ରେ ନିଅନ୍ତୁ । ଆପଣ ଯଦି ଚାହିଁବେ ଏହାକୁ ପ୍ରତିଦିନ କରିପାରିବେ କିମ୍ବା ସପ୍ତାହ କୁ ଥରେ କରିପାରିବେ । ଏହା ଆପଣଙ୍କ ଫୁସଫୁସ କୁ ସମ୍ପୂର୍ଣ୍ଣ ଭାବରେ ସଫା ରଖିଥାଏ ଓ ଅଧିକ କାର୍ଯ୍ୟକ୍ଷମ କରିଥାଏ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ସ୍ୱାସ୍ଥ୍ୟ  ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *